"ଅପସ୍ମାର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
ଟିକେ ବ/ୱ ଫଳା ବଦଳ |

୨୮ କ ଧାଡ଼ି:
[[ଫାଇଲ:Bittentongue.JPG|thumb|ଜଣେ ବ୍ୟକ୍ତି ବାତ ମାରିବା ସମୟରେ ଜିଭ କାମୁଡି ପକେଇଛି ।]]
ଅପସ୍ମାର ରୋଗରେ ଦୀର୍ଘସ୍ଥାୟୀ ଓ ବାରମ୍ବାର ବାତ ମାରିବା ଆଶଙ୍କା ଥାଏ<ref name=Adult2006>{{cite journal|last=Duncan|first=JS|coauthors=Sander, JW, Sisodiya, SM, Walker, MC|title=Adult epilepsy.|journal=Lancet|date=2006 Apr 1|volume=367|issue=9516|pages=1087–100|pmid=16581409|url=http://www.acutemed.co.uk/docs/Epilepsy,%20Lancet%204-06.pdf|doi=10.1016/S0140-6736(06)68477-8}}</ref> । ବାତ ମରା ବିଭିନ୍ନ କିସମର ହୁଏ <ref name=Adult2006/>।

ବାତ (Seizure/ Fits) ମାରିବା ସମୟରେ ଜିଭ ଅଗ ବା ଜିଭର ଦୁଇ
== କାରଣ ==
ଅପସ୍ମାର ବାତ ରୋଗ ନିର୍ଣ୍ଣୟ ନିମନ୍ତେ କୌଣସି ନିର୍ଣ୍ଣାୟାତ୍ମକ କାରଣ ନ ଥାଇ [[ବାତ]] ମାରିବା ଆବଶ୍ୟକ । ତଥାପି କେତେକ କ୍ଷେତ୍ରରେ କେତେକ ନିର୍ଦ୍ଦିଷ୍ଟ ଉତ୍ତେଜକ(Trigger) ଯୋଗୁ ବାତ(Fits/ Seizure) ମାରେ ଯେଉଁମାନଙ୍କୁ
ଅପସ୍ମାର ବାତ ବିଭିନ୍ନ ବୟସରେ ବିଭିନ୍ନ କାରଣ ଯୋଗୁ ହୁଏ । ନିମ୍ନରେ ସେହି କାରଣ ଗୁଡିକ ପ୍ରଦତ୍ତ ହେଲା ।

* ନବଜାତ ଓ ପ୍ରାକ୍ ଶୈଶବରେ- ହାଇପୋକ୍ସିକ୍ ଇସ୍କେମିକ୍ ଏନକେଫାଲୋପାଥି, କେନ୍ଦ୍ରୀୟ ସ୍ନାୟୁ ବିଭାଗର ସଂକ୍ରମଣ, ଆଘାତ, କେନ୍ଦ୍ରୀୟ ସ୍ନାୟୁ ବିଭାଗର ଜନ୍ମଗତ ତ୍ରୁଟି ଓ ମେଟାବୋଲିକ ବେମାରୀ ।

* ଶୈଶବ ଅବସ୍ଥାରେ -
* ପିଲାମାନଙ୍କର ପ୍ରକୃତ ଏପିଲେପ୍ସି ହୁଏ ।

* କିଶୋର ଓ ଯୁବାବସ୍ଥାରେ ସଂକ୍ରମଣ ଯୋଗୁ ହୁଏ । ଆବେଗ(Emotional stress), ମସ୍ତିଷ୍କ ଅର୍ବୁଦ ବା ଟ୍ୟୁମର , ଆଲକହଲ ଓ ଡ୍ରଗ ।

* ଉତ୍ତୀର୍ଣ୍ଣ ଯୁବାବସ୍ଥାରେ ସେରେବ୍ରୋଭାସ୍କୁଲାର ରୋଗ ଯୋଗୁ ବାତ ମାରିବା ଅତି ସାଧାରଣ । ଏହା ଛଡା ଅର୍ବୁଦ, ଆଘାତ ଓ ଡିମେନ୍ସିଆ<ref>Harrison's Principles of Medicine. 15th edition</ref> ଯୋଗୁ ମଧ୍ୟ ଏପିଲେପ୍ସି ହୁଏ ।

କେତେକ ଶରୀର ତ୍ରୁଟି ଯୋଗ ମଧ୍ୟ ଏହି ରୋଗ ହୁଏ । [[ରକ୍ତ-ମସ୍ତିଷ୍କ ବାଧା]]ର (Blood brain barrier) ତ୍ରୁଟି ଥିଲେ ତୀବ୍ର ଓ ସ୍ଥାୟୀ ବାତ ମାରେ<ref name="ObyJanigro2006">{{cite journal|last1=Oby|first1=Emily|last2=Janigro|first2=Damir|title=The Blood–Brain Barrier and Epilepsy|journal=Epilepsia|volume=47|issue=11|year=2006|pages=1761–1774|issn=0013-9580|doi=10.1111/j.1528-1167.2006.00817.x|url=http://onlinelibrary.wiley.com/doi/10.1111/j.1528-1167.2006.00817.x/pdf|format=PDF|pmid=17116015}}</ref><ref>{{cite journal | author = Marchi N. ''et al.'' | year = | title = Seizure-Promoting Effect of blood–brain Barrier Disruption | url = | journal = Epilepsia | volume = 48 | issue = 4| pages = 732–742 }}</ref><ref>{{cite journal | author = Seiffert E. ''et al.'' | year = | title = Lasting blood–brain barrier disruption induces epileptic focus in the rat somatosensory cortex | url = | journal = J. Neurosci | volume = 24 | issue = | pages = 7829–7836 }}</ref><ref>Uva,L. ''et al.'' Acute induction of epileptiform discharges by pilocarpine in the ''in vitro'' isolated guinea-pig brain requires enhancement of blood–brain barrier permeability. Neuroscience</ref><ref>{{cite journal | author = van Vliet E.A. ''et al.'' | year = | title = blood–brain barrier leakage may lead to progression of temporal lobe epilepsy | url = | journal = Brain | volume = 130 | issue = | pages = 521–534 }}</ref> । ଆଲବୁମିନ ଓ ଆସ୍ଟ୍ରୋସାଇଟ

କେତେକ ଧରଣର ଅପସ୍ମାର ବାତ ଜିନ୍ ମ୍ୟୁଟେସନ ଯୋଗୁ ହେଉଥିବା ଜଣାଯାଏ । କେତେକ ଜିନ୍ରେ ଭୋଲ୍ଟେଜ୍ ଗେଟେଡ୍ ଓ ଲିଗଣ୍ଡ ଗେଟେଡ୍ ଚାନେଲର ପ୍ରୋଟିନ୍ ସବ ୟୁନିଟ କୋଡ୍ ପରିବର୍ତ୍ତନ ଯୋଗୁ ଜେନେରାଲାଇଜ୍ଡ୍ ଏପିଲେପ୍ସି ଓ ଇନଫଣ୍ଟାଇଲ୍ ସିଜର ସିଣ୍ଡ୍ରୋମ୍ ରୋଗ ହୁଏ<ref name="JClinInvestigation2005-Miriam">{{cite journal | author=Miriam H. Meisler and Jennifer A. Kearney | title=Sodium channel mutations in epilepsy and other neurological disorders | journal=Journal of Clinical Investigation | volume=115 | issue=8 | year=2005 | pages=2010–2017 | pmid=16075041 | doi=10.1172/JCI25466 | pmc=1180547}}</ref> ।

