"କୃପାସିନ୍ଧୁ ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୨୨ କ ଧାଡ଼ି:
| citizenship =
| education = ସ୍ନାତକ (ଆଇନ)<br/>ସ୍ନାତକୋତ୍ତର (ଦର୍ଶନ ଶାସ୍ତ୍ର)
| alma_mater = [[ରେଭେନ୍‌ସା କଲିଜିଏଟ ସ୍କୁଲ]], <br/>[[ରେଭେନ୍ସା ମହାବିଦ୍ୟାଳୟ]], <br/> କଲିକତା ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ
| occupation = ଅଧ୍ୟାପନା
| years_active =
୪୫ କ ଧାଡ଼ି:
}}
 
'''କୃପାସିନ୍ଧୁ ମିଶ୍ର''', (୨୭ ଜୁନ ୧୮୮୭ - ୧୨ ଫେବୃଆରୀ ୧୯୨୬) ସତ୍ୟବାଦୀ ଯୁଗର ଜଣେ ଓଡ଼ିଆ ସାହିତ୍ୟିକ, ଐତିହାସିକ,<ref name="Behera2002">{{cite book|author=Subhakanta Behera|title=Construction of an identity discourse: Oriya literature and the Jagannath cult (1866-1936)|url=http://books.google.com/books?id=hbVjAAAAMAAJ|year=2002|publisher=Munshiram Manoharlal Publishers}}</ref> ଓ ସମାଜସେବୀ ଥିଲେ ।<ref name="Datta1988">{{cite book|author=Amaresh Datta|title=Encyclopaedia of Indian Literature|url=http://books.google.com/books?id=zB4n3MVozbUC&pg=PA1229|year=1988|publisher=Sahitya Akademi|isbn=978-81-260-1194-0|pages=1229–}}</ref> "ମଣିଷ ତିଆରି କାରଖାନା" ଭାବରେ ପରିଚିତ [[ସତ୍ୟବାଦୀ ବନ ବିଦ୍ୟାଳୟ]]ରେ ଶିକ୍ଷକତା ଓ ପ୍ରଧାନ ଶିକ୍ଷକତ୍ବଶିକ୍ଷକତ୍ୱ ତାଙ୍କର ଅନ୍ୟ ପରିଚୟ ।<ref>http://odisha.gov.in/e-magazine/Orissareview/jan2004/englishpdf/chapter5.pdf</ref>
 
== ବାଲ୍ୟଜୀବନ ଓ ଶିକ୍ଷା ==
କୃପାସିନ୍ଧୁ, ୧୮୮୭ ମସିହା ଜୁନ ୨୭ ତାରିଖ <!-- ଆଷାଢ଼ ଶୁକ୍ଳ ଗଜଷଷ୍ଠୀ ତିଥିରେ --> ଦିନ<ref>{{cite web|url=http://sambadepaper.com/epapermain.aspx?edcode=10&eddate=6/27/2016%2012:00:00%20AM&querypage=4#|title=ପଣ୍ଡିତ କୃପାସିନ୍ଧୁ ମିଶ୍ର|publisher=ସମ୍ବାଦ|accessdate=28 June 2016}}</ref> ପୁରୀ ଜିଲ୍ଲାର ସାକ୍ଷୀଗୋପାଳ ବ୍ଳକସ୍ଥିତ ବୀରହରେକୃଷ୍ଣପୁର ଗ୍ରାମର ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ହରିହର ଓ କୃଷ୍ଣଚନ୍ଦ୍ର ତାଙ୍କର ଅନ୍ୟ ଦୁଇ ଭାଇଥିଲେ । ବାଲ୍ୟକାଳରୁ ତାଙ୍କର ପିତାଙ୍କର ଦେହାନ୍ତ ଘଟିଥିଲା ଓ ସେ ନିଜ ମାଉସୀ ଘରକୁ ପୋଷ୍ୟପୁତ୍ର ହୋଇଯାଇଥିଲେ । ତାଙ୍କ ନିଜ ସାଙ୍ଗିଆ "ଦାଶ" ଥିଲା ଓ ପୋଷ୍ୟପୁତ୍ର ହୋଇଆସିବା ପରେ ତାହା "ମିଶ୍ର"କୁ ପରିବର୍ତ୍ତିତ ହୋଇଥିଲା । ନିଜ ମାଉସୀଙ୍କଦ୍ବାରାମାଉସୀଙ୍କଦ୍ୱାରା ଉପେକ୍ଷିତ ହୋଇ, ସେ କ୍ରମେ ନିଜ ମାମୁଁ ଘରେ ଆଶ୍ରା ପାଇଥିଲେ । ମାମୁଁ ଘର ଅତ୍ୟନ୍ତ ସ୍ବଚ୍ଛଳସ୍ୱଚ୍ଛଳ ନଥିଲେ ମଧ୍ୟ, କୃପାସିନ୍ଧୁଙ୍କ ଶିକ୍ଷାଦିକ୍ଷାରେ କିଛି ଅଭାବ କରିନଥିଲେ । କୃପାସିନ୍ଧୁ ଗାଁ ସ୍କୁଲରୁ ଉତ୍ତୀନ୍ନ ହୋଇ [[ପୁରୀ ଜିଲ୍ଲା ସ୍କୁଲ]]ରେ ନାମ ଲେଖାଇଥିଲେ । ସେଠାରେ ପ୍ରଧାନ ଶିକ୍ଷକ ଦଣ୍ଡ ସ୍ବରୂପସ୍ୱରୂପ କୃପାସିନ୍ଧୁଙ୍କୁ ଗୋଟିଏ ଦିନ ସମଗ୍ର ସ୍କୁଲ ସମୟ ବେଞ୍ଚରେ ଠିଆ କରେଇ ଦେଇଥିଲେ । ଏହାଦ୍ବାରାଏହାଦ୍ୱାରା ବାଳକ କୃପାସିନ୍ଧୁଙ୍କ ଗୋଡ଼କୁ ରକ୍ତଗଡ଼ି, ସେ ବାତଜ୍ବରରେବାତଜ୍ୱରରେ ଆକ୍ରାନ୍ତ ହୋଇ, ସମଗ୍ର ଜୀବନକାଳ ଏହି ରୋଗ ଭୋଗିଥିଲେ ଓ ଗୋଡ଼ରେ ସବୁ ସମୟରେ ତାଙ୍କୁ ଏକ ପଟି ବାନ୍ଧି ରଖିବାକୁ ପଡ଼ିଥିଲା । ଏହି ଘଟଣା ପରେ, କୃପାସିନ୍ଧୁ ପୁରୀ ଜିଲ୍ଲା ସ୍କୁଲରୁ ନିଜ ନାମ କଟେଇ, କଟକର [[ରେଭେନ୍‌ସା କଲିଜିଏଟ ସ୍କୁଲ]]ରେ ନାମ ଲେଖାଇଲେ । ଏହା ତାଙ୍କ ଜୀବନର ଗତିପଥକରେ କିଛି ପରିବର୍ତ୍ତନ ଆଣିଦେଲା । ଆତ୍ମନିର୍ଭରଶୀଳ ହେବା ପାଇଁ, ସେ ଟିଉସନ କରୁଥିଲେ । ଏଣ୍ଟ୍ରାନ୍ସ ପରୀକ୍ଷାରେ ପାସ କରି, ସେ ୧୫ଟଙ୍କା ବୃତ୍ତି ପାଉଥିଲେ । ପରବର୍ତ୍ତୀ ସମୟରେ ସେ [[ରେଭେନ୍ସା ମହାବିଦ୍ୟାଳୟ]]ରୁ ଏଫ.ଏ ଓ ବି.ଏ ପାସ କରିଥିଲେ । ୧୯୧୪ ମସିହାରେ ସେ [[କଲିକତା ବିଶ୍ବବିଦ୍ୟାଳୟବିଶ୍ୱବିଦ୍ୟାଳୟ]]ରୁ ଦର୍ଶନ ଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ ।<ref name="Roy1996">{{cite book|author=Girish Chandra Roy|title=Socio-cultural Consequences of Colonial Mode of Education in Orissa|url=http://books.google.com/books?id=UZHkAAAAMAAJ|year=1996|publisher=Ratneswar Publication}}</ref>
 
==ସତ୍ୟବାଦୀ ବନ ବିଦ୍ୟାଳୟ==
[[ଗୋପବନ୍ଧୁ ଦାସ]]ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ, କୃପାସିନ୍ଧୁ ୧୯୧୪ ମସିହାରେ ସତ୍ୟବାଦୀ ବନ ବିଦ୍ୟାଳୟରେ ଜଣେ ସହକାରୀ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ । ତାଙ୍କ ଯୋଗଦେବା ବେଳକୁ [[ନୀଳକଣ୍ଠ ଦାସ| ପଣ୍ଡିତ ନୀଳକଣ୍ଠ ଦାସ]] ଓ [[ଗୋଦାବରୀଶ ମହାପାତ୍ର| ପଣ୍ଡିତ ଗୋଦାବରୀଶ ମହାପାତ୍ର]] ସେଠାରେ ଯୋଗ ଦେଇ ସାରିଥାନ୍ତି । ଏମାନଙ୍କଦ୍ବାରାଏମାନଙ୍କଦ୍ୱାରା କୃପାସିନ୍ଧୁ ଗଭିର ଭାବରେ ପ୍ରଭାବିତ ହୋଇଥିଲେ । ପଢ଼ିବା ଓ ପଢ଼େଇବାରେ କୃପାସିନ୍ଧୁଙ୍କର ଆନନ୍ଦ ଥିଲା । ତାଙ୍କର [[ସଂସ୍କୃତ ଭାଷା |ସଂସ୍କୃତ]], [[ଓଡ଼ିଆ ଭାଷା|ଓଡ଼ିଆ]] ଓ [[ଇଂରାଜୀ ଭାଷା]]ରେ ଅଗାଧ ପାଣ୍ଡିତ୍ୟ ଥିଲା ଓ ସେ ଅନର୍ଗଳ ବକ୍ତୃତା ଦେଇ ପାରୁଥିଲେ । ସର୍ବଦା ଧୋତି କୂର୍ତ୍ତା ପରିଧାନ କରିଥିବା କୃପାସିନ୍ଧୁଙ୍କର ନିରାଡ଼ମ୍ବର ଜୀବନଶୈଳୀ ଓ ସରଳ ବ୍ୟକ୍ତିତ୍ବବ୍ୟକ୍ତିତ୍ୱ ଛାତ୍ରମାନଙ୍କୁ ପ୍ରଭାବିତ କରୁଥିଲା ।<ref name="Mohanty2011">{{cite book|author=Ashok K. Mohanty|title=My Life, My Work|url=http://books.google.com/books?id=6oF1W6N7sg0C&pg=PA39|date=15 February 2011|publisher=Allied Publishers|isbn=978-81-8424-640-7|pages=39–}}</ref> ଛାତ୍ରମାନଙ୍କ ମନରେ ଦେଶପ୍ରେମ ଓ ସେବାମୂଳକ ମନୋଭାବ ଜାଗ୍ରତ କରାଇବା ପାଇଁ ସେ ଥିଲେ ଯତ୍ନଶୀଳ । ୧୯୨୦ମସିହାରେ ସେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ବଦାୟିତ୍ୱ ଗ୍ରହଣ କରିଥି ମୃତ୍ୟୁପର୍ଯ୍ୟନ୍ତ ଏହି ଦାୟିତ୍ବଦାୟିତ୍ୱ ତୁଲାଇଥିଲେ ।
ବ୍ୟାସକବି [[ଫକୀର ମୋହନ ସେନାପତି]], ସତ୍ୟବାଦୀ ବନ ବିଦ୍ୟାଳୟ ପରିଭ୍ରମଣରେ ଆସି 'ଉତ୍କଳ ଭ୍ରମଣ'ରେ ଲେଖିଥିଲେ :
{{Rquote|centre|କୃପାମୟ କୃପାସିନ୍ଧୁ ଜନହିତକର,</br>କାର୍ଯ୍ୟସାଧନରେ ଅବତୀର୍ଣ୍ଣ ଧରାଧାମେ,</br>ସମବେତ ସେମାନେ ତ ସତ୍ୟବାଦୀ ଗ୍ରାମେ,</br>ଜ୍ଞାନରାଶି, ପବିତ୍ରତା, ଉଭୟ ତ ଠୁଳ</br>ଉଦ୍ଧରିବେ ଭଗୀରଥ ସମାନରେ କୂଳ ।}}
୭୧ କ ଧାଡ଼ି:
* ହିନ୍ଦୁର ସମାଜ ବିଧାନ
{{div col end}}
୧୯୨୬ ମସିହା ଫେବୃଆରୀ ୧୨ତାରିଖରେ, ୩୮ବର୍ଷ ବୟସରେ ତାଙ୍କର ତିରୋଧାନ ଘଟିଥିଲା । ତାଙ୍କ ମୃତ୍ୟୁରେ ମର୍ମାହତ ହୋଇ ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ : ''ଉତ୍କଳର ଶିକ୍ଷକ ସମାଜରୁ ଗୋଟିଏ ଉଜ୍ଜ୍ବଳଉଜ୍ଜ୍ୱଳ ନକ୍ଷତ୍ର ଖସି ପଡିଲା ।''<ref>ପ୍ରମେୟ ରବିବାର ୧୭-୨୩ ମେ ପୃଷ୍ଠା ୬ରେ ପ୍ରକାଶିତ ପ୍ରବନ୍ଧ "ତପସ୍ବୀତପସ୍ୱୀ ସାଧକ : ପଣ୍ଡିତ କୃପାସିନ୍ଧୁ"</ref>
 
== ଆଧାର ==
୮୨ କ ଧାଡ଼ି:
[[ଶ୍ରେଣୀ:ପୁରୀ ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଆ ଲେଖକ]]
[[ଶ୍ରେଣୀ:ଓଡ଼ିଶାର ସ୍ବାଧୀନତାସ୍ୱାଧୀନତା ସଂଗ୍ରାମୀ]]