"ରାଜସ୍ମିତା କର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ର +ର ) |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୧୪ କ ଧାଡ଼ି:
}}
ଜାତୀୟ ସ୍ତରର ହିନ୍ଦୀ ଟେଲିଭିଜନ ଚ୍ୟାନେଲ ଜି ଟିଭି ପ୍ରସାରିତ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଚୁଡ଼ାନ୍ତ ଅଧ୍ୟାୟରେ [[ଓଡ଼ିଶା]]ର ଏକମାତ୍ର
୨୬ ଜାନୁଆରୀ ୧୯୯୧ରେ ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ରାଜସ୍ମୀତାଙ୍କ ବାପା ରମେଶ କୁମାର କର [[ରାଉରକେଲା]]ର ବାସନ୍ତୀ କଲୋନୀରେ ଏକ ବୈଦ୍ୟୁତିକ ସରଞ୍ଜାମ ଦୋକାନ ଚଳାଉଥିବା ବେଳେ ମା ରଞ୍ଜିତା କର ଜଣେ ଗୃହିଣୀ। ପିଲାବେଳୁ ନୃତ୍ୟ ପ୍ରତି ଆଗ୍ରହୀ ହୋଇ ବିଭିନ୍ନ ପ୍ରକାର ନୃତ୍ୟ ଶିକ୍ଷା କରିଥିଲେ ।
ଏହା ପୂର୍ବରୁ ସେ [[ତରଙ୍ଗ ଟିଭି]]ରେ ପ୍ରସାରିତ ଝୁମ ଓଡ଼ିଶା ଝୁମ, ଧୁମ ମଚାଲେ ଧୁମର ଚୁଡ଼ାନ୍ତ ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଥିଲେ ।<ref>{{cite web |url= http://www.enableezine.com/did-winner-rajasmita/137.html |title=DID 3 Winner ? - Rajasmita Win Takdeer Ki Topi|work=enableezine.com |year=2012 |quote=she also took part in Tarang TV channel’s Dance Shows ‘Jhum Odisha Jhum’ and ‘Dhum Maggi Dhum’, also Reached into Finals. |accessdate=24 April 2012}}</ref><ref>{{cite web |url= http://www.matpal.com/2012/03/rajsmita-kar-biography-did-3.html |title=Rajasmita Kar [Biography] DID 3 ~ Matpal |work=matpal.com |year=2012 |quote=First time she appeared in the reality show Dhoom Machale |accessdate=24 April 2012}}</ref> ଅକ୍ଟୋବର ୨୦୧୧ରେ [[
ପ୍ରଖ୍ୟାତ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ ଶ୍ରୀଦେବୀଙ୍କୁ ନିଜର ଆଦର୍ଶ ଭାବେ ମାନୁଥିବା ରାଜସ୍ମୀତା ଆଗାମୀ ଦିନରେ ଛୋଟ ଛୋଟ ପିଲାଙ୍କ ପାଇଁ ଏକ ନୃତ୍ୟ ପ୍ରଶିକ୍ଷଣ ଅନୁଷ୍ଠାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
|