"ବରାହଗିରି ଭେଙ୍କଟଗିରି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୫ କ ଧାଡ଼ି:
|office = [[ଭାରତର ରାଷ୍ଟ୍ରପତି]]<!--[[President of India]]-->
|primeminister = [[ଇନ୍ଦିରା ଗାନ୍ଧୀ]]
|vicepresident = [[ଗୋପାଳ ସ୍ଵରୂପସ୍ବରୂପ ପାଠକ]] <!--[[Gopal Swarup Pathak]]-->
|term_start = ୨୪ ଅଗଷ୍ଟ ୧୯୬୯
|term_end = ୨୪ ଅଗଷ୍ଟ ୧୯୭୪
୨୦ କ ଧାଡ଼ି:
|term_end3 = ୩ ମଇ ୧୯୬୯
|predecessor3 = [[ଜାକିର ହୁସେନ (ରାଜନୀତିଜ୍ଞ)|ଜାକିର ହୁସେନ]]
|successor3 = [[ଗୋପାଳ ସ୍ଵରୂପସ୍ବରୂପ ପାଠକ]]
|office4 = [[କର୍ଣ୍ଣାଟକ]]ର ରାଜ୍ୟପାଳ
|1blankname4 = ମୁଖ୍ୟମନ୍ତ୍ରୀ
୨୭ କ ଧାଡ଼ି:
|term_end4 = ୧୩ ମଇ ୧୯୬୭
|predecessor4 = ସତ୍ୟବନ୍ତ ମଲ୍ଲନ୍ନାହ ଶ୍ରୀନାଗେଶ
|successor4 = [[ଗୋପାଳ ସ୍ଵରୂପସ୍ବରୂପ ପାଠକ]]
|office5 = [[କେରଳ]]ର ରାଜ୍ୟପାଳ
|1blankname5 = ମୁଖ୍ୟମନ୍ତ୍ରୀ
୪୮ କ ଧାଡ଼ି:
|party = [[ଭାରତୀୟ ଜାତୀୟ କଂଗ୍ରେସ]] <small>(1916–present)</small>
|otherparty = [[Sinn Féin]] <small>(Before 1916)</small>
|spouse = ସରସ୍ଵତୀସରସ୍ବତୀ ବାଇ
|alma_mater = [[University College Dublin]]
|religion = [[ହିନ୍ଦୁ]]
}}
'''ବରାହଗିରି ଭେଙ୍କଟଗିରି''' (୧୦ ଅଗଷ୍ଟ ୧୮୯୪-୨୩ ଜୁନ ୧୯୮୦), ସାଧାରଣରେ ଭି. ଭି. ଗିରି ନାମରେ ପରିଚିତ, [[ଭାରତ]]ର [[ଭାରତର ରାଷ୍ଟ୍ରପତି ମାନଙ୍କର ତାଲିକା|୪ର୍ଥ]] [[ଭାରତର ରାଷ୍ଟ୍ରପତି|ରାଷ୍ଟ୍ରପତି]] ଭାବରେ ୨୪ ଅଗଷ୍ଟ ୧୯୬୯ରୁ ୨୩ ଅଗଷ୍ଟ ୧୯୭୪ଯାଏଁ କାମ କରିଥିଲେ ।
ବର୍ତ୍ତମାନ ଭାରତୀୟ ଶ୍ରମିକଙ୍କୁ ଯାହାକିଛି ଅଧିକାର ମିଳିଛି, ତାହା କେବଳ ସମ୍ଭବ ହୋଇପାରିଛି ଭି.ଭି.ଗିରିଙ୍କ ପାଇଁ । ଦେଶ ନିର୍ମାଣରେ ଶ୍ରମିକଙ୍କ ଭୂମିକା ମୂଖ୍ୟ ବୋଲି ପ୍ରମାଣ କରିବାକୁ ଯାଇ ଶ୍ରମିକଙ୍କ ସ୍ଵାର୍ଥସ୍ବାର୍ଥ ପାଇଁ ସେ ବିଭିନ୍ନ ସମୟରେ ବିଦ୍ରୋହ କରିଥିଲେ ।
 
