"ଟ୍ରାନ୍‍ସ୍ ସଙ୍ଗୀତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୩ କ ଧାଡ଼ି:
| stylistic_origins = {{hlist|[[ହାଉସ୍ ସଙ୍ଗୀତ]]<ref name="arminbiography">Bom, Coen (2009). ''Armin Only: A Year in the Life of the World's No. 1 DJ''. Oxford, UK: Dutch Media Uitgevers BV. {{ISBN|978-90-488-0323-1}}: p. 15</ref>|[[ଟେକ୍‍ନୋ]]<ref name="Trance">{{cite web|title=Trance|url=http://www.allmusic.com/subgenre/trance-ma0000002903|publisher=[[AllMusic]]|accessdate=9 July 2012}}</ref>|[[ଏସିଡ୍ ହାଉସ୍]]<ref name="tranceexperience">Fassbender, Torsten (2008). ''The Trance Experience''. Knoxville, Tennessee: Sound Org Inc. {{ISBN|978-0-2405-2107-7}}: p. 15, 16, 17, 19</ref>|[[ଚିଲ୍-ଆଉଟ୍]]|[[ପପ୍ ସଙ୍ଗୀତ]]|[[ପାରମ୍ପରିକ ପାଶ୍ଚାତ୍ୟ ସଙ୍ଗୀତ]]|[[ଚଳଚ୍ଚିତ୍ର ସଙ୍ଗୀତ]]<ref name="djskillsguide">Webber, Stephen (2008). ''DJ Skills: The Essential Guide to Mixing and Scratching''. Oxford, UK: Elsevier Press. {{ISBN|978-0-240-52069-8}}: p. 35</ref>|[[ହାର୍ଡ୍‍କୋର୍ ଟେକ୍‍ନୋ]]|[[ଟେକ୍ ହାଉସ୍]]|[[ଆମ୍ବିଏଣ୍ଟ୍]]}}
| cultural_origins = ଜର୍ମାନୀରେ ୧୯୮୦ ଦଶନ୍ଧିର ଶେଷଭାଗରୁ ୧୯୯୦ ଦଶନ୍ଧିର ପ୍ରଥମାର୍ଦ୍ଧ ପର୍ଯ୍ୟନ୍ତ<ref name="snomanmanual">Snoman, Rick (2009). ''The Dance Music Manual: Tools, Toys, and Techniques&nbsp;– Second Edition''. Oxford, UK: Elsevier Press. {{ISBN|0-9748438-4-9}}: p. 251, 252, 253, 266</ref> [[ଗୋଆ]], ଭାରତ;ବେଲ୍‍ଜିୟମ୍; ଓ ନେଦର୍‍ଲ୍ୟାଣ୍ଡ୍
| instruments = {{hlist|[[ସିନ୍ଥେସାଇଜର୍]]|[[କି ବୋର୍ଡ୍]]|[[ଡ୍ରମ୍ ଯନ୍ତ୍ର]]|[[ସିକ୍ବେଂସର୍ସିକ୍ୱେଂସର୍]]|[[ସାମ୍ପ୍‍ଲର୍]]|[[Roland TR-909]]|[[Roland JP-8000]]|[[ଆକ୍ସେସ୍ ଭାଇରସ୍]]}}
| derivatives =
| subgenres = {{hlist|[[ଏସିଡ୍ ଟ୍ରାନ୍‍ସ୍]]<ref name="compositionfor">Hewitt, Michael (2009). ''Composition for Computer Musicians''. Knoxville, Tennessee: Cengage Learning. {{ISBN|978-1-59863-861-5}}: p. 9</ref>|[[ବାଲେରିକ୍ ଟ୍ରାନ୍‍ସ୍]]|[[ଗୋଆ ଟ୍ରାନ୍‍ସ୍]]<ref name="amg_goa">{{cite web|title=Goa Trance|url=http://www.allmusic.com/style/goa-trance-ma0000011977|publisher=[[AllMusic]]|accessdate=9 July 2012}}</ref>|[[ହାର୍ଡ୍ ଟ୍ରାନ୍‍ସ୍]]|ପ୍ରୋଗ୍ରେସିଭ୍ ଟ୍ରାନ୍‍ସ୍|[[ସାଇକାଡେଲିକ୍ ଟ୍ରାନ୍‍ସ୍]]|[[ଟେକ୍ ଟ୍ରାନ୍‍ସ୍]]|[[ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍]]|[[ଭୋକାଲ୍ ଟ୍ରାନ୍‍ସ୍]]}}
୧୮ କ ଧାଡ଼ି:
}}
 
'''ଟ୍ରାନ୍‍ସ୍ ସଙ୍ଗୀତ''' (Trance Music) ଏକ ପ୍ରକାରର ବୈଦୁତିକ ସଙ୍ଗୀତ ଯାହା ଟେକ୍‍ନୋ ସଙ୍ଗୀତରୁ ଉଦ୍ଧୃତ କିନ୍ତୁ ଟେକ୍‍ନୋ ଅପେକ୍ଷା ଅଧିକ ଶ୍ରୁତିମଧୁର । ୧୯୯୦ ଦଶନ୍ଧିରେ ଜର୍ମାନୀ ଓ ଇଉରୋପ୍‍ର ଅନ୍ୟ ଦେଶମାନଙ୍କରେ ଏହାର ସୃଷ୍ଟି ହୋଇଥିଲା । ଟ୍ରାନ୍‍ସ୍ ସଙ୍ଗୀତରେ ମିନିଟ୍‍ ପ୍ରତି ୧୨୫ରୁ ୧୫୦ ତାଳ (Beats per Minute - BPM) ରହିଥାଏ । ଏକ ଟ୍ରାନ୍‍ସ୍ ଗୀତରେ ଗୋଟିଏ ନିର୍ଦ୍ଦିଷ୍ଟ ଧ୍ବନିଧ୍ୱନି ବା ସ୍ବରରସ୍ୱରର ପୁନରାବୃତ୍ତି ହେଉଥାଏ । ଟ୍ରାନ୍‍ସ୍ ଗୀତରେ କ୍ଷୁଦ୍ର ଧ୍ବନିମାନେଧ୍ୱନିମାନେ ସମ୍ମିଳିତ ହୋଇ ଉର୍ଦ୍ଧ୍ବମୁଖୀଉର୍ଦ୍ଧ୍ୱମୁଖୀ ଆବେଗରେ ଶିଖରରେ ପହଞ୍ଚିଯାଆନ୍ତି । ପ୍ରତି ଟ୍ରାନ୍‍ସ୍ ଗୀତରେ ଗୋଟିଏରୁ ଦୁଇଟି ଶିଖର ବା ଗହ୍ବରଗହ୍ୱର ରହିଥାଏ । ଟ୍ରାନ୍‍ସ୍ ସଙ୍ଗୀତକୁ ବୈଦୁତିକ ସଙ୍ଗୀତ ଜଗତରେ ଏକ ସ୍ବତନ୍ତ୍ରସ୍ୱତନ୍ତ୍ର ସଙ୍ଗୀତ ଶୈଳୀର ମାନ୍ୟତା ମିଳିଛି ସତ, କିନ୍ତୁ ଏଥିରେ ଟେକ୍‍ନୋ<ref name="tranceexperience">Fassbender, Torsten (2008). ''The Trance Experience''. Knoxville, Tennessee: Sound Org Inc. {{ISBN|978-0-2405-2107-7}}: p. 15, 16, 17, 19</ref>, ହାଉସ୍, ପପ୍, ଚିଲ୍-ଆଉଟ୍, ପାରମ୍ପରିକ ସଙ୍ଗୀତ, ଟେକ୍ ହାଉସ୍, ଲୋକପ୍ରିୟ ଓ ଚଳଚ୍ଚିତ୍ର ସଙ୍ଗୀତର ପ୍ରଭାବ ମଧ୍ୟ ସ୍ପଷ୍ଟ ରୂପରେ ଜଣାପଡେ ।
 
