"ଅନନ୍ୟା ଶ୍ରୀତମ ନନ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଵ ବଦଳରେ ବ as per https://or.wikipedia.org/wiki/topic:Up86qjal0bt4nlce
ଟିକେ ବ/ୱ ଫଳା ବଦଳ
୩୭ କ ଧାଡ଼ି:
 
===ଇଣ୍ଡିଆନ ଆଇଡଲ ସିଜିନ-୨===
ଟିଭି ଚ୍ୟାନେଲ ‘[[ସୋନି ଏଣ୍ଟରଟେନମେଣ୍ଟ]]’ଦ୍ୱାରା ପ୍ରସାରିତ ‘[[ଇଣ୍ଡିଆନ ଆଇଡଲ ଜୁନିୟର]]-୨’ରେ ୨୦୧୫ ମେ’ ୩୦ରୁ ୩ ମାସରୁ ଊଦ୍ଧ୍ୱର୍କାଳ ଧରି ଜାରି ରହିଥିବା ପ୍ରତିଯୋଗିତାରେ ଅନନ୍ୟା ବିଗତ ୨୫ ରାଉଣ୍ଡରେ ବିଭିନ୍ନ କିଶୋର ପ୍ରତିଭାଙ୍କୁ ଅତିକ୍ରମ କରି ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ । ୨୦୧୫ ସେପ୍ଟେମ୍ବର ଗ୍ରାଣ୍ଡ ଫାଇନାଲ (ଚୂଡ଼ାନ୍ତ ପ୍ରତିଯୋଗିତା)କୁ ଉନ୍ନିତ ହୋଇଥିଲେ । ୨୦୧୫ ସେପ୍ଟେମ୍ବର ୪ ତାରିଖରେ ଶେଷ ହୋଇଥିବା ଏସଏମଏସ ଭୋଟିଂରେ ସର୍ବାଧିକ ଭୋଟ ପାଇ ‘ଇଣ୍ଡିଆନ ଆଇଡଲ ଜୁନିୟର-୨’ ଟ୍ରଫି ହାସଲ କରିଥିଲେ । <ref>{{cite web|title=Ananya Sritam Nanda wins 'Indian Idol Junior'|url=http://www.abplive.in/tv/2015/09/06/article706818.ece/Ananya-Sritam-Nanda-wins-Indian-Idol-Junior|publisher=ABP NEWS|accessdate=6 September 2015}}</ref> [[ଋତୁରାଜ ମହାନ୍ତି]]ଙ୍କ ଭଳି ସେହି ବର୍ଷ ରାଜ୍ୟକୁ ଗୌରବାନ୍ୱିତ କରିଥିଲେ । ଗ୍ରାଣ୍ଡ ଫାଇନାଲର ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ଏକମାତ୍ର ବାଳକ ବୈଷ୍ଣବ ଗିରିଶ ([[କେରଳ]]) ଅନ୍ତର ହୋଇଥିବା ବେଳେ ଚୂଡ଼ାନ୍ତ ପର୍ଯ୍ୟାୟରେ ଅନନ୍ୟାଙ୍କ ସହ ଅନ୍ୟ ଦୁଇ ପ୍ରତିଯୋଗୀ ନିତ୍ୟଶ୍ରୀ ଭେଙ୍କଟରମଣନ ([[ତାମିଲନାଡୁ]]) ଓ ନାହିଦ ଆଫ୍ରିନ ([[ଆସାମ]]) ତିବ୍ର ପ୍ରତିଦ୍ବନ୍ଦୀତାପ୍ରତିଦ୍ୱନ୍ଦୀତା କରିଥିଲେ ।<ref>{{cite web|title=Ananya Sritam Nanda from Odisha wins Indian Idol Junior?|url=http://www.odishanewsinsight.com/breakingnews/ananya-sritam-nanda-from-odisha-wins-indian-idol-junior/|publisher=ODISHA NEWS INSIGHT|accessdate=6 September 2015}}</ref> ଅନନ୍ୟା ପ୍ରାରମ୍ଭରୁ ସୁଲଳିତ ସ୍ୱରରେ ‘ସାରିକେ ଫଲ୍ସା’, ‘ରାନୀ ତୁ ମୈ ରାଜା’, ‘ତମାନ ଚେ ପେ ଡିସ୍କୋ’, ‘ସୱର ଲୁଁ’ ଓ ‘ହର କିସିକୋ ନେହିଁ’ ଆଦି ସଂଗୀତ ଉପସ୍ଥିତ ବିଚାରକ ଓ ଦର୍ଶକମାନଙ୍କୁ ବିମୋହିତ କରିଥିଲେ । ଅଭିନେତା [[ଶତ୍ରୁଘ୍ନ ସିହ୍ନା]] ଅନନ୍ୟାଙ୍କୁ ଉତ୍ସାହିତ କରିବାରେ ଲାଗିଥିଲେ । <ref name=ସର୍ବସାଧାରଣ>{{cite