"କବି ପ୍ରସାଦ ମିଶ୍ର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
ଟିକେ ବ/ୱ ଫଳା ବଦଳ |
||
୩୦ କ ଧାଡ଼ି:
==ବାଲ୍ୟ ଜୀବନ ଓ ଶିକ୍ଷା==
ଡା. କବି ପ୍ରସାଦ ୧୯୩୮ ମସିହାର ରାକ୍ଷୀ ପୂର୍ଣ୍ଣିମା ତିଥିରେ କଟକର କାଜୀବଜାରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ପଣ୍ଡିତ ପୂର୍ଣଚନ୍ଦ୍ର ମିଶ୍ର ଓ ମାତାଙ୍କ ନାମ ଭବାନୀ ଦେବୀ । ଅବସର ପ୍ରାପ୍ତ ପ୍ରଶାସକ ତଥା ଜଗନ୍ନାଥ ସଂସ୍କୃତିର ପ୍ରଚାରକ ରବୀନ୍ଦ୍ର ନାରାୟଣ ଓ ନାଲକୋର ବରିଷ୍ଠ ଅଧିକାରୀ ଦେବୀପ୍ରସାଦ ତାଙ୍କର ଅନ୍ୟ ଦୁଇ ଭ୍ରାତା ଅଟନ୍ତି । ସେ କଟକର ରେଭେନ୍ସା କଲିଜିଏଟ ସ୍କୁଲ, ରେଭେନ୍ସା ମହାବିଦ୍ୟାଳୟରୁ ଶିକ୍ଷାଗ୍ରହଣ କରି ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ [[ଚଣ୍ଡୀଗଡ଼]]ରୁ ଭେଷଜ ବିଜ୍ଞାନରେ ଉଚ୍ଚଶିକ୍ଷା ଲାଭକରିଥିଲେ ।
==ସାମାଜିକ ଓ ବୃତିଗତ ଜୀବନ==
୪୫ କ ଧାଡ଼ି:
== ପୁରସ୍କାର ଓ ସମ୍ମାନ ==
* [[ବ୍ରହ୍ମପୁର
== ଆଧାର ==
|