ଚେତନା ପ୍ରାପ୍ତିରେ ମଜ୍ଜିଥିବା ବା ସମ୍ମୋହିତ ମାନସିକ ଅବସ୍ଥାକୁ ଈଂରାଜୀରେ “ଟ୍ରାନ୍‍ସ୍” ଅବସ୍ଥା କୁହନ୍ତି । ଏପରି ମାନସିକ ଅବସ୍ଥାକୁ ସଙ୍ଗୀତ ମାଧ୍ୟମରେ ପରିପ୍ରକାଶ କରିବା ପାଇଁ ଧ୍ବନିରଧ୍ୱନିର ଏକାଧିକ ସ୍ତରକୁ ପୃଥକ୍ ଭାବେ ଯୋଡ଼ି ଶିଖର-ଗହ୍ବରଗହ୍ୱର ଆବେଗର ରୂପ ଦିଆଯାଏ । ଟ୍ରାନ୍‍ସ୍ ଗୀତରେ କେବେକେବେ ଗୀତ ମଝିରେ ଉପସଂହାର ପରି ଆବେଗ ରଚନା କରାଯାଏ ଓ ଏହି ସମାପ୍ତି ପରି ଲାଗୁଥିବା ସ୍ଥାନରୁ ପୁଣି ଗୀତର ବେଗ ବଢି ସାଧାରଣ ଆବେଗକୁ ପହଞ୍ଚିଯାଏ । ଟ୍ରାନ୍‍ସ୍ ଗୀତ ସାଧାରଣତଃ ଟିକେ ଲମ୍ବା ଥାଏ । ଗୀତ ଲମ୍ବା ହୋଇଥିବା ଯୋଗୁଁ ଗୋଟିଏ ଗୀତରୁ ଆଉ ଏକ ଗୀତକୁ ଯିବାବେଳେ ତାଳ ମିଶାଇବା ପାଇଁ ଡିଜେମାନଙ୍କୁ ସୁବିଧା ହୁଏ ।
 
ଟ୍ରାନ୍‍ସ୍ ଗୀତରେ ବାଦ୍ୟଯନ୍ତ୍ରର ଧ୍ବନିଧ୍ୱନି ବା ବୈଦୁତିକ ଉପାୟରେ ସୃଷ୍ଟ ଧ୍ବନିଧ୍ୱନି ସର୍ବାଧିକ ବ୍ୟବହୃତ ହୁଏ । କେତେକ ଗୀତରେ ଏହି ସବୁ ଧ୍ବନିରଧ୍ୱନିର ଆଧାର ଉପରେ କଣ୍ଠଶିଳ୍ପୀମାନେ ଗୀତ ଗାଆନ୍ତି । ସମୂହଗାନ ବା କୋରସ୍ ପରିଲକ୍ଷିତ ହୁଏନାହିଁ । ଅଧିକ ସମୟରେ ଭୋକାଲ୍ ଟ୍ରାନ୍‍ସ୍‍ ଗୀତରେ ଏକାକୀ ମହିଳା କଣ୍ଠଶିଳ୍ପୀମାନଙ୍କୁ ଶୁଣିବାକୁ ମିଳେ । ଅଧିକ ପ୍ରଚଳନ ଯୋଗୁଁ ବର୍ତ୍ତମାନ ସମୟରେ ଭୋକାଲ୍ ଟ୍ରାନ୍‍ସ୍ ଏକ ସ୍ବତନ୍ତ୍ରସ୍ୱତନ୍ତ୍ର ଟ୍ରାନ୍‍ସ୍ ଶୈଳୀରୂପେ ଉଭା ହୋଇଛି ।
 
==ଇତିହାସ==
୩୫ କ ଧାଡ଼ି:
ଜନୈକ ଲେଖକ କହିଛନ୍ତି ଯେ ଡିଜେ ପଲ୍ ଭାନ୍ ଡାଇକ୍‍ ୧୯୯୩ ମସିହାରେ ପ୍ରସ୍ତୁତ କରିଥିବା “ଲଭ୍ ସିମ୍ୟୁଲେସନ୍” ଗୀତର ରିମିକ୍ସ୍‍ରୁ ଟ୍ରାନ୍‍ସ୍ ଶୈଳୀର ଆରମ୍ଭ । ପ୍ରକୃତରେ ପଲ୍ ଭାନ୍ ଡାଇକ୍ ଏହା ପୂର୍ବରୁ “ଭିଜନ୍ ଅଫ୍ ଶିବ” ନାମକ ଏକ ଗୀତ ଅନୁରୂପ ଶୈଳୀରେ ପ୍ରସ୍ତୁତ କରିସାରିଥିଲେ । କ୍ରମଶଃ ପପ୍ ସଙ୍ଗୀତ ଓ ପ୍ରୋଗ୍ରେସିଭ୍ ଟ୍ରାନ୍‍ସ୍‍ର ମିଶ୍ରଣରେ ଭୋକାଲ୍ ଟ୍ରାନ୍‍ସ୍, ପାରମ୍ପରିକ, ଚଳଚ୍ଚିତ୍ର ଓ ଟ୍ରାନ୍‍ସ୍ ଶୈଳୀର ମିଶ୍ରଣରେ “'''ଏପିକ୍ ଟ୍ରାନ୍‍ସ୍'''”ର ଉଦ୍ଭବ ହେଲା ।
 
୧୯୯୦ ଦଶନ୍ଧିର ଦ୍ବିତୀୟାର୍ଦ୍ଧରୁଦ୍ୱିତୀୟାର୍ଦ୍ଧରୁ ନେଇ ୨୦୦୦ ଦଶନ୍ଧିର ପ୍ରଥମ ଭାଗ ପର୍ଯ୍ୟନ୍ତ ଟ୍ରାନ୍‍ସ୍ ସଙ୍ଗୀତ ବହୁଳ ବ୍ୟାବସାୟିକ ସଫଳତା ଲାଭ କରିଥିଲା ।
 
