"ନୂଆପଡ଼ା ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୬୮ କ ଧାଡ଼ି:
 
== ଇତିହାସ ==
୧୯୯୩ ମସିହା ଅପ୍ରେଲ ପହିଲା ଦିନ ନୂଆପଡ଼ା ଏକ ସ୍ବତନ୍ତ୍ରସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା । ୧ ଅପ୍ରେଲ ୧୯୯୩ ପୂର୍ବରୁ ଏହା [[କଳାହାଣ୍ଡି ଜିଲ୍ଲା]]ର ଅନ୍ତର୍ଭୁକ୍ତ ଥିଲା । [[ନୂଆପଡ଼ା]] ସହର ଏହାର ସଦର ମହକୁମା ।
 
== ଭୂଗୋଳ ==
୧୧୬ କ ଧାଡ଼ି:
 
=== ପତୋରା ===
[[ଫାଇଲ:Yogeswar Temple, Patora.JPG|thumb|ଯୋଗେଶ୍ବରଯୋଗେଶ୍ୱର ମନ୍ଦିର]]
[[ନୂଆପଡ଼ା]] ଠାରୁ ୧୮ କିମି ଦୁରରେ ମାରାଗୁଦା ଗ୍ରାମ ନିକଟରେ ପତୋରା ଶୈବ ପୀଠ ଅବସ୍ଥିତ । ଏଠାରେ ଯୋଗେଶ୍ବରଯୋଗେଶ୍ୱର ମହାଦେବ ମନ୍ଦିର ଅବସ୍ଥିତ । ଏହି ମନ୍ଦିର ନିକଟରେ ଏକ ରାମମନ୍ଦିର ଓ ଏକ ୪୦ଫୁଟ ଲମ୍ବ ହନୁମାନ ମୂର୍ତ୍ତି ଅବସ୍ଥିତ ।<ref>{{cite web |url= http://orissatravels.com/photo-map.php?slno=475 |title=Patora Jogeswar Temple |work=orissatravels.com |year=2012 |quote=The Linga of Lord Siva (Sibalinga) is pretty old, dating back to 6th century |accessdate=17 May 2012}}</ref>
<ref>{{cite web |url= http://nuapada.nic.in/tourismplvst.asp |title=Tourism :: Photo Gallery |work=nuapada.nic.in |year=2012 |quote=Ram temple is located down hill. 40 ft. hanuman statue is one of the attraction |accessdate=17 May 2012}}</ref>
 
୧୨୩ କ ଧାଡ଼ି:
ଦଧିବାମନ ଯାହାକି ସ୍ଥାନୀୟ ଭାଷାରେ ବଡଗୁଡି ମନ୍ଦିର ଏହାର କେନ୍ଦ୍ରରେ ଅବସ୍ଥିତ । ଏହ ନୂଆପଡ଼ା ଠାରୁ ୭୦ କିମି ଦୂରରେ ଅବସ୍ଥିତ ।
=== ପାତାଳଗଙ୍ଗା ===
ଏହା ଖରିଆର ଠାରୁ ୪୧କିମି । ଏହା ହିନ୍ଦୁ ମାନଙ୍କର ପବିତ୍ର ସ୍ଥାନ। ବିସ୍ବାଶବିସ୍ୱାଶ କରଯାଏ ଯେ ରାମଚନ୍ଦ୍ରଙ୍କର ବନବାସ ବେଳେ ଏହିଠାରେ ଦେବି ସିତାଙ୍କୁ ଶୋଶ ଲାଗିଲା ଆଖପାଖରେ କୌଣସି ଜଳର ସ୍ରୋତନଥିବରୁ ନିଜେ ଧନୁତିର ମାରି ଗଙ୍ଗାଙ୍କୁ ଆଣୀଥିଲେ ସେଇଦିନ ଠାରୁ ଏହା ପାତାଳଗଙ୍ଗା ନାମରେ ନାମିତ।
=== ଗୋଧୁସ୍ ଜଳସ୍ରୋତ ===
ଏହା ନୂଆପଡ଼ା ଠାରୁ ୩୦କିମି ଦୂରରେ ଅବସ୍ଥିତ । ଏହାର ଉଚ୍ଚତା ୩୦ ମିଟର ।