"ସୁଚେତା କୃପାଲାନି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
ସୁଚେତା କୃପାଲାନି (ପୂର୍ବବର୍ତ୍ତୀ ମଜୁମଦାର, ୨୫ ଜୁନ ୧୯୦୮ - ୧ ଡିସେମ୍ବର ୧୯୭୪ ) ଜଣେ ଭାରତୀୟ ସ୍ଵାଧୀନତାସ୍ବାଧୀନତା ସଂଗ୍ରାମୀ ଓ ରାଜନେତ୍ରୀ ଥିଲେ  । ୧୯୬୩ ମସିହା ଅକ୍ଟୋବର ମାସରେ ସେ ଭାରତର ସର୍ବପ୍ରଥମ ମହିଳା ଓ ଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଭାବରେ କାର୍ଯ୍ୟ ଭାର ଗ୍ରହଣ କରି ୧୯୬୭ ମସିହା ଯାଏ ଶାସନ ଭାର ସମ୍ଭାଳି ଥିଲେ। ତାଙ୍କ ରାଜ୍ୟକାଳ ମଧ୍ୟରେ ଉତ୍ତର ପ୍ରଦେଶ ସରକାରୀ କର୍ମଚାରୀ ମାନେ କରିଥିବା ୬୨ ଦିନର ଆନ୍ଦୋଳନକୁ ସେ ଖୁବ ଦୃଢ ଭାବରେ ମୁକାବିଲା କରିଥିଲେ । 
 
== ପ୍ରାରମ୍ଭିକ ଜୀବନ ==
ସୁଚେତାଙ୍କ ଜନ୍ମ ତତ୍କାଳୀନ [[ପଞ୍ଜାବ]]<nowiki/>ର [[ଅମ୍ବାଲା]]<nowiki/>ଠାରେ ହୋଇଥିଲା । (ତାହା ବର୍ତ୍ତମାନ ହରିୟାଣା ରାଜ୍ୟରେ ରହିଛି ) ତାଙ୍କର ପିତାମାତା ବଙ୍ଗାଳୀ [[ବ୍ରାହ୍ମ ସମାଜ|ବ୍ରାହ୍ମ ସମାଜର]] ଥିଲେ । ସେ [[ଇନ୍ଦ୍ରପ୍ରସ୍ଥ କଲେଜ]]<ref>{{Cite news|date=21 May 2001|newspaper=[[India Today]]|work=[[India Today]]|title=Vital statistics of colleges that figure among India's top rankers|url=http://indiatoday.intoday.in/story/vital-statistics-of-colleges-that-figure-among-indias-top-rankers/1/233619.html}}</ref> ଓ ପଞ୍ଜାବ ବିଶ୍ୱବିଦ୍ୟାଳୟରେ  ପାଠ ପଢିସାରି [[ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ]]<ref>http://www.sandesh.org/Story_detail.asp?pageID=1&id=48</ref><ref>http://indiancoastguard.nic.in/indiancoastguard/history/morehistory.html</ref>ରେ ସାମ୍ବିଧାନିକ ଇତିହାସରେ ଅଧ୍ୟାପିକା ଥିଲେ । ୧୯୩୬ ମସିହାରେ ସେ ତାଙ୍କଠାରୁ ୨୦ ବର୍ଷ ବଡ କଂଗ୍ରେସ ନେତା ଆଚାର୍ଯ୍ୟ କୃପାଲାନିଙ୍କୁ ବିବାହ କରିଥିଲେ । [[ମହାତ୍ମା ଗାନ୍ଧୀ]]<nowiki/>ଙ୍କ ପ୍ରସ୍ତାବ ଅନୁସାରେ ଏହି ବିବାହ ହୋଇଥିଲା । <ref>{{Cite book|title=Understanding Gandhi: Gandhians in Conversation with Fred J Blum|publisher=SAGE Publications|year=2011|isbn=978-81-321-0557-2|pages=409–410|author=Usha Thakkar, Jayshree Mehta}}</ref>
 
== ସ୍ଵାଧୀନତାସ୍ବାଧୀନତା ସଂଗ୍ରାମ ଓ ସ୍ଵାଧୀନତାସ୍ବାଧୀନତା ==
ତାଙ୍କ ସମକାଳୀନ ନେତ୍ରୀ [[ଅରୁଣା ଆସଫ୍ ଅଲ୍ଲୀ|ଅରୁଣା ଆସଫ୍ ଅଲ୍ଲୀ]] ଓ [[ଉଷା ମେହେଟା]]<nowiki/>ଙ୍କ ପରି ସୁଚେତା ମଧ୍ୟ [[ମହାତ୍ମା ଗାନ୍ଧୀ]]<nowiki/>ଙ୍କଦ୍ଵାରାଙ୍କଦ୍ବାରା ପ୍ରେରିତ ହେଇ ଭାରତ ଛାଡ ଆନ୍ଦୋଳନରେ ନିଜକୁ ସାମିଲ କରିଥିଲେ । ପରେ ବିଭାଜନ ଜନିତ ଦଙ୍ଗା ସମୟରେ ସେ [[ମହାତ୍ମା ଗାନ୍ଧୀ]]<nowiki/>ଙ୍କ ସହ କାର୍ଯ୍ୟ କରିଥିଲେ । [[ଭାରତ]] ସ୍ଵାଧୀନତାସ୍ବାଧୀନତା ହେବା ପୂର୍ବରୁ [[ସମ୍ବିଧାନ]] ପ୍ରଣୟନ ପାଇଁ ଗଠିତ ବିଧାୟକ ସଭାକୁ ସେ ନିର୍ବାଚିତ ହେଇଥିଲେ । ଭାରତର ନୂତନ [[ସମ୍ବିଧାନ]]<nowiki/>ର ରୂପରେଖା ନିର୍ଦ୍ଧାରଣ ପାଇଁ ଗଠିତ ସବ-କମିଟିରେ ସେ ରହିଥିଲେ । ସ୍ଵାଧୀନସ୍ବାଧୀନ ଭାରତର ସମ୍ବିଧାନ ସଭାର ପ୍ରଥମ ଅଧିବେଶନରେ ସେ ବନ୍ଦେ ମାତରମ୍  ଗାନ କରିଥିଲେ । ଏହା ପରେ ପ୍ରଧାନ ମନ୍ତ୍ରୀ ନେହେରୁ ତାଙ୍କର ବିଖ୍ୟାତ " ଟ୍ରିଷ୍ଟ୍ ଓ୍ଵିଥ୍ଓ୍ବିଥ୍ ଡେଷ୍ଟିନି (Tryst With Destiny) "<ref>{{cite web | url=http://parliamentofindia.nic.in/ls/debates/vol5p1.htm | title=Constituent Assembly of India - Volume-V | date=14 August 1947 | publisher=Parliament of India | accessdate=18 January 2016 }}</ref> ଭାଷଣ ଦେଇଥିଲେ । ୧୯୪୦ ମସିହାରେ ସ୍ଥାପିତ ହେଇଥିବା "ସର୍ବ ଭାରତୀୟ ମହିଳା କଂଗ୍ରେସ " ସୁଚେତା କୃପାଲାନି ସ୍ଥାପନ କରିଥିଲେ । 
 