==ରଚନା==
୪୧ କ ଧାଡ଼ି:
ପାରମ୍ପରିକ ଟ୍ରାନ୍‍ସ୍ ଶୈଳୀରେ ମିନିଟ୍ ପ୍ରତି ୧୨୫ରୁ ୧୫୦ଟି ତାଳ ରହିଥାଏ ଓ ଏହାର ବେଗ ହାଉସ୍ ଶୈଳୀରୁ ଅଧିକ ।
 
ଟ୍ରାନ୍‍ସ୍ ଗୀତରେ ଗୀତର ବେଗ ଧୀରେ ଧୀରେ ବଢେ । ଉପକ୍ରମଣିକା ବେଗକୁ “ମିକ୍ସ୍-ଇନ୍” ଓ ଉପସଂହାର ବେଗକୁ “ମିକ୍ସ୍-ଆଉଟ୍” କୁହାଯାଏ । ଡିଜେମାନଙ୍କୁ ସମତାଳରେ ରହିଥିବା ପୂର୍ବ ଗୀତର ମିକ୍ସ୍-ଆଉଟ୍ ଅଂଶ ସହିତ ଆଗାମୀ ଗୀତର ମିକ୍ସ୍-ଇନ୍ ମିଶାଇବାକୁ (ମିକ୍ସିଂ କରିବାକୁ) ପଡ଼େ । କ୍ଷିପ୍ର ଗତିରେ ଚାଲୁଥିବା ତାଳ ସହିତ ଅନେକ ଛୋଟ ଧ୍ବନିଧ୍ୱନି ମିଶାଯାଏ । ଟ୍ରାନ୍‍ସ୍ ଗୀତରେ ଏକ ମୂଳ “ହୁକ୍” ବା ମୁଖ୍ୟ ସ୍ବରସ୍ୱର ରହିଥାଏ । ସମଗ୍ର ଗୀତରେ ଏହି ସ୍ବରଟିସ୍ୱରଟି ଅନବରତ ବାଜୁଥାଏ । ଗୀତର ଆବେଗ ଅନୁସାରେ ଏହି ପୁନରାବୃତ୍ତି ସମୟ ଦୁଇଟି ତାଳରୁ ନେଇ ୩୨ଟି ବାର୍ ମଧ୍ୟରେ ଯେକୌଣସି ସମୟରେ ହୋଇପାରେ ।
ବର୍ତ୍ତମାନ ସମୟରେ ଟ୍ରାନ୍‍ସ୍ ସଙ୍ଗୀତ ଇଲେକ୍ଟ୍ରୋ, ପ୍ରୋଗ୍ରେସିଭ୍ ହାଉସ୍ ପରି ନୂତନ ଶୈଳୀ ମଧ୍ୟ ବ୍ୟବହାର କଲାଣି । ହାଉସ୍ ସଙ୍ଗୀତରେ ପ୍ରତି ମିନିଟ୍‍କୁ ୧୨୦-୧୩୫ଟି ତାଳ (BPM) ରହିଥାଏ ।
 
୫୫ କ ଧାଡ଼ି:
ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍ ଶୈଳୀକୁ ଆନ୍ଥେମ୍ ଟ୍ରାନ୍‍ସ୍, ଏପିକ୍ ଟ୍ରାନ୍‍ସ୍, ବ୍ୟବସାୟିକ ଟ୍ରାନ୍‍ସ୍, ଷ୍ଟାଡ଼ିୟମ୍ ଟ୍ରାନ୍‍ସ୍ ବା ୟୁଫୋରିକ୍ ଟ୍ରାନ୍‍ସ୍ ମଧ୍ୟ କୁହାଯାଏ । ଏହି ଶୈଳୀ ୧୯୯୦ ଓ ୨୦୦୦ ଦଶକର ପାଶ୍ଚାତ୍ୟ ପାରମ୍ପରିକ ସଙ୍ଗୀତରୁ ପ୍ରଭାବିତ ହୋଇଥିଲା । ଫେରି କୋର୍ଷ୍ଟେନ୍, ଆର୍ମିନ୍ ଭାନ୍ ବ୍ୟୁରେନ୍, ଟିଏଷ୍ଟୋ, ପୁଶ୍, ପଂକ୍, ରାଂକ୍-ୱାନ୍ ପରି ଅନେକ ଡିଜେ ବା କଳାକାର ଏହି ଶୈଳୀକୁ ଜନାଦୃତ କରାଇଥଲେ । ବର୍ତ୍ତମାନ ସମୟରେ ଆଣ୍ଡି ବ୍ଲୁମ୍ୟାନ୍, ସିରୋ ଭିଜୋନେ, ସାଉଣ୍ଡଲିଫ୍ଟ୍, ଆର୍କ୍‍ଟିକ୍ ମୁନ୍, ସର୍ଗି ନେଭୋନ୍ ଓ ସିମୋନ୍ ଓ’ଶାଇନ୍ ପରି କଳାକାରମାନଙ୍କ ଯୋଗୁଁ “'''ଅର୍କେଷ୍ଟ୍ରାଲ୍ ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍'''” ବା “'''ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍ ୱିଥ୍ ସିଂଫୋନିକ୍ ଅର୍କେଷ୍ଟ୍ରା'''” ବେଶ୍ ଜନପ୍ରିୟ ହୋଇଛି । ଅପ୍‍ଲିଫ୍ଟିଂଗ୍ ଟ୍ରାନ୍‍ସ୍ ପରି ଆଉ ଏକ ଶୈଳୀ ହେଉଛି '''ୟୁରୋ ଟ୍ରାନ୍‍ସ୍''' । ବ୍ୟବସାୟିକ ସ୍ତରରେ ସମସ୍ତ ପ୍ରକାରର ଇଉରୋପୀୟ ଟ୍ରାନ୍‍ସ୍ ଓ ଡାନ୍‍ସ୍ ସଙ୍ଗୀତକୁ ୟୁରୋ ଟ୍ରାନ୍‍ସ୍ ଭାବେ ଅଭିହିତ କରାଯାଇଛି । ବୈଦୁତିକ ସଙ୍ଗୀତର କିଛି ଶୈଳୀର ମିଶ୍ରଣରେ ନୂଆ ଶୈଳୀର ଉଦ୍ଭବ ହୋଇଛି । ଯଥା ଟେକ୍‍ନୋ ଓ ଟ୍ରାନ୍‍ସ୍‍ର ମିଶ୍ରଣରେ ଟେକ୍ ଟ୍ରାନ୍‍ସ୍ ଓ ଟ୍ରାନ୍‍ସ୍ ସଙ୍ଗୀତରେ କିଛି ଅଂଶ ପାଇଁ ଜଣେ ଶିଳ୍ପୀ କଣ୍ଠଦାନ କଲେ ତାହାକୁ “'''ଭୋକାଲ୍ ଟ୍ରାନ୍‍ସ୍'''” କୁହାଯାଏ । ୧୯୯୦ ଦଶନ୍ଧିର ମଧ୍ୟଭାଗରେ ରବର୍ଟ୍ ମାଇଲ୍‍ସ୍ ନାମକ ଜଣେ ଡିଜେ '''ଡ୍ରିମ୍ ଟ୍ରାନ୍‍ସ୍''' ଶୈଳୀର ଆରମ୍ଭ କରାଇଥଲେ ।
{{Gallery
|title= ବିଶ୍ବରବିଶ୍ୱର କେତେକ ନାମୀଦାମୀ ଟ୍ରାନ୍‍ସ୍ ଡିଜେ (ଟ୍ରାନ୍‍ସ୍ ସଙ୍ଗୀତ ଶିଳ୍ପୀ)
|width=180
|height=135
୬୭ କ ଧାଡ଼ି:
}}
==ଟ୍ରାନ୍‍ସ୍ ସଙ୍ଗୀତ ଉତ୍ସବ==
ସମଗ୍ର ବିଶ୍ବରେବିଶ୍ୱରେ ଅନୁଷ୍ଠିତ ହେଉଥିବା କେତେକ ଟ୍ରାନ୍‍ସ୍ ସଙ୍ଗୀତ ଉତ୍ସବମାନଙ୍କର ଏକ ତାଲିକା ନିମ୍ନର ପ୍ରଦତ୍ତ କରାଗଲା ।
===ଏସିଆ===
 
