"ମାନ୍ନା ଦେ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୫ କ ଧାଡ଼ି:
| death_place = [[ବାଙ୍ଗାଲୋର]], [[ଭାରତ]]
| instrument = କଣ୍ଠସଂଗୀତ ଗାୟକ
| genre = [[ପାର୍ଶ୍ଵପାର୍ଶ୍ବ ଗାୟକ]]
| occupation = ଗାୟକ
| years_active = ୧୯୪୨-୨୦୧୩
୨୧ କ ଧାଡ଼ି:
}}
 
'''ପ୍ରବୋଧ ଚନ୍ଦ୍ର ଦେ''' (୧ ମେ ୧୯୧୯-୨୪ ଅକ୍ଟୋବର ୨୦୧୩), ରଙ୍ଗମଞ୍ଚ ଦୁନିଆଁରେ ମାନ୍ନା ଦେ ନାମରେ ପରିଚିତ, ଜଣେ [[ଭାରତ|ଭାରତୀୟ]] ପାର୍ଶ୍ଵପାର୍ଶ୍ବ ଗାୟକ । ସେ ୧୯୪୨ ମସିହାରେ ହିନ୍ଦୀ ଚଳଚ୍ଚିତ୍ର [[ତମନ୍ନା (ଚଳଚ୍ଚିତ୍ର)|ତମନ୍ନା]]ରୁ ନିଜର ଚଳଚ୍ଚିତ୍ର ଜୀବନ ଆରମ୍ଭ କରି ୨୦୧୩ ମସିହା ମଧ୍ୟରେ ୪୦୦୦ରୁ ଅଧିକ ଗୀତରେ କଣ୍ଠଦାନ କରିଛନ୍ତି । ସେ ୧୯୭୧ ମସିହାରେ [[ଭାରତ]] ସରକାରଙ୍କଦ୍ୱାରା [[ପଦ୍ମଶ୍ରୀ]] ପୁରସ୍କାର , ୨୦୦୫ ମସିହାରେ ପଦ୍ମଭୂଷଣ ପୁରସ୍କାର ଏବଂ ୨୦୦୭ ମସିହାରେ ଦାଦା ସାହେବ ଫାଲକେ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ମାନ୍ନା ଦେ ମୂଖ୍ୟତଃ [[ହିନ୍ଦୀ ଭାଷା|ହିନ୍ଦୀ]] ଓ [[ବଙ୍ଗଳା ଭାଷା|ବଙ୍ଗଳା]] ସଂଗୀତରେ କଣ୍ଠଦାନ କରିଛନ୍ତି । ତାହା ବ୍ୟତୀତ ଅନ୍ୟ କେତେକ ଭାରତୀୟ ଭାଷାରେ ମଧ୍ୟ କଣ୍ଠଦାନ କରିଛନ୍ତି । ୨୦୧୩ ମସିହା ଅକ୍ଟୋବର ୨୪ ତାରିଖରେ ବାଙ୍ଗାଲୋରଠାରେ ୯୪ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା ।
 
==ହିନ୍ଦୀ ଚଳଚ୍ଚିତ୍ରରେ ପ୍ରବେଶ==