"ବିଷ୍ଣୁ ଚରଣ ଦାସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେNo edit summary
୧୩ କ ଧାଡ଼ି:
 
'''ବିଷ୍ଣୁ ଚରଣ ଦାସ''' (ଜନ୍ମ: {{Birth date|1954|10|09}}) ଜଣେ ଭାରତୀୟ ରାଜନେତା । ସେ ଓଡ଼ିଶାରୁ [[ରାଜ୍ୟ ସଭା]]ର ପ୍ରତିନିଧି ଭାବରେ [[ବିଜୁ ଜନତା ଦଳ]]ରୁ ପ୍ରତିନିଧିତ୍ୱ କରିଥିଲେ । ଜଣେ ବିଜୁ ଜନତା ଦଳର ଜଣେ ସକ୍ରିୟ ରାଜନୀତିଜ୍ଞ ଏବଂ ପୂର୍ବରୁ ସେ [[ଓଡ଼ିଶା ବିଧାନସଭା]]ରେ [[ଜଗତସିଂହପୁର ନିର୍ବାଚନ ମଣ୍ଡଳୀ]]ରୁ ପ୍ରତିନିଧିତ୍ୱ କରିଥିଲେ ।
 
୨୦୧୬ ମସିହାରେ ରାଜ୍ୟ ସଭା ପାଇଁ ଓଡ଼ିଶାରୁ ପୁନଃନିର୍ବାଚନରେ ଶ୍ରୀ ଦାସ ନିର୍ବାଚନ ପଢ଼ିଥିଲେ । ସେ ବିନା ଦ୍ୱନ୍ଦରେ [[ପ୍ରସନ୍ନ ଆଚାର୍ଯ୍ୟ]] ଓ [[ଏନ୍. ଭାସ୍କର ରାଓ]]ଙ୍କ ସ‌ହ ନିର୍ବାଚିତ ହୋଇଥିଲେ ।<ref>http://timesofindia.indiatimes.com/city/delhi/26-Rajya-Sabha-members-elected-unopposed-in-six-states-Roundup/articleshow/52577769.cms</ref> ସେ ୨୦୧୭ ମସିହାରେ ଓଡ଼ିଶା ରାଜ୍ୟ ଯୋଜନା ବୋର୍ଡ଼ର ଉପ ଅଧକ୍ଷ ଭାବରେ ନିଯୁକ୍ତ ହେବାପରେ ୨୧ ମାର୍ଚ୍ଚ ୨୦୧୭ରେ ରାଜ୍ୟ ସଭାରୁ ଇସ୍ତଫା ଦେଇଥିଲେ ।<ref>{{cite web |title=Bishnu Charan Das resigns as Rajya Sabha MP |url=http://indianexpress.com/article/india/bishnu-charan-das-resigns-as-rajya-sabha-mp/}}</ref>
 
==ଆଧାର==
{{ଆଧାର}}