୭୭ କ ଧାଡ଼ି:
 
==== ଥାଇଲ୍ୟାଣ୍ଡ ====
* ୧୯୮୫ ମସିହାରୁ କୋଃ ଫାନାଂଗ୍ ଦ୍ବୀପରେଦ୍ୱୀପରେ ପ୍ରତିମାସରେ '''ଫୁଲ୍ ମୁନ୍''' ଉତ୍ସବ (Full Moon Party) ଅନୁଷ୍ଠିତ ହୋଇଥାଏ । ସମଗ୍ର ବିଶ୍ବରୁବିଶ୍ୱରୁ ପୂର୍ଣ୍ଣ ଚନ୍ଦ୍ରର ଆଲୋକରେ ପ୍ଳାବିତ ରାତିରେ ସମୁଦ୍ର କୂଳରେ ଟ୍ରାନ୍‍ସ୍ ସଙ୍ଗୀତ ଉପଭୋଗ କରି ଆନନ୍ଦରେ ନାଚିବା ପାଇଁ ସମଗ୍ର ବିଶ୍ବରୁବିଶ୍ୱରୁ ଲୋକେ ହାଡ୍ ରିନ୍ ନୋକ୍ (ବା ସନ୍‍ରାଇଜ୍ ବିଚ୍)ରେ ଏକତ୍ରିତ ହୋଇଥାନ୍ତି ।
* ପ୍ରଥମେ ଚେକ୍ ଗଣରାଜ୍ୟର ପ୍ରାଗ୍‍ରୁ ଆରମ୍ଭ ହୋଇଥିବା '''ଟ୍ରାନ୍‍ସ୍‍ମିଶନ୍''' ଉତ୍ସବ ବର୍ତ୍ତମାନ ବ୍ୟାଂକକ୍‍ରେ ମଧ୍ୟ ଅନୁଷ୍ଠିତ ହେଉଛି ।
ଜାପାନ : '''ରି-ବର୍ଥ୍''' (ପୁନର୍ଜନ୍ମ) ଉତ୍ସବ
 
