"ଯାଜପୁର" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Suryasahu21 (ଆଲୋଚନା | ଅବଦାନ) ଉଚ୍ଚତା ଲେଖିବାର କୌଣସି ଆବଶ୍ୟକତା ନାହିଁ ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୬୮ କ ଧାଡ଼ି:
== ଇତିହାସ ==
[[ଓଡ଼ିଶା]]ରେ ଯାଜପୁର ସହରଟି ବହୁ ପୁରାକାଳରୁ ବିରଜା ଠାକୁରାଣୀଙ୍କ ନାମାନୁସାରେ ବିରଜାକ୍ଷେତ୍ର ନାମରେ ପ୍ରସିଦ୍ଧି ଲାଭ କରିଛି। ଏହି ସହରଟି ପବିତ୍ର ବୈତରଣୀ ନଦୀ କୂଳରେ ଅବସ୍ଥିତ । ବିରଜା ଯାଜପୁରର ପ୍ରସିଦ୍ଧ ଶକ୍ତିପୀଠ ତଥା ଅଧିଷ୍ଠାତ୍ରୀ ଦେବୀ। ଏଠରେ ବହୁ ପୁର୍ବରୁ ଭୌମବଂଶୀୟ ରାଜାମନେ ରାଜୁତି କରୂଥିଲେ ।
ଦଶମ ଶତାବ୍ଦୀରେ
ଯାଜପୁର ଅଞ୍ଚଳରେ ଅନେକ ବୌଦ୍ଧକିର୍ତ୍ତୀ ଓ ବୌଦ୍ଧ ପୀଠ ରହିଛି । ସେ ସବୁ ମଧ୍ୟରେ ରତ୍ନଗିରି ଓ ଉଦୟଗିରି ପ୍ରଧାନ। ଏସବୁ ସ୍ଥାନରେ ବୌଦ୍ଧପୀଠ ଓ ବୌଦ୍ଧ ବିହାରମାନ ଥିଲା। ଆମ ଓଡ଼ିଶାରେ ଇଂରେଜ ଶାସନ ସମୟରେ ୧୮୫୯ ମସିହାରେ ଯାଜପୁରକୁ କଟକ ଜିଲ୍ଲାର ଗୋଟିଏ ସବ୍ଡିଭିଜନ କରାଯାଇଥିଲା ।
|