'''{{PAGENAME}}''' ହେଉଛି ଏକ [[ରାସାୟନିକ ମୌଳିକ]] ଯାହାର ପ୍ରତୀକ <big>Ca</big> ଓ [[ପରମାଣୁ କ୍ରମାଙ୍କ]] ୨୦ ଅଟେ । ଏହା ଭୂପୃଷ୍ଠର ପଞ୍ଚମ ସର୍ବାଧିକ ଉପଲବ୍ଧ ମୌଳିକ ଓ ଏକ ନରମ ଆଲ୍କାଲାଇନ୍ ଧାତୁ ଅଟେ । ସମୁଦ୍ର ଜଳରେ ଏହା ଦ୍ରବିଭୁତ ହେଉଥିବା ପଞ୍ଚମ ଆୟନ<ref>{{Cite book|title=Handbook of method for the analysis of the various parameters of the carbon dioxide system in sea water, version 2|author= Dickson, A. G. and Goyet, C. |publisher =ORNL/CDIAC-74|year=1994|url=http://cdiac.esd.ornl.gov/ftp/cdiac74/chapter5.pdf| chapter=5}}</ref> ।