===ଇଉରୋପ୍===
[[File:Gatecrasher.jpg|thumb|275px|୨୦୦୬ ଅପ୍ରେଲ୍ ୧୬ ତାରିଖରେ ଗେଟ୍‍କ୍ରାଶର୍ଦ୍ବାରାଗେଟ୍‍କ୍ରାଶର୍ଦ୍ୱାରା ଆୟୋଜିତ ପାର୍ଟିରେ ଜନ ସମାଗମ]]
* ରୋମେନିଆ : '''ଡାକିନି''' ଉତ୍ସବ
* ହଙ୍ଗେରି : '''ଓଜୋରା''' ଉତ୍ସବ
* ସ୍ବିଜରଲ୍ୟାଣ୍ଡସ୍ୱିଜରଲ୍ୟାଣ୍ଡ : ୧୯୯୨ ମସିହାରୁ ଜୁରିକ୍ ସହରରେ ଅନୁଷ୍ଠିତ ହେଉଥିବା '''ଷ୍ଟ୍ରିଟ୍ ପରେଡ଼୍''' ବିଶ୍ବରବିଶ୍ୱର ସର୍ବବୃହତ୍ ବୈଦୁତିକ ସଙ୍ଗୀତୋତ୍ସବ । ପ୍ରତିବର୍ଷ ପ୍ରାୟ ୧୦ ଲକ୍ଷ ଲୋକ ଷ୍ଟ୍ରିଟ୍ ପରେଡ଼୍ ଦେଖିବାକୁ ଆସନ୍ତି ।
* ପର୍ତ୍ତୁଗାଲ୍ : ୧୯୯୭ ମସିହାରୁ ପ୍ରଚଳିତ '''ବୁମ୍''' ଉତ୍ସବର ଗତ ସଂସ୍କରଣ ଇଦାନା-ଆ-ନୋଭାଠାରେ ଅନୁଷ୍ଠିତ ହୋଇଥିଲା । ସାଇକାଡେଲିକ୍ ଗୋଆ ଟ୍ରାନ୍‍ସ୍ ସଙ୍ଗୀତ ପରିବେଷଣ କରାଯାଉଥିବା ଏହି ଉତ୍ସବ ପ୍ରତି ଦୁଇ ବର୍ଷରେ ଥରେ ମୁକ୍ତ ଆକାଶ ତଳେ କୌଣସି ଏକ ବଡ ଖୋଲା ଯାଗାରେ ଅନୁଷ୍ଠିତ ହୁଏ । ଅନେକ ଦିନ ଯାଏଁ ଚାଲୁଥିବା ଏହି ଉତ୍ସବରେ କର୍ମଶାଳା, ଚଳଚ୍ଚିତ୍ର ଇତ୍ୟାଦି ମଧ୍ୟ ପ୍ରଦର୍ଶିତ ହୋଇଥାଏ । '''ଫ୍ରିଡମ୍''' ଉତ୍ସବ, '''କିନ୍ ଓ ଫୋର୍ ଏଲିମେଣ୍ଟ୍‍ସ୍''' ଉତ୍ସବ ପରି ଅନେକ ଉତ୍ସବ ପର୍ତ୍ତୁଗାଲରେ ଅନୁଷ୍ଠିତ ହୁଏ । ବର୍ତ୍ତମାନ ସମୟରେ ଅନେକ ପ୍ରଖ୍ୟାତ ଟ୍ରାନ୍‍ସ୍ ଡିଜେ ପର୍ତ୍ତୁଗାଲ ଭ୍ରମଣ କରି ସଙ୍ଗୀତ ପରିବେଷଣ କରିସାରିଛନ୍ତି ।
* ଜର୍ମାନୀ : '''ୱାଲ୍‍ଡ୍‍ଫ୍ରିଡେନ୍ ୱାଣ୍ଡରଲ୍ୟାଣ୍ଡ''', ଷ୍ଟେମ୍ବେଡେ ଇତ୍ୟାଦି ଉତ୍ସବ ୧୯୯୭ ମସିହାରୁ ଅନୁଷ୍ଠିତ ହୋଇଆସୁଛି । ପ୍ରତିବର୍ଷ ଅଗଷ୍ଟ ମାସରେ '''ଫରେଷ୍ଟ ପିସ୍ ୱାଣ୍ଡରଲ୍ୟାଣ୍ଡ''' ନାମକ ଏକ ମୁକ୍ତାକାଶ ସଙ୍ଗୀତ ସମାରୋହ ଅନୁଷ୍ଠିତ ହୋଇଥାଏ । ଏହି ସମାରୋହରେ ମୁଖ୍ୟତଃ '''ସାଇକାଡେଲିକ୍ ଟ୍ରାନ୍‍ସ୍''' ପରିବେଷିତ ହୋଇଥାଏ । <ref>https://www.wald-frieden.de/index.php/en/</ref>
* ସ୍ବିଡେନ୍ସ୍ୱିଡେନ୍ : ୨୦୦୨ ମସିହାଠାରୁ ଷ୍ଟକହୋମ୍ ଓ ବାଲ୍‍ଟିକ୍ ଦେଶମାନଙ୍କ ମଧ୍ୟରେ ଯାତାୟତ କରୁଥିବା ଏକ ନିର୍ଦ୍ଦିଷ୍ଟ ଯାହାଜରେ '''ମଣ୍ଡେ ବାର୍ କ୍ରୁଜ୍''' (Monday Bar Cruize) ଉତ୍ସବ ପାଳନ କରାଯାଏ । ଏହି ଉତ୍ସବ ପାଳିତ ହେଉଥିବା ଯାହାଜର ଯାତ୍ରୀବାହୀ କ୍ଷମତା ପ୍ରାୟ ୨୦୦୦ ଓ ଏହା ବର୍ଷକୁ ୪ ଥର ପାଳିତ ହୁଏ । ଟ୍ରାନ୍‍ସ୍, ସାଇଟ୍ରାନ୍‍ସ୍, ହାର୍ଡ୍ ଷ୍ଟାଇଲ୍‌ ଓ ହାର୍ଡ୍‍କୋର୍ ଶୈଳୀର ବୈଦୁତିକ ସଙ୍ଗୀତ ଏହି ଯାହାଜରେ ପରିବେଷିତ ହୁଏ । <ref>{{cite web|url=http://www.mondaybar.com|title=Monday Bar -|publisher=|accessdate=22 November 2016}}</ref>
* ବେଲ୍‍ଜିୟମ୍ : ୨୦୦୫ ମସିହାରୁ ବୁମ୍‍ଠାରେ '''ଟୁମୋରୋଲ୍ୟାଣ୍ଡ୍''' ଉତ୍ସବ ଅନୁଷ୍ଠିତ ହେଉଅଛି । ଏହା ବେଲ୍‍ଜିୟମ୍‍ର ସର୍ବବୃହତ୍ ମୁକ୍ତାକାଶ ସଙ୍ଗୀତ ସମାରୋହରେ ଆର୍ମିନ୍ ଭାନ୍ ବ୍ୟୁରେନ୍, ଟିଏଷ୍ଟୋ, ଆର୍ଟି, କସ୍‍ମିକ୍ ଗେଟ୍‍ଙ୍କ ପରି ଅନେକ ପ୍ରଖ୍ୟାତ ଡିଜେ ଯୋଗ ଦେଇଥାନ୍ତି ।
* ଚେକ୍ ଗଣରାଜ୍ୟ : ପ୍ରାଗ୍‍ ନଗରରେ ୨୦୦୬ ମସିହାରୁ '''ଟ୍ରାନ୍‍ସ୍‍ମିଶନ୍''' ଉତ୍ସବ ଅନୁଷ୍ଠିତ ହୋଇଆସୁଛି । ଏହା ପୂର୍ବ ଓ ମଧ୍ୟ ଇଉରୋପ୍‍ର ସର୍ବବୃହତ୍ ସଙ୍ଗୀତ ସମାରୋହ । ମାର୍କୁସ୍ ଶୁଲ୍‍ଜ୍ ନାମକ ଡିଜେ ଏହି ଉତ୍ସବର ଜଣେ ମୁଖ୍ୟ ପ୍ରଦର୍ଶକ ରହି ଆସିଛନ୍ତି ।
* ଜର୍ମାନୀ : ୨୦୧୦ରୁ ବର୍ଲିନ୍ ନଗରରେ “'''ୱି ଆର୍ ୱାନ୍'''” ଉତ୍ସବ ଆୟୋଜିତ ହୋଇ ଆସୁଛି । ଡିଜେ ପଲ୍ ଭାନ୍ ଡାଇକ୍‍ଙ୍କ ନେତୃତ୍ବରେନେତୃତ୍ୱରେ ଆୟୋଜନ କରାଯାଉଥିବା ଏହି ଉତ୍ସବରେ ବିଭିନ୍ନ ଶୈଳୀର ଟ୍ରାନ୍‍ସ୍ ସଙ୍ଗୀତ ପରିବେଷଣ କରାଯାଏ ।
* ଫିନ୍‍ଲ୍ୟାଣ୍ଡ : ୨୦୧୧ ମସିହାରୁ ହେଲସିଂକିରେ '''ସମର୍ ସାଉଣ୍ଡ୍''' ନାମକ ଉତ୍ସବ ଆୟୋଜିତ ହୋଇଆସୁଛି । ଏହା ସ୍କାଣ୍ଡିନେଭିଆର ସର୍ବବୃହତ୍ ସଙ୍ଗୀତ ସମାରୋହ । ୨୦୧୧ ମସିହାରେ ହେଲସିଂକିର ସୁଭିଲାତିରେ ଏକ ଦିନିଆ ଉତ୍ସବ ଭାବେ ଆରମ୍ଭ ହୋଇଥିବା ସଙ୍ଗୀତ ସମାରୋହ ପରେ ଏକ ତିନି ଦିନିଆ ସମାରୋହରେ ପରିଣତ ହେଲାଣି । ପ୍ରତିବର୍ଷ ଗ୍ରୀଷ୍ମଋତୁରେ ଟିଏଷ୍ଟୋ, ଆର୍ମିନ୍ ଭାନ୍ ବ୍ୟୁରେନ୍ ଓ ଫେଥ୍‍ଲେସ୍ ପରି ଡିଜେ ଏହି ଉତ୍ସବରେ ସଙ୍ଗୀତ ପରିବେଷଣ କରନ୍ତି । <ref>{{cite web|url=http://www.summersound.fi|title=SUMMER SOUND FESTIVAL 2015|publisher=|accessdate=22 November 2016}}</ref>
* ଗ୍ରୀସ୍ : ପ୍ରଚୀନ ଅଲିମ୍ପିଆ ସହରରେ ୨୦୧୪ ମସିହାରୁ '''ଡ୍ରିମ୍‍ଲ୍ୟାଣ୍ଡ୍''' ନାମକ ଉତ୍ସବ ଅନୁଷ୍ଠିତ ହୁଏ । ବିଭିନ୍ନ ପ୍ରକାରର ବୈଦୁତିକ ସଙ୍ଗୀତ ଶୈଳୀର ପ୍ରଚାର ଓ ବ୍ୟବସାୟିକ ସହଯୋଗିତା ସହ ପରିବେଶ ସୁରକ୍ଷା ପ୍ରତି ସଚେତନତା ସୃଷ୍ଟି କରିବା ଏହି ଉତ୍ସବର ମୁଖ୍ୟ ଉଦ୍ଦେଶ୍ୟ । <ref>{{cite web|url=http://dreamland-greece.gr|title=dreamland greece - dreamland greece|publisher=|accessdate=22 November 2016}}</ref>
* ଯୁକ୍ତରାଜ୍ୟ : ବିଭିନ୍ନ ସମୟରେ ଅନେକ ଛୋଟବଡ଼ ସମାରୋହ (ଯଥା ବ୍ରିମିଂଗ୍‍ହାମ୍ ଏନ୍. ଇ. ସି.) ଗେଟ୍‍କ୍ରାଶର୍‍ଙ୍କଦ୍ବାରାଗେଟ୍‍କ୍ରାଶର୍‍ଙ୍କଦ୍ୱାରା ଆୟୋଜିତ ହୋଇଛି ।
 
