"ଦାନ୍ତା ରାଜ୍ୟ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Regular Character Changes |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୩୨ କ ଧାଡ଼ି:
== ଇତିହାସ ==
ଦାନ୍ତା ରାଜ୍ୟ 1068 ମସିହାରେ ସ୍ଥାପିତ ହେଇଥିଲା । ଏହି ରାଜ୍ୟ ହିନ୍ଦୁ ବରଦ ( ପରମାର )
1200 ମସିହାରେ ଆରବ ମାନଙ୍କ ଆକ୍ରମଣ ପରେ ପରମାର ମାନେ ଚନ୍ଦ୍ରାବତୀ ସହରକୁ ସେମାନଙ୍କ ରାଜଧାନୀ କରିଥିଲେ । ଆଲ୍ଲାଉଦିନ ଖିଲିଜଙ୍କ ସହ ଯୁଦ୍ଧ ପରେ ସେମାନେ ତରସଙ୍ଗ ଅଞ୍ଚଳକୁ ପଳାୟନ କରିଥିଲେ ।ଏଠାରୁ ସେମାନେ ଦାନ୍ତାକୁ 380 ବର୍ଷ ପୂର୍ବରୁ ଆସି ବସବାସ କଲେ । 1948 ମସିହା ନଭେମ୍ବର 6 ତାରିଖରେ ଦାନ୍ତାର ଶେଷ ଶାସକ ରାଜ୍ୟକୁ ଭାରତୀୟ ରାଜ୍ୟ ସଂଘକୁ ପ୍ରଦାନ କରିଥିଲେ । .<ref>[http://www.worldstatesmen.org/India_princes_A-J.html Danta Princely State]</ref>
|