"ଉଇକିପିଡ଼ିଆ:କର୍ମଶାଳା/ଭୁବନେଶ୍ୱର/୧" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୬ କ ଧାଡ଼ି:
ଓଡ଼ିଆ ଉଇକିପିଡ଼ିଆ ପାଇଁ ଯେଉଁ ମାନେ କିଛି ଜାଣିବାକୁ ଚାହୁଁଛଁତି ଆଉ ଭାଗନେଇ ଓଡ଼ିଆ ଭାଷାରେ ଉଇକିପିଡ଼ିଆକୁ ଅଧିକ ଲୋକକ ପାଖରେ ପହଁଚାଇବାକୁ ଚାହାଁତି ସେ ସମସ୍ତେ ଏଠାକୁ ଆସିପାରିବେ । ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରେ ଆରଁଭ ହୋଇଥିଲା ଯେବେ ଅନ୍ୟ ଭାରତୀୟ ଭାଷାରେ ଉଇକିପିଡ଼ିଆର ମୂଳଦୁଆ ବି ପଡ଼ିନଥିଲା, ହେଲେ କାମ ଅଭାବରୁ ସେଇଟି ଏବେ ସବୁଠୁ ପଛରେ ପଡ଼ିଯାଇଛି, ତେଣୁ ଆମେ ଏଇ '''୨କ ଓଡ଼ିଆ ଉଇକି କରମଶାଳା''' ଜରିଆରେ ୨୦୦୦ ବରଷ ପୁରୁଣା ସେଇ ଓଡ଼ିଆ ଭାଷାକୁ ପୁଣି ଉଇକିପିଡ଼ିଆ ଜରିଆରେ ଆଗକୁ ବଢ଼ାଇବା । ଯଦି ଆପଣ ଇଛୁକ ତେବେ ତଳେ ନାମ ଲେଖାଁତୁ ।
 
== ମୂଳ ପ୍ରସଁଗପ୍ରସଙ୍ଗ (Agenda) ==
'''ପହିଲା ପ୍ରସଁଗପ୍ରସଙ୍ଗ: '''''ଓଡ଼ିଆ ଉଇକିପିଡ଼ିଆକୁ ପାଛୋଟା ଓ ବାକି ପ୍ରକଳ୍ପ''
* ଓଡ଼ିଆ ଉଇକିପିଡ଼ିଆ ବିଷୟରେ ଜାଣିବା କଥା, ଓଡ଼ିଆ ଉଇକିପିଡ଼ିଆ ଓ ବାକି ଉଇକି ପ୍ରକଳ୍ପ
* ଓଡ଼ିଆ ଉଇକିପିଡ଼ିଆର ଏବେକାର ସ୍ଥିତି
 
'''ଦ୍ଵିତିୟ ପ୍ରସଁଗପ୍ରସଙ୍ଗ: '''''ଉଇକିପିଡ଼ିଆରେ ଲେଖା ଖୋଜା ଓ ବଦଳ''
* - କେମିତି ଖୋଜିବେ ଲେଖାଟିଏ
* - କେମିତି ବଦଳାଇବେ ପୁରୁଣା ଲେଖା, '''ବୋଲ୍ଡ''', ''ତେରେଛା'' ଓ ===ବଡ଼ ଅକ୍ଷର=== କେମିତି ଲେଖିବେ
* - ରେଫେରେଁସ ଓ ବାହାର ଲିଁକଲିଙ୍କ୍ ଯୋଡ଼ିବେ କେମିତି
* - ବଦଳାଇବାରେ ଅସୁବିଧା ଓ ତାହାର ସମାଧାନ
* - ଓଡ଼ିଆ ଉଇକିପିଡ଼ିଆରେ କଣ ଲେଖିବେ ଓ କଣ '''ଲେଖିବେ ନାହିଁ'''
 
'''ଦ୍ଵିତିୟ ପ୍ରସଁଗପ୍ରସଙ୍ଗ ପରର ଆଲୋଚନା:
* - ଓଡ଼ିଆ ଉଇକିପିଡ଼ିଆ କାହିଁକି ?
* - ଓଡ଼ିଆରେ ପଢ଼ିବାରେ ଅସୁବିଧା ଓ ତାହାର ସମାଧାନ
* - ନଗଦ ଯୋଡ଼ାଯାଇଥିବା ନୁଆ ନୁଆ ସୁବିଧା
* - ଓଡ଼ିଆ ଉଇକିପିଡ଼ିଆରେ ଆଗକୁ କରିବାକୁ ଥିବା କାମସବୁ
* - ସଁଘସଙ୍ଘ ଗଢ଼ା
* - ଅନୁବାଦରେ ଅସୁବିଧା ଓ ସମାଧାନ
* - ସ୍କୁଲ ପିଲାଙ୍କ ପାଇଁ ଓଡ଼ିଆ ଉଇକିପିଡ଼ିଆରେ ନୁଅ ନୁଆ ସୁବିଧା