==== ନେଦର୍‍ଲ୍ୟାଣ୍ଡସ୍ ====
* ନେଦର୍‍ଲ୍ୟାଣ୍ଡସ୍ ବା ହଲାଣ୍ଡରେ ALDA Events, ID&T, UDC ଓ Q-Dance ପରି ଆୟୋଜକ ସଂସ୍ଥା ମୁଖ୍ୟତଃ ସମସ୍ତ ସଙ୍ଗୀତୋତ୍ସବର ଆୟୋଜନ ଦାୟିତ୍ତ୍ବଦାୟିତ୍ତ୍ୱ ସମ୍ଭାଳିଥାନ୍ତି । ହଲାଣ୍ଡର କେତେକ ପ୍ରମୁଖ ଟ୍ରାନ୍‍ସ୍ ସଙ୍ଗୀତ ଉତ୍ସବ ହେଲେ :
** '''ଆର୍ମିନ୍ ଓନ୍‍ଲି''' : ଏହି ଉତ୍ସବ ୟୁଟ୍ରେଖ୍‍ଟ୍ ସହରର ୟାବର୍ସ୍‍ଠାରେ ଅନୁଷ୍ଠିତ ହୁଏ । ଏହି ଉତ୍ସବରେ କେବଳ ଆର୍ମିନ୍ ଭାନ୍ ବ୍ୟୁରେନ୍ ନାମକ ଜଣେ ଡିଜେ ପ୍ରଦର୍ଶନ କରନ୍ତି । ୨୦୦୫ ମସିହାରେ ALDA Eventsଦ୍ବାରାEventsଦ୍ୱାରା ଆୟୋଜିତ ଆର୍ମିନ୍ ଓନ୍‍ଲି ରୋଟର୍‍ଡ୍ୟାମ୍‍ର ଆହୋୟରେ ଅନୁଷ୍ଠିତ ହୋଇଥିଲା । ୨୦୦୮ ଓ ୨୦୧୦ ମସିହାରେ ୟାବର୍ସ୍‍ରେ ଆର୍ମିନ୍ ଓନ୍‍ଲି ସମାରୋହ ଅନୁଷ୍ଠିତ ହୋଇଥିଲା । ୨୦୧୩ ମସିହାର ଆର୍ମିନ୍ ଓନ୍‍ଲି ଆମ୍‍ଷ୍ଟର୍‍ଡ୍ୟାମ୍‍ର ଜିଗୋ ଡୋମ୍‍ରେ ଆୟୋଜିତ ହୋଇଥିଲା ।
** UDC ଆୟୋଜନ କରୁଥିବା ମୁକ୍ତାକାଶ ସଙ୍ଗୀତ ସମାରୋହ '''ଡ୍ୟାନ୍‍ସ୍ ଭ୍ୟାଲି''' ସ୍ପାର୍ଣ୍ଣୁଡ୍‍ରେ ଅନୁଷ୍ଠିତ ହୁଏ ।
** ଆମ୍‍ଷ୍ଟର୍‍ଡ୍ୟାମ୍‍ ଏରିନାରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା '''ସେନ୍‍ସେସନ୍''' ଉତ୍ସବ ID&Tଦ୍ବାରାTଦ୍ୱାରା ଆୟୋଜିତ ହୋଇଥାଏ ।
** ୟୁଟ୍‍ରେଖ୍‍ଟ୍‍ର ୟାବର୍ସ୍‍ରେ '''ଏନର୍ଜି''' ନାମକ ଏକ ଉତ୍ସବ ଆୟୋଜିତ ହୁଏ । ଏଥିରେ କେବଳ ଟ୍ରାନ୍‍ସ୍ ସଙ୍ଗୀତ ପରିବେଷଣ ହେଉଥିବାରୁ ପୂର୍ବେ ଏହାର ନାମ '''ଟ୍ରାନ୍‍ସ୍ ଏନର୍ଜି''' ଥିଲା । ୨୦୧୧ ମସିହାରେ ଏହି ଉତ୍ସବର ନାମ ବଦଳାଯାଇ “ଏନର୍ଜି” ରଖାଗଲା ଓ ଅନ୍ୟାନ୍ୟ ଶୈଳୀର ବୈଦୁତିକ ସଙ୍ଗୀତ ପ୍ରଦର୍ଶନ କରିବା ଆରମ୍ଭ କରାଗଲା । ID&T ଏହାର ଆୟୋଜନ କରିଥାଏ ।
** ପ୍ରତିବର୍ଷ ଅକ୍ଟୋବର ମାସରେ '''ଆମ୍‍ଷ୍ଟର୍‍ଡ୍ୟାମ୍ ଡ୍ୟାନ୍‍ସ୍ ଇଭେଣ୍ଟ୍''' ଅନୁଷ୍ଠିତ ହୁଏ ।
** '''ଏ ଷ୍ଟେଟ୍ ଅଫ୍ ଟ୍ରାନ୍‍ସ୍''' : ଆର୍ମିନ୍ ଭାନ୍ ବ୍ୟୁରେନ୍‍ଙ୍କ ରେଡ଼ିଓ କାର୍ଯ୍ୟକ୍ରମ "ଏ ଷ୍ଟେଟ୍ ଅଫ୍ ଟ୍ରାନ୍‍ସ୍"ର ପ୍ରତି ୫୦ତମ ଅଧ୍ୟାୟ ହଲାଣ୍ଡର ୟୁଟ୍‍ରେଖ୍‍ଟ୍ ପରି ସହରରୁ ପ୍ରସାରିତ ହୁଏ ।
** '''ଇଲେକ୍ଟ୍ରୋନିକ୍ ଫ୍ୟାମିଲି''' ସମାରୋହ ALDA Eventsଦ୍ବାରାEventsଦ୍ୱାରା ଆୟୋଜିତ ହୁଏ ।
** ID&Tଦ୍ବାରାTଦ୍ୱାରା ଆୟୋଜିତ '''ମିଷ୍ଟ୍ରିଲ୍ୟାଣ୍ଡ୍''' ବୈଦୁତିକ ସଙ୍ଗୀତର ଅନେକ ଉତ୍ସବର ସମାହାର । ଏହି ଉତ୍ସବ ୧୯୯୩ ମସିହାରୁ ଅନୁଷ୍ଠିତ ହୋଇଆସୁଛି ।
** ୨୦୦୭ ମସିହାରୁ ଆମ୍‍ଷ୍ଟର୍‍ଡ୍ୟାମ୍‍ରେ ଲ୍ୟୁମିନୋସିଟି ଇଭେଣ୍ଟ୍‍ସ୍ ନାମକ ସଂସ୍ଥା '''ଲ୍ୟୁମିନୋସିଟି''' ଉତ୍ସବର ଆୟୋଜନ କରିଆସୁଛି । ଶହ ଶହ ଲୋକ ଦେଖିବାକୁ ଯାଉଥିବା ଏହି ଉତ୍ସବର ଶ୍ଳୋଗାନ୍ ହେଲା “ଟ୍ରାନ୍‍ସ୍ ସଙ୍ଗୀତ ପ୍ରତି ଶ୍ରଦ୍ଧାର ପ୍ରଚାର” । କେଟି ୱିଟ୍‍ଲି ପରି ଟ୍ରାନ୍‍ସ୍ ଗୁରୁ ଏହି ଉତ୍ସବରେ ଯୋଗଦାନ କରନ୍ତି ।
** '''ସାଇ-ଫାଇ''' ନାମକ ଏକ ମୁକ୍ତାକାଶ ସଙ୍ଗୀତ ଉତ୍ସବ ଲିଉୱାର୍ଡେନ୍‍ରେ ଅନୁଷ୍ଠିତ ହୁଏ ଓ ଏଥିରେ ସାଇକାଡେଲିକ୍ ଟ୍ରାନ୍‍ସ୍ ସଙ୍ଗୀତ ପ୍ରଦର୍ଶନ କରାଯାଏ ।
୧୧୪ କ ଧାଡ଼ି:
