"ବଂଶୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଛବି
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
{{ଛୋଟ|Flute}}
ବାଉଁଶ ନଳରେ ତିଆରି ଏକ ପ୍ରକାର ବାଦ୍ୟ । '''ବଂଶୀ''' ଦୁଇ ପ୍ରକାର; ଏକ ପ୍ରକାର ବଂଶୀର ଗୋଟିଏ ମୁଣ୍ଡର ରନ୍ଧ୍ରରେ ଫୁଙ୍କିବାକୁ ହୁଏ, ଯାହାକୁ ରାଧା ବଂଶୀ କୁହାଯାଏ ଏବଂ ଅନ୍ୟ ବଂଶୀର ପାର୍ଶ୍ଵସ୍ଥପାର୍ଶ୍ବସ୍ଥ ଛିଦ୍ରକୁ ଓଠ ପାଖେ ସ୍ପର୍ଶ କରି ସେ ରନ୍ଧ୍ରରେ ତୀର୍ଯ୍ୟଭାବରେ ପୁଙ୍କିବାକୁ ହୁଏ, ଯାହାକୁ କୃଷ୍ଣ ବଂଶୀ କୁହାଯାଏ ।
[[File:Mark_Seelig_Bansuri_Flute_Indian_wind_instruments_music.jpg|thumb|ବଂଶୀ]]
 
ପୌରାଣିକ ମତେ [[କୃଷ୍ଣ|ଶ୍ରୀକୃଷ୍ଣଙ୍କର]] ବଂଶୀନାଦ ଶୁଣିଲେ କ୍ରମାନ୍ଵୟରେକ୍ରମାନ୍ବୟରେ ଉଚ୍ଚାଟନ, ସ୍ତମ୍ଭନ, ବଶୀକରଣ ଓ ମୋହନ ଏହି ଚାରି ଅବସ୍ଥା ଜାତ ହୁଏ ଏହି ଅବସ୍ଥା ଅନୁସାରେ ଗୋପ କନ୍ୟାମାନଙ୍କର ବିଭିନ୍ନ ଶ୍ରେଣୀ ବିଭାଗ କରାହୋଇଅଛି ଯଥା: ବେଦକନ୍ୟା, ଦେବକନ୍ୟା, ମୁନିକନ୍ୟା ଓ ବ୍ରଜକନ୍ୟା ।
 
ପ୍ରଥମ ବଂଶୀ ଉଚ୍ଚାଟନ, ପ୍ରକାଶ ବେଦକନ୍ୟା ଗଣ <br />
"https://or.wikipedia.org/wiki/ବଂଶୀ"ରୁ ଅଣାଯାଇଅଛି