== ପ୍ରାରମ୍ଭିକ ଜୀବନ ==
ସେ [[ଓଡ଼ିଶା]]ର [[ବ୍ରହ୍ମପୁର]]ଠାରେ ଏକ ତେଲୁଗୁ ପରିବାରରେ ବରାହଗିରି ଭେଙ୍କଟ ଯୋଗିଆଙ୍କ ଠାରୁ<ref>Luminaries of 20th century, Potti Sreeramulu Telugu University, Hyderabad, 2nd volume, pages 680-1.</ref> ଜନ୍ମ ନେଇଥିଲେ । ତାଙ୍କର ଜନ୍ମ କାଳରେ ଏହା ଗଞ୍ଜାମ ଗଡ଼ଜାତ ଅଧୀନରେ ଥିଲା ।<ref>{{cite web |title=ଜିଲ୍ଲା ସମ୍ବନ୍ଧରେ |url=https://ganjam.nic.in/od/%E0%AC%9C%E0%AC%BF%E0%AC%B2%E0%AD%8D%E0%AC%B2%E0%AC%BE-%E0%AC%B8%E0%AC%AE%E0%AD%8D%E0%AC%AC%E0%AC%A8%E0%AD%8D%E0%AC%A7%E0%AC%B0%E0%AD%87/ |website=ganjam.nic.in |accessdate=13 August 2018}}</ref> ପିତା ବରାହଗିରି ଭେଙ୍କଟ ଯୋଗାୟ ପନ୍ତଲି ଜଣେ ଖ୍ୟାତନାମା ଆଇନଜୀବି ଥିଲେ। ତାଙ୍କ ସ୍କୁଲ ଶିକ୍ଷା, ସେ ବ୍ରହ୍ମପୁରରେ ଶେଷ କରିଥିଲେ।ଅଳ୍ପ ବୟସରେ ସେ ସରସ୍ଵତୀସରସ୍ବତୀ ବାଈଙ୍କୁ ବିବାହ କରିଥିଲେ। ପରେ ଉଚ୍ଚଶିକ୍ଷା ପାଇଁ ୧୯୧୩ରେ ସେ ୟୁନିଭର୍ସିଟି ଅଫ୍ ଡ଼ବଲିନ୍କୁ ଯାଇଥିଲେ କିନ୍ତୁ ସେଠାରେ ସେ ଆଇନ ଡିଗ୍ରୀ ଶେଷ କରିପାରିନଥିଲେ। ''ସିନ୍ ଫେନ୍'' ଆନ୍ଦୋଳନରେ ଯୋଗ ଦେବାରୁ ତାଙ୍କୁ [[ଆୟାରଲ୍ୟାଣ୍ଡ]]ରୁ ବିଦା କରାଯାଇଥିଲା। ଭାରତ ଫେରି ସେ ୧୯୨୨ରେ ବିଭିନ୍ନ ଶ୍ରମିକ ସଂଗଠନର ନେତୃତ୍ଵନେତୃତ୍ବ ନେଲେ। ଫଳ ସ୍ଵରୂପସ୍ବରୂପ ୧୯୨୬ ଓ୧୯୪୨ରେ ''ଅଲ୍ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ''ର ସେ ଦୁଇଥର ସଭାପତି ହୋଇଥିଲେ।
 
== ରାଜନୀତି ==
୧୯୩୬ ପ୍ରତ୍ୟେକ୍ଷ ରାଜନୀତିରେ ଯୋଗଦେଇ ମାଡ୍ରାସ ପ୍ରେସିଡେନ୍ସିରେ ଯୋଗଦେଇ, ସେ ଶ୍ରମ ଓ ଶିଳ୍ପ ମନ୍ତ୍ରଣାଳୟ ଦାୟିତ୍ଵଦାୟିତ୍ବ ବହନ କରିଥିଲେ। ଦେଶ ସ୍ଵାଧୀନସ୍ବାଧୀନ ହେବାପରେ ଭାରତର ହାଇକମିଶନର ଭାବେ ତାଙ୍କୁ [[ସିଂହଳ]] ପଠାଯାଇଥିଲା। ସେଠାରେ କର୍ଯ୍ୟକାଳ ଶେଷପରେ ଭାରତ ଫେରି ସେ ୧୯୫୨ ସାଧାରଣ ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତାପ୍ରତିଦ୍ବନ୍ଦ୍ବିତା କରି ବିଜୟୀ ହୋଇଥିଲେ। ପ୍ରଥମ ଲୋକ ସଭାକୁ ନିର୍ବାଚିତ ହେବାପରେ ତାଙ୍କୁ ଶ୍ରମ ମନ୍ତ୍ରଣାଳୟର କ୍ୟାବିନେଟ ଦାୟିତ୍ଵଦାୟିତ୍ବ ଅର୍ପଣ କରାଯାଇଥିଲା। ଏହା ପରେ ସେ ୧୯୫୭ରୁ ୧୯୬୭ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟର ରାଜ୍ୟପାଳ ଭାବେ କାର୍ଯ୍ୟ ତୁଲାଇଥିଲେ। ୧୯୬୯ରେ ରାଷ୍ଟ୍ରପତି ଥିବା ଅବସ୍ତାରେ [[ଜାକିର ହୁସେନ]]ଙ୍କ ପରଲୋକ ହେବାରୁ ତାଙ୍କୁ କାର୍ଯ୍ୟକାରୀ ରାଷ୍ଟ୍ରପତି ଭାବେ ବଛାଯାଇଥିଲା।ପରେ ସେ ରାଷ୍ଟ୍ରପତି ନିର୍ବାଚନରେ ଜିତି ଦେଶର ୪ର୍ଥ ରାଷ୍ଟ୍ରପତି ହୋଇଥିଲେ ।
 
== ପୁରସ୍କାର ଓ ସମ୍ମାନ ==
୧୯୭୫ ମସିହାରେ ତାଙ୍କୁ [[ଭାରତ ରତ୍ନ]] ପ୍ରଦାନ କରାଯାଇଛି।<ref>http://www.mha.nic.in/pdfs/PadmaAwards1954-2007.pdf</ref> ଶ୍ରମିକଙ୍କ ସମସ୍ୟା , ଗବେଷଣା, ଶିକ୍ଷା ଏବଂ ପରାମର୍ଶ ଲାଗି ସ୍ଥାପନ କରାଯାଇଥିବା ସ୍ଵଂୟଶାସିତସ୍ବଂୟଶାସିତ ଅନୁଷ୍ଠାନକୁ ୧୯୯୫ରେ ''[[ଭି.ଭି.ଗିରି ନ୍ୟାଶନାଲ ଲେବର ଇନଷ୍ଟିଚ୍ୟୁଟ]]'' ନାମରେ ନାମିତ କରାଯାଇଛି।
 
୧୯୮୦ ମସିହାରେ ୮୫ ବର୍ଷ ବୟସରେ ମାଡ୍ରାସରେ ଶେଷ ନିଶ୍ଵାସନିଶ୍ବାସ ତ୍ୟାଗ କରିଥିଲେ।
 
== ଆଧାର ==