"ଗୋଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୬୯ କ ଧାଡ଼ି:
}}
'ଗୋଆ' [[ଭାରତ]]ର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ ଏକ [[ଭାରତର ରାଜ୍ୟ|ରାଜ୍ୟ]] । କ୍ଷେତ୍ରଫଳ ହିସାବରେ ଏହା [[ଭାରତ]]ର କ୍ଷୁଦ୍ରତମ ତଥା ଜନସଂଖ୍ୟା ହିସାବରେ ଏହା [[ଭାରତ]]ର ଚତୁର୍ଥ କ୍ଷୁଦ୍ର [[ଭାରତର ରାଜ୍ୟ|ରାଜ୍ୟ]] । ଆରବ ସାଗର କୁଳରେ ଥିବା ଏହି [[ଭାରତର ରାଜ୍ୟ|ରାଜ୍ୟ]]କୁ ଉତ୍ତରଦିଗରେ [[ମହାରାଷ୍ଟ୍ର]], ପୂର୍ବ ଓ ଦକ୍ଷିଣ ଦିଗରେ [[କର୍ଣ୍ଣାଟକ]] ଘେରି ରହିଛି । ଗୋଆ ଭାରତର ସବୁଠାରୁ ଧନୀ [[ଭାରତର ରାଜ୍ୟ|ରାଜ୍ୟ]] । ଏହାର ମୋଟ ଘରୋଇ ଉତ୍ପାଦ (ଜି. ଡ଼ି. ପି.) ଦେଶର ଜି. ଡ଼ି. ପି.ର ଅଢେଇଗୁଣ ଅଧିକ। । ୧୧ଶ ବିତ୍ତ କମିଶନ ଗୋଆକୁ ଭିତ୍ତିଭୂମି ପାଇଁ ସବୁଠୁ ଭଲ [[ଭାରତର ରାଜ୍ୟ|ରାଜ୍ୟ]] ଭାବେ ଗଣନା କରିଛନ୍ତି । [[ପାଣାଜୀ|ପାନାଜି ବା ପାଞ୍ଜିମ]] ଗୋଆର ରାଜଧାନୀ ଆଟେ । ପ୍ରାୟ ୪୫୦ବର୍ଷ ଧରି ଗୋଆ ପର୍ତ୍ତୁଗୀଜ କଲୋନୀ ରହି ଆସିଥିଲା । ୧୯୬୧ ମସିହାରେ ଏହା [[ଭାରତ]]ବର୍ଷ ସାଙ୍ଗରେ ଯୋଗ କରାଗଲା । ଗୋଆ ରାଜ୍ୟ ଏହାର ବେଳାଭୂମି, ବିଶ୍ବବିଖ୍ୟାତବିଶ୍ୱବିଖ୍ୟାତ ଗୀର୍ଜାଘର, ଭରପୁର ଖଣିଜ ପଦାର୍ଥ ଓ ସବୁଜ ପଶ୍ଚିମଘାଟ ପର୍ବତ ମାଳା ପାଇଁ ପ୍ରସିଦ୍ଧ ଅଟେ ।
== ଭୂଗୋଳ ==
== ଇତିହାସ ==
"https://or.wikipedia.org/wiki/ଗୋଆ"ରୁ ଅଣାଯାଇଅଛି