|lines=1
|align=center
|File:Sensationwhite04 2006.jpg|ସେନ୍ସେସନ୍ ହ୍ବାଇଟ୍ହ୍ୱାଇଟ୍-୨୦୦୬
|File:Zurich Street Parade 2007 001.jpg|ଜୁରିକ୍ ଷ୍ଟ୍ରିଟ୍ ପରେଡ଼୍-୨୦୦୭
|File:Tomorrowland 2014.jpg|ଟୁମୋରୋଲ୍ୟାଣ୍ଡ୍ - ୨୦୧୪
୧୩୨ କ ଧାଡ଼ି:
* '''ଡେସିବେଲ୍ ଉତ୍ସବ''' : ସିଆଟେଲ୍ ସହରରେ ୨୦୦୪ ମସିହାରୁ ଏହି ବାର୍ଷିକ ସଙ୍ଗୀତୋତ୍ସବ ଆରମ୍ଭ ହୋଇଥିଲା । ଏହି ଉତ୍ସବ ବୈଦୁତିକ ସଙ୍ଗୀତ ଓ କଳା ପ୍ରତି ଉତ୍ସର୍ଗୀକୃତ । ଏହି ଉତ୍ସବରେ ଅନେକ କଳା ଓ ଚଳଚ୍ଚିତ୍ର, ସଙ୍ଗୀତ ଏପରି ଅନେକ କାର୍ଯ୍ୟକ୍ରମର ଉପଭୋଗ କରାଯାଇପାରିବ ।
* '''ଅଲ୍‍ଟ୍ରା''' ସଙ୍ଗୀତ ଉତ୍ସବ ଫ୍ଲୋରିଡ଼ାର ମିଆମିଠାରେ ଆୟୋଜିତ ହୁଏ । ଏହି ଉତ୍ସବ ବର୍ଷକୁ ଥରେ ମାର୍ଚ୍ଚ୍ ମାସରେ ଅନୁଷ୍ଠିତ ହୁଏ । ଏ ଷ୍ଟେଟ୍ ଅଫ୍ ଟ୍ରାନ୍‍ସ୍‍ର ଅନେକ ଅଧ୍ୟାୟ ଅଲ୍‍ଟ୍ରା ଉତ୍ସବର ସେଟ୍‍ରୁ ପ୍ରସାରିତ ହୋଇଛି ।
* ଇନ୍‍ସୋମ୍ନିଆକ୍ ଇଭେଣ୍ଟ୍‍ସ୍ଦ୍ବାରାଇଭେଣ୍ଟ୍‍ସ୍ଦ୍ୱାରା ପ୍ରତିବର୍ଷ ଇଲେକ୍ଟ୍ରିକ୍ ଡେଇଜି କାର୍ଣ୍ଣିଭାଲ୍ ସଙ୍ଗୀତ ମହୋତ୍ସବ ଆୟୋଜିତ ହୋଇଥାଏ । ୧୯୯୭ରୁ ୨୦୧୦ ପର୍ଯ୍ୟନ୍ତ ଏହି ଉତ୍ସବ ଦକ୍ଷିଣ କାଲିଫର୍ଣ୍ଣିଆ ତଥା ୨୦୧୧ ପରଠାରୁ ଏହା ଲାସ୍ ଭେଗାସ୍‍ରେ ଆୟୋଜିତ ହେଉଛି । ୨୦୦୯ ମସିହାର ସଂସ୍କରଣରେ ଉତ୍ସବ ୩ ଦିନ ଧରି ପାଳିତ ହୋଇଥିଲା ।
* ଦକ୍ଷିଣ କାଲିଫର୍ଣ୍ଣିଆରେ ଇନ୍‍ସୋମ୍ନିଆକ୍ ଇଭେଣ୍ଟ୍‍ସ୍ ପ୍ରତିବର୍ଷ '''ନୋକ୍ଟର୍ନାଲ୍ ଫେଷ୍ଟିଭାଲ୍‍'''ର ଆୟୋଜନ କରେ । ଏହି ଆୟୋଜକ ସଂସ୍ଥା ଅଗଷ୍ଟ ଓ ସେପ୍ଟେମ୍ବର୍ ମାସରେ କାଲିଫର୍ଣ୍ଣିଆର ସାନ୍ ବର୍ଣ୍ଣାର୍ଡିନୋରେ ଥର୍ଣ୍ଣ୍‍ଡେଲ୍ ଉତ୍ସବର ଆୟୋଜନ ମଧ୍ୟ କରିଥାଏ ।
* ଇନ୍‍ସୋମ୍ନିଆକ୍ ଇଭେଣ୍ଟ୍‍ସ୍ଦ୍ବାରାଇଭେଣ୍ଟ୍‍ସ୍ଦ୍ୱାରା ଉତ୍ତର କାଲିଫର୍ଣ୍ଣିଆରେ ଆୟୋଜିତ ଆଉ ଏକ ବୈଦୁତିକ ସଙ୍ଗୀତ ଉତ୍ସବ ହେଉଛି ବେୟଣ୍ଡ ୱାଣ୍ଡର୍‍ଲ୍ୟାଣ୍ଡ ।
* '''ଡ୍ରିମ୍‍ଷ୍ଟେଟ୍''' ନାମକ ଟ୍ରାନ୍‍ସ୍ ସଙ୍ଗୀତ ଉତ୍ସବ ୨୦୧୫ ମସିହା ନଭେମ୍ବର୍ ୨୭-୨୮ ତାରିଖରେ କାଲିଫର୍ଣ୍ଣିଆର ସାନ୍ ବର୍ଣ୍ଣାର୍ଡିନୋରେ ଅନୁଷ୍ଠିତ ହୋଇଥିଲା । ଇନ୍‍ସୋମ୍ନିଆକ୍ ଇଭେଣ୍ଟ୍‍ସ୍ ଏହାର ଆୟୋଜକ ଥିଲା ।
* ଶ୍ରମ ଦିବସ ଛୁଟିରେ ନ୍ୟୁୟର୍କ ନଗରର ରାଣ୍ଡାଲ୍ ଆଇଲାଣ୍ଡ୍ ପାର୍କରେ '''ଇଲେକ୍ଟ୍ରିକ୍ ଜୁ ଫେଷ୍ଟିଭାଲ୍''' ନାମକ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୁଏ ।
୧୪୭ କ ଧାଡ଼ି:
 