web|title=ଅନନ୍ୟ 'ଅନନ୍ୟା'|url=http://sarbasadharana.com/?p=9801#more-9801|accessdate=8 September 2015}}</ref> ଗ୍ରାଣ୍ଡ ଫିନାଲେରେ ତାଙ୍କ କଣ୍ଠରୁ ମୁର୍ଚ୍ଛିତ ବଲିଉଡ଼ ଫିଲ୍ମର ଶାସ୍ତ୍ରୀୟ ଓ ପପ ଗୀତରେ ଫିଲ୍ମ କଳାକାର [[ଅନିଲ କପୁର]], [[ଜନ ଆବ୍ରାହମ]], [[ସୋନାକ୍ଷୀ ସିହ୍ନା]], ସଙ୍ଗୀତ ନିର୍ଦ୍ଧେଶ ସଲିମ ମର୍ଚ୍ଚାଣ୍ଟ, ବିସାଲ ଧଧଲାନି ପ୍ରମୁଖ ବିମୋହିତ ହୋଇଥିଲେ । <ref>{{cite web|title=ଆଶା ! ଅନନ୍ୟା|url=http://sarbasadharana.com/?p=9752#more-9752|publisher=ସର୍ବସାଧାରଣ|accessdate=6 September 2015}}</ref>
ଓଡ଼ିଆ ଝିଅ ଅନନ୍ୟା ପିଲାଦିନୁ ଶାସ୍ତ୍ରୀୟ ଗାୟନରେ ନିପୁଣା । ଇଣ୍ଡିଆନ ଆଇଡଲ ଜୁନିଅରରେ ମେଲୋଡି କ୍ୱିନ ଲତାଙ୍କ ଏଭର ଗ୍ରୀନ ଗୀତ ‘ମେରି ଆୱାଜ ହି ପେହେଚାନ ହେ….’ ଠାରୁ ଆରମ୍ଭ କରି କେକେଙ୍କର ‘ଓ ମେରି ଜାନ….’ ଗୀତ ପରିବେଷଣରେ ବିଚାରକଙ୍କଠାରୁ ବହୁ ପ୍ରଶଂସା ପାଇଥିଲେ । ଏହି ପ୍ରତିଯୋଗିତାରେ ହାଇ ପିଚ ଗୀତଗୁଡିକୁ ବିନା ପ୍ରତିବନ୍ଧକରେ ଉପସ୍ଥାପନ କରିବା ତାଙ୍କର ସ୍ବାତନ୍ତ୍ର୍ୟତାସ୍ୱାତନ୍ତ୍ର୍ୟତା ଥିଲା ।
୨୦୧୫ ମସିହା ୬ ସେପ୍ଟେମ୍ବରଏର ସେହି ଗ୍ରାଣ୍ଡ ଫିନାଲେରେ ଅନନ୍ୟାଙ୍କୁ ସୋନି ଏଣ୍ଟରଟେନମେଣ୍ଟ ଚ୍ୟାନେଲ ପକ୍ଷରୁ ଟ୍ରଫି ସହ ପକ୍ଷରୁ ବର୍ଷିକିଆ ଚୁକ୍ତି ବାବଦରେ ୧୦ ଲକ୍ଷ ଟଙ୍କାର ଚେକ ଗ୍ରହଣ କରିଥିଲେ । ପ୍ରତିଯୋଗିତାର ସହ ପ୍ରାଯୋଜକ ହିଣ୍ଡବେର ପକ୍ଷରୁ ୩ ଲକ୍ଷ, ହର୍ଲିକ୍ସ ପକ୍ଷରୁ ୨ଲକ୍ଷ, କୁଇକ ହିଲ, ୟୁରେକା, ୯୯ ଏକରର୍ସ.କମ ଆଦି ୫ଟି ସଂସ୍ଥା ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରିଥିଲେ । ଏଥିସହିତ ତାଙ୍କୁ ୟାମାହା ଆରଏକ୍ସ-୧୦୦ ବାଇକ ମିଳିଥିଲା । <ref>{{cite web|title=Ananya Sritam Nanda wins 'Indian Idol Junior'|url=https://in.news.yahoo.com/ananya-sritam-nanda-wins-indian-idol-junior-160403305.html|publisher=ABP NEWS|accessdate=6 September 2015}}</ref> <ref>{{cite web|title=Indian Idol Junior 2 Grand Finale: Ananya Sritam Nanda declared winner of the singing reality show!|url=http://www.india.com/showbiz/indian-idol-junior-2-grand-finale-ananya-sritam-nanda-declared-winner-of-the-singing-reality-show-537481/|publisher=INDIA.COM|accessdate=6 September 2015}}</ref>
==ପୁରସ୍କାର ଏବଂ ସମ୍ମାନ==