"ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
{{prettyurl|Postal Index Number‎}}
ଅନେକ ସ୍ଥାନର ଡାକଘର ଏକା ନାମରେ ଥିବାରୁ ନିର୍ଭୁଲ ଭାବେ ଚିଠି ପତ୍ର ପ୍ରେରଣ ପାଇଁ ୬ଅଙ୍କ ବିଶିଷ୍ଟ ପିନକୋଡ଼ (ପୋଷ୍ଟାଲ ଇଣ୍ଡେକ୍ସ ନମ୍ବର) ବ୍ୟବସ୍ଥା ୧୯୭୨ ଅଗଷ୍ଟ ୧୫ ତାରିଖରୁ ଭାରତୀୟ ଡାକ ବିଭାଗଦ୍ଵାରାବିଭାଗଦ୍ବାରା ଆରମ୍ଭ ହୋଇଥିଲା । ସାରା ପୃଥିବୀରେ [[ଭାରତ]] ୧୯ଶ ଦେଶ ଯିଏକି ଏହି ବ୍ୟବସ୍ଥା ପ୍ରଚଳନ କରିଥିଲା । ୧୯୬୧ ମସିହାରେ ସର୍ବପ୍ରଥମେ [[ଜର୍ମାନୀ]]ରେ ୪ଅଙ୍କ ବିଶିଷ୍ଟ ପିନ ପ୍ରଚଳନ ହୋଇଥିଲା ।
[[ଫାଇଲ:IndiaPincodeMap.gif|right|thumb|ପିନକୋଡ଼ର ଅନୁସାରେ ଭାରତର ବିଭିନ୍ନ ଅଞ୍ଚଳ]]
ଭାରତରେ ବ୍ୟବହୃତ ୬ଅଙ୍କ ମଧ୍ୟରୁ ବାମପଟର ୩ଟିଅଙ୍କ ମୁଖ୍ୟ ଅଞ୍ଚଳ ଓ ଡାହାଣପଟର ୩ଟିଅଙ୍କ ତତସଂଲଗ୍ନ କ୍ଷୁଦ୍ରାଞ୍ଚଳ ପାଇଁ ଉଦ୍ଧିଷ୍ଟ ।
ବାମପଟୁ ପ୍ରଥମ ଅଙ୍କଟି ଗୋଟିଏ ନିର୍ଦ୍ଧିଷ୍ଟ ଜୋନକୁ ଚିହ୍ନଟ କରିଥାଏ । ଭାରତର ସମସ୍ତ ଅଞ୍ଚଳକୁ ୯ଟି ଜୋନରେ ବିଭକ୍ତ କରାଯାଇଅଛି ।
ବାମପଟୁ ଦ୍ଵିତୀୟଦ୍ବିତୀୟ ଅଙ୍କଟି ସବ-ଜୋନକୁ ଚିହ୍ନଟ କରିଥାଏ ।
ବାମପଟୁ ତୃତୀୟ ଅଙ୍କଟି ବଣ୍ଟନ ହେବାକୁ ଥିବା ଜିଲ୍ଲାକୁ ଚିହ୍ନଟ କରିଥାଏ ।
ଅନ୍ୟ ତିନିଟି ଅଙ୍କ ନିର୍ଦ୍ଧିଷ୍ଟ ଡାକଘରଟିକୁ ଚିହ୍ନଟ କରିବାରେ ସାହାଯ୍ୟ କରେ ।
୧୨ କ ଧାଡ଼ି:
* ୧ - [[ଦିଲ୍ଲୀ]], [[ହରିଆଣା]], [[ପଞ୍ଜାବ]], [[ହିମାଚଳ ପ୍ରଦେଶ]], [[ଜାମୁ ଓ କାଶ୍ମୀର|ଜମ୍ମୁ ଓ କଶ୍ମୀର]] ([[ପାକିସ୍ତାନ ଅଧୀକୃତ କଶ୍ମୀର]] ସମେତ), [[ଚଣ୍ଡୀଗଡ଼]]
* ୨ - [[ଉତ୍ତର ପ୍ରଦେଶ]], [[ଉତ୍ତରାଖଣ୍ଡ]]
* ୩ - [[ରାଜସ୍ଥାନ]], [[ଗୁଜରାଟ]], [[ଡାମନ ଓ ଡିଉ]], [[ଦାଦରା ନଗରହାଵେଳିନଗରହାବେଳି]]
* ୪ - [[ଗୋଆ]], [[ମହାରାଷ୍ଟ୍ର]], [[ମଧ୍ୟ ପ୍ରଦେଶ]], [[ଛତିଶଗଡ଼]]
* ୫ - [[ଆନ୍ଧ୍ର ପ୍ରଦେଶ]], [[କର୍ଣ୍ଣାଟକ]]
* ୬ - [[ତାମିଲନାଡୁ]], [[କେରଳ]], [[ପୁଡୁଚେରୀ]], [[ଲାକ୍ଷାଦ୍ଵୀପଲାକ୍ଷାଦ୍ବୀପ]]
* ୭ - [[ଓଡ଼ିଶା]], [[ପଶ୍ଚିମବଙ୍ଗ]], [[ଅରୁଣାଚଳ ପ୍ରଦେଶ]], [[ନାଗାଲାଣ୍ଡ]], [[ମଣିପୁର]], [[ମିଜୋରାମ]], [[ତ୍ରିପୁରା]], [[ମେଘାଳୟ]], [[ଆଣ୍ଡମାନ ଓ ନିକୋବର ଦ୍ଵୀପପୁଞ୍ଜଦ୍ବୀପପୁଞ୍ଜ]]
* ୮ - [[ବିହାର]], [[ଝାଡ଼ଖଣ୍ଡ]]
* ୯ - ସେନା ଡାକ କାର୍ଯ୍ୟାଳୟ ଓ କ୍ଷେତ୍ର ଡାକ କାର୍ଯ୍ୟାଳୟ <!--Army Post office(APO) and Field Post office(FPO)-->