==== ଅଷ୍ଟ୍ରେଲିଆ ====
* '''ଡୁଫ୍''' – ଏହା ମୁକ୍ତାକାଶ ତଳେ ହେଉଥିବା ଏକ ସମାରୋହ । ସାଧାରଣତଃ ସହର ବାହାରର ବୁଦାଳିଆ ପଡ଼ିଆ, ଜଙ୍ଗଲ ବା ଗାଁ ନିକଟରେ ଏପରି ଉତ୍ସବର ଆୟୋଜନ କରାଯାଏ । ଡୁଫ୍ ଉତ୍ସବରେ ବୈଦୁତିକ ସଙ୍ଗୀତର ଅନେକ ଶୈଳୀ ଯଥା ଗୋଆ ଟ୍ରାନ୍‍ସ୍, ଟେକ୍‍ନୋ, ଡ୍ରମ୍ ଆଣ୍ଡ୍ ବେସ୍, ସାଇକାଡେଲିକ୍ ଟ୍ରାନ୍‍ସ୍ ଡିଜେମାନଙ୍କଦ୍ବାରାଡିଜେମାନଙ୍କଦ୍ୱାରା ପ୍ରଦର୍ଶିତ ହୁଏ ।
 
* '''ଡେଫ୍‍କନ୍ ଡଟ୍ ୱାନ୍''' ଉତ୍ସବ – ଏହି ସଙ୍ଗୀତୋତ୍ସବରେ ମୁଖ୍ୟତଃ ହାର୍ଡ୍କୋର୍ ଟେକ୍‍ନୋ, ହାର୍ଡ୍ ହାଉସ୍ ଓ ହାର୍ଡ୍ ଟ୍ରାନ୍‍ସ୍ ଶୈଳୀ ଅନୁସରଣ କରାଯାଏ । ୨୦୦୯ ମସିହା ସେପ୍ଟେମ୍ବରରୁ ଏହି ଉତ୍ସବ ସିଡ୍‍ନିରେ ଆୟୋଜିତ ହୋଇଆସୁଛି ।
୧୫୩ କ ଧାଡ଼ି:
* '''ଷ୍ଟିରିଓସୋନିକ୍''' - ଏହା ଓସେନିଆର ସର୍ବବୃହତ୍ ସଙ୍ଗୀତ ସମାରୋହ । ୨୦୧୩ ମସିହାରେ ଏହି ଉତ୍ସବ ଦୁଇ ଦିନ ଧରି ଚାଲିଥିଲା । ଏହି ଉତ୍ସବରେ କେବଳ ଟ୍ରାନ୍‍ସ୍ ଗୀତ ପ୍ରଦର୍ଶିତ ହୁଏ । ଏବୋଭ୍ ଆଣ୍ଡ୍ ବେୟୋଣ୍ଡ୍, ଆର୍ମିନ୍ ଭାନ୍ ବ୍ୟୁରେନ୍‍ଙ୍କ ପରି ଖ୍ୟାତନାମା ଡିଜେ ଏହି ଉତ୍ସବରେ ଟ୍ରାନ୍‍ସ୍ ସଙ୍ଗୀତ ପରିବେଷଣ କରନ୍ତି ।
===ଦକ୍ଷିଣ ଆମେରିକା===
କ୍ରମଶଃ ଦକ୍ଷିଣ ଆମେରିକାରେ ଟ୍ରାନ୍‍ସ୍ ସଙ୍ଗୀତ ଲୋକପ୍ରିୟ ହେବାରେ ଲାଗିଛି । ଦକ୍ଷିଣ ଆମେରିକାର ସବୁଠାରୁ ମହତ୍ତ୍ବପୂର୍ଣ୍ଣମହତ୍ତ୍ୱପୂର୍ଣ୍ଣ ଟ୍ରାନ୍‍ସ୍ ଉତ୍ସବ ହେଉଛି “'''ୟୁନିଭର୍ସୋ ପାରାଲେଲୋ'''” । ବ୍ରାଜିଲ୍ ଦେଶରେ ସାଇ-ଟ୍ରାନ୍‍ସ୍ ଖୁବ୍ ଲୋକପ୍ରିୟ ଥିଲା । ୨୦୦୦ ଦଶନ୍ଧିରେ '''xxxperience''' ଉତ୍ସବ କିଛି ବର୍ଷ ପାଇଁ ଖୁବ୍ ଲୋକପ୍ରିୟ ଥିଲା ।
 
==== ବ୍ରାଜିଲ୍ ====