== ସ୍ଵାଧୀନତାସ୍ବାଧୀନତା ପରବର୍ତ୍ତୀ==
[[ଫାଇଲ:Ulla_Lindstrom,_Sucheta_Kripalani,_Sucheta_Kripalani,_Cairine_Wilson_and_Eleanor_Roosevelt.jpg|thumb|୧୯୪୯ ମସିହାରେ ଉଲ୍ଲା ଲିଣ୍ଡଷ୍ଟ୍ରମ , ବାରବାରା କାଷ୍ଟଲ , କାରିଣୀ ବିଳସନ ଓ ଏଲିନର ଋଜଭେଲ୍ଟଙ୍କ ସହ ସୁଚେତା]]
ସ୍ଵାଧୀନତାସ୍ବାଧୀନତା ପରେ ସୁଚେତା ସକ୍ରିୟ ରାଜନୀତିରେ ରହି ୧୯୫୨ ସାଧାରଣ ନିର୍ବାଚନରେ ସେ ନୂଆ ଦିଲ୍ଲୀରେ ଏକ ନୂତନ ଦଳ କେ ଏମ ପି ପି (କିଷାନ ମଜଦୁର ପ୍ରଜା ପାର୍ଟି)ତରଫରୁ ନିର୍ବାଚନ ଲଢ଼ି କଂଗ୍ରେସ ଦଳର ମନମୋହିନୀ ସହଗଳଙ୍କୁ ପରାସ୍ତ କରିଥିଲେ । ସେହି ସମୟରେ ତାଙ୍କ ସ୍ଵାମୀଙ୍କସ୍ବାମୀଙ୍କ ସହ ସେ କଂଗ୍ରେସ ଦଳ ଛାଡି ସେହି ନୂତନ ଦଳ ଗଠନ କରିଥିଲେ । ତେବେ ପରେ ସେ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ନିର୍ବାଚନ କଂଗ୍ରେସ ପ୍ରାର୍ଥିନୀ ଭାବରେ ଜିତି ଥିଲେ ।<ref>{{Cite book | author = David Gilmartin | editor = Anastasia Pivliavsky | title = Patronage as Politics in South Asia | chapter = Chapter 5: The paradox of patronage and the people's sovereignty | pages=151–152 | publisher = Cambridge University Press | year = 2014 | isbn = 978-1-107-05608-4 }}</ref> ଏହା ପରେ ସେ ଉତ୍ତର ପ୍ରଦେଶର ଗୋଣ୍ଡା ନିର୍ବାଚନ ମଣ୍ଡଳୀରୁ ପାର୍ଲିଆମେଣ୍ଟ ନିର୍ବାଚନ ଜିତିଥିଲେ । 
 
ପରେ ସେ ଉତ୍ତର ପ୍ରଦେଶ ବିଧାନ ସଭା ନିର୍ବାଚନରେ ପ୍ରାର୍ଥୀ ହେଇ ବିଜୟିନୀ ହେଇଥିଲେ ଓ ୧୯୬୦ ମସିହାରୁ ୧୯୬୩ ମସିହା ଯାଏ ରାଜ୍ୟର ଶ୍ରମ ବିଭାଗ , ଶିଳ୍ପ ଓ ଗୋଷ୍ଠୀ ଉନ୍ନୟନ ବିଭାଗ ମନ୍ତ୍ରୀ ପଦ ଗ୍ରହଣ କରିଥିଲେ ।
୨୦ କ ଧାଡ଼ି:
[[ଶ୍ରେଣୀ:୧୯୭୪ ମୃତ୍ୟୁ]]
[[ଶ୍ରେଣୀ:ଭାରତୀୟ ଜାତୀୟ କଂଗ୍ରେସରୁ ମୁଖ୍ୟମନ୍ତ୍ରୀ]]
[[ଶ୍ରେଣୀ:ଭାରତର ସ୍ଵାଧୀନତାସ୍ବାଧୀନତା ସଂଗ୍ରାମୀ]]
[[ଶ୍ରେଣୀ:୨୦୧୭ ମହିଳା ଇତିହାସ ମାସରେ ଗଢ଼ା ବା ଉନ୍ନତ କରାଯାଇଥିବା ପ୍ରସଙ୍ଗମାନ]]