"ଶ୍ରେୟା ଘୋଷାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Alokchand1 (ଆଲୋଚନା) ଙ୍କ ଦେଇ କରାଯାଇଥିବା 337473 ସଙ୍କଳନଟି ପଛକୁ ଫେରାଇନିଆଗଲା
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୯ କ ଧାଡ଼ି:
'''ଶ୍ରେୟା ଘୋଷାଲ''' (ଜନ୍ମ ୧୨ ମାର୍ଚ ୧୯୮୪) ଜଣେ ଭାରତୀୟ ଗାୟିକା । ସେ ଅନେକ [[ଅସିମୀୟା ଭାଷା|ଅସିମୀୟା]], [[ଓଡ଼ିଆ ଭାଷା|ଓଡ଼ିଆ]], [[ବଙ୍ଗାଳୀ ଭାଷା|ବଙ୍ଗଳା]], [[କନ୍ନଡ ଭାଷା|କନ୍ନଡ]], [[ମାଲୟାଲମ ଭାଷା|ମାଲୟାଲମ]], [[ମରାଠୀ ଭାଷା|ମରାଠୀ]], [[ପଞ୍ଜାବୀ ଭାଷା|ପଞ୍ଜାବୀ]], [[ତାମିଲ ଭାଷା|ତାମିଲ]],[[ତେଲଗୁ ଭାଷା|ତେଲଗୁ]] ଭାଷା ପାଇଁ କଣ୍ଠଦାନ କରିଛନ୍ତି । ସେ ମଧ୍ୟ ଅନେକ ପପ ଆଲବମରେ କଣ୍ଠଦାନ କରିଛନ୍ତି ।
 
ଶ୍ରେୟା [[ସାରେ ଗା ମା ପା]] ପ୍ରତିଯୋଗିତା ପରେ [[ହିନ୍ଦୀ ଭାଷା|ହିନ୍ଦୀ]] ଚଳଚ୍ଚିତ୍ର''[[ଦେବଦାସ (୨୦୦୨ ସିନେମା)|ଦେବଦାସ]]''ରୁ ତାଙ୍କ କ୍ୟାରିୟର ଆରମ୍ଭ ହେଲା, ଯାହାପାଇଁ ସେ [[ଫିଲ୍ମଫେୟାର ଆଵାଡଆବାଡ]] ଶ୍ରେଷ୍ଠ ନାରୀ ପ୍ରଚ୍ଛଦପଟ ଗାୟକ ପାଇଁ ଫିଲ୍ମଫେୟାର ପୁରସ୍କାର<!--[[Filmfare Award for Best Female Playback Singer]]--> ଓ ନୂଆ ସଙ୍ଗୀତ ପ୍ରତିଭା ପାଇଁ [[ଆର.ଡ଼ି. ବର୍ମନ]] ଫିଲ୍ମଫେୟାର ପୁରସ୍କାର<!--[[Filmfare RD Burman Award for New Music Talent]]--> ପାଇଥିଲେ । <ref name="Times">{{cite news|title=
Singing in Devdas was God's greatest gift: Shreya Ghoshal|url=http://timesofindia.indiatimes.com/city/calcutta-times/Singing-in-Devdas-was-Gods-greatest-gift-Shreya-Ghoshal/articleshow/16690191.cms|author=Priyanka Dasgupta|publisher=[[Times of India]]|accessdate=2002-07-21|date=21 July 2002}}</ref> ତାହା ପର ଠାରୁ ସେ ୨୦୦ରୁ ଅଧିକ ସିନେମାରେ ଗାଇ ସାରିଛନ୍ତି ଏବଂ ୪ଟି ଜାତୀୟ ଓ ୪ଟି ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି ।
 
୩୬ କ ଧାଡ଼ି:
* ''ଜାବୋ ତେପନ୍ତୋର'' (୨୦୦୩)
* ''ଆକଶେର ମୁଖମୁଖୀ'' (୨୦୦୨)
* ''ସ୍ଵପ୍ନେରସ୍ବପ୍ନେର ପାଖ'' (୨୦୦୩)
* ''ଠିକାନା'' (୨୦୦୬)
* ''ଉସ୍ତାଦ ଏଣ୍ଡ ଦି ଦିଭାସ'' (୨୦୦୬)