ବଂଶାନୁକ୍ରମିକ ଏପିଲେପ୍ସିରେ ସୋଡିୟମ ଚ୍ୟାନେଲ ପ୍ରୋଟିନ୍ କୋଡ୍ ତୃଟି ଜିନରେ ଦେଖାଯାଏ, ତେଣୁ ସୋଡିୟମ ଚ୍ୟାନେଲ ଖୋଲା ରହି ସ୍ନାୟୁ ସର୍ବଦା ଉତ୍ତେଜିତ ହୋଇ ରହେ । ନିଉରନ୍ରୁ ଗ୍ଲୁଟାମେଟ ଅଧିକ କ୍ଷରଣ ହୁଏ । ଏହା ଗ୍ଲୁଟାମ୍ୟାଟର୍ଜିକ୍ ନିଉରନ୍ ସହ ସଂଯୁକ୍ତ ହୋଇ ଅତ୍ୟଧିକ କ୍ୟଲସିୟମ କ୍ଷରଣ କରାଏ ଯାହା ନିଉରନ୍ ପ୍ରତି ନିଉରୋଟକ୍ସିକ୍ ହୁଏ । ହିପୋକ୍ୟାମ୍ପସରେ ଏହି ଭଳି ଗ୍ଲୁଟାମ୍ୟାଟର୍ଜିକ୍ ନିଉରନ ଅଧିକ ଥାଏ । ଅନ୍ୟ ବିଚାର ଅନୁସାରେ ଜିନ୍ ମ୍ୟୁଟେସନ ହୋଇ ତ୍ରୁଟିଯୁକ୍ତ ଗାବା କ୍ରିୟା ହୁଏ ।

୯୪ କ ଧାଡ଼ି:
* ଉଏସ୍ଟ ସିନ୍ଡ୍ରୋମ ।

== ଚିକିତ୍ସା ==
ସଠିକ ଚିକିତ୍ସା ଆରମ୍ଭ କରିବା ପୂର୍ବରୁ କେଉଁ ପ୍ରକାରର ଏପିଲେପ୍ସି ହେଉଛି ତାହା ଜାଣିବା ନିତାନ୍ତ ଆବଶ୍ୟକ <ref name="pmid16382763">{{cite journal |author=Trost LF, Wender RC, Suter CC, Von Worley AM, Brixner DI, Rosenberg JH, Gunter MJ |title=Management of epilepsy in adults. Treatment guidelines |journal=Postgraduate Medicine |volume=118 |issue=6 |pages=29–33 |year=2005 |month=December |pmid=16382763 |doi= |url=http://www.postgradmed.com/index.php?art=pgm_12_2005?article=1769}}</ref>। ଏହି ରୋଗୀମାନଙ୍କୁ ସାଧାରଣ ମେଡିସିନ ଚିକିତ୍ସକ, ସ୍ନାୟୁ ବିଶେଷଜ୍ଞ ଓ ସ୍ନାୟୁ ଶଲ୍ୟ ବିଶାରଦମାନେ ଚିକିତ୍ସା କରନ୍ତି ।
=== ଔଷଧ ===
ଔଷଧ ଏହାର ମୂଖ୍ୟ ଚିକିତ୍ସା । ଏହି ଔଷଧ ଗୁଡିକୁ ଆଣ୍ଟିକନ୍ଭଲସାଣ୍ଟ କୁହାଯାଏ । ଅନେକ ସମୟରେ ଆଣ୍ଟିକନ୍ଭଲସାଣ୍ଟ ସାରା ଜୀବନ ଖାଇବାକୁ ପଡେ ଓ ଏହା ଜୀବନ ଧାରା ଉପରେ ପ୍ରଭାବ ପକାଏ । ବିଭିନ୍ନ ଆଣ୍ଟିକନ୍ଭଲସାଣ୍ଟର କର୍ମ ବିଧି, ଉପକାର ଓ ବିଷାକ୍ତ ପ୍ରଭାବ ଅଲଗା ଅଲଗା ହୁଏ ।

==== ଉପଲବ୍ଧ ====
ଆମେରିକାରେ ୨୦ଟି ଔଷଧ ବ୍ୟବହାର ନିମନ୍ତେ
==== କାର୍ଯ୍ୟଦକ୍ଷତା ====
ବ୍ୟବହାର ହେଉଥିବା ଔଷଧ ଅନ୍ତତଃ ୫୦ % ରୋଗୀଙ୍କର ବାତ ୫୦ % ଉପଶମ ହେଲେ ତାହାକୁ କାର୍ଯ୍ୟଦକ୍ଷ(Effective) କୁହାଯିବ । ସର୍ବୋତ୍କ୍ରୁଷ୍ଟ ଆଣ୍ଟିକନ୍ଭଲସାଣ୍ଟ ଚିକିତ୍ସା
==== ସୁରକ୍ଷା ଓ
୮୮ % ରୋଗୀଙ୍କର ଅନ୍ୟୁନ ଗୋଟିଏ
==== ଆଣ୍ଟିକନ୍ଭଲସାଣ୍ଟ ବ୍ୟବହାର ଓ ଚିକିତ୍ସା ====
ଆଣ୍ଟିକନ୍ଭଲସାଣ୍ଟ ପ୍ରେସକ୍ରିପସନ ଦେବାବେଳେ ଚିକିତ୍ସକଙ୍କ ମୂଳ ଲକ୍ଷ ରହେ ଯେପରି ବାତ ଆଦୌ ହେବ ନାହିଁ ଓ ଯଥା ସମ୍ଭବ କମ
ଆଣ୍ଟିଏପିଲେପ୍ଟିକ ଔଷଧ ଖାଉଥିବା ରୋଗୀଙ୍କର [[ସେରମ]] ଏ.ଇ.ଡି (antiepileptic drugs ବା AEDs ) ପରୀକ୍ଷା କରି ଔଷଧ କାମ କରୁଛି କି ନାହିଁ ଜଣାଯାଏ, ଏକାଧିକ ଔଷଧମାନଙ୍କର ପରଷ୍ପର ପ୍ରତିକ୍ରିୟା ଜଣାଯାଏ ଓ ନିଦ୍ରାହୀନତା ବା ଅନ୍ୟ କାରଣମାନ ଔଷଧ ଯୋଗୁ ହେଉଛି କି ନାହିଁ ଜଣାଯାଏ । ଶିଶୁ ଓ କଥା କହି ନ ପାରୁଥିବା ବ୍ୟକ୍ତିମାନେ
ଦୁଇ ବା ତିନି ଔଷଧ ପ୍ରୟୋଗ ପରେ ମଧ୍ୟ କିଛି ଉପକାର ନ ମିଳିଲେ ତାହାକୁ ମେଡିକାଲି ରିଫ୍ରାକ୍ଟରି(medically refractory) କୁହାଯାଏ । ଅନୁଶୀଳନରୁ ଦେଖାଯାଇଛି, ୪୭ % ରୋଗୀଙ୍କର ପ୍ରଥମ
==== ଅପରେଶନ ====
ଔଷଧ ପ୍ରତିରୋଧୀ କେନ୍ଦ୍ରୀଭୁତ ବାତ ନିମନ୍ତେ ଅପରେଶନ ଆବଶ୍ୟକ ହୁଏ<ref>{{cite journal|last=Duncan|first=JS|coauthors=Sander, JW, Sisodiya, SM, Walker, MC|title=Adult epilepsy|journal=Lancet|date=2006 Apr 1|volume=367|issue=9516|pages=1087–100|pmid=16581409|doi=10.1016/S0140-6736(06)68477-8}}</ref> । ସମ୍ପୁର୍ଣ୍ଣ ବାତ ନିୟନ୍ତ୍ରଣ ଅପରେଶନର ମୂଖ୍ୟ ଲକ୍ଷ<ref name="Birbeck2002">{{cite journal | author=Birbeck GL, Hays RD, Cui X, Vickrey BG. | title=Seizure reduction and quality of life improvements in people with epilepsy | journal=Epilepsia | year=2002 | pages=535–538 | volume=43 | doi=10.1046/j.1528-1157.2002.32201.x | pmid=12027916 | issue=5}}</ref> ହେଲେ ମଧ୍ୟ ଔଷଧ ଆବଶ୍ୟକ ହୋଇପାରେ <ref name="Berg2007">{{cite journal | author=Berg AT, Langfitt JT, Spencer SS, Vickrey BG. | title=STOPPING ANTIEPILEPTIC DRUGS AFTER EPILEPSY SURGERY: A SURVEY OF US EPILEPSY CENTER NEUROLOGISTS | journal=Epilepsy Behav | year=2007 | pages=219–222 | volume=10 | doi=10.1016/j.yebeh.2006.12.001 | pmid=17251061 | issue=2 | pmc=1868701}}</ref>।