"ଜଗନ୍ନାଥ ପ୍ରସାଦ ଦାସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ added Category:ଜୀବିତ ବ୍ୟକ୍ତି using HotCat |
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce |
||
୩୧ କ ଧାଡ଼ି:
| influences =
| influenced =
| awards = [[
| signature =
| signature_alt =
୪୧ କ ଧାଡ଼ି:
== ଜୀବନ ==
ପିତା ଶ୍ରୀଧର ଦାସ ଓ ମାତା ଇନ୍ଦୁଦେବୀଙ୍କ ତୃତୀୟ ସନ୍ତାନ ଭାବରେ ଜଗନ୍ନାଥ ୧୯୩୬ରେ [[ପୁରୀ]]ଠାରେ ଜନ୍ମ ଲାଭ କରିଥିଲେ । ସେ [[କଟକ]]ର ମିସନ ସ୍କୁଲ ଓ [[ରେଭେନ୍ସା
== ସାହିତ୍ୟରଚନା ==
=== ପ୍ରାକ ରଚନା ===
କିଶୋର କାଳରେ ଜଗନ୍ନାଥ ଲେଖାଲେଖି ଆରମ୍ଭ କରିଥିଲେ । ୧୯୫୧ରେ ସେ "ସ୍ତବକ" ନାମରେ ଏକ କବିତା ସଙ୍କଳନ ପ୍ରକାଶ କରିଥିଲେ । [[ଓଡ଼ିଆ ଭାଷା|ଓଡ଼ିଆ]] ପତ୍ରିକା [[ଡଗର (ପତ୍ରିକା)|ଡଗର]], [[ଝଙ୍କାର (ପତ୍ରିକା)|ଝଙ୍କାର]], [[ଆସନ୍ତାକାଲି (ପତ୍ରିକା)|ଆସନ୍ତାକାଲି]] ଆଦିରେ ତାଙ୍କର ଲେଖା ନିୟମିତ ପ୍ରକାଶିତ ହେଉଥିଲା । [[ମନୋଜ ଦାସ]]ଙ୍କ ସହ ସେ ଛାତ୍ର ଫେଡେରେସନ ଅଫ ଇଣ୍ଡିଆର ଏକ ଜର୍ଣ୍ଣାଲ "ଆଗାମୀ"ର ସମ୍ପାଦନା କରୁଥିଲେ । ୧୯୬୦ ମସିହାରେ ସେ ଦୁଇଟି ନାଟକ ଲେଖିଥିଲେ । ୧୯୭୦ ମସିହାରେ ସେ ନିଜର ଚିତ୍ରସମୁହ ଏକ ପ୍ରଦର୍ଶନୀ ମାଧ୍ୟମରେ ପ୍ରଦର୍ଶନ କରାଇଥିଲେ । ୧୯୭୯ରେ ମିଳିଥିବା "ହୋମି ଭାବା ବୃତ୍ତି"
<!--J.P. began writing poetry early in his teens. In 1951, he brought out a collection entitled Stabak. His poems began to appear regularly in the leading Oriya journals such as Dagara, Jhankara and Asantakali. Joining the Students' Federation of India (SFI) he co-edited a journal, Agami, with Manoj Das.-->
<!--J.P.'s experiences as an I.A.S. officer in Orissa, especially in Kalahandi district, shaped his thinking and left wing leanings. He wrote two short plays in 1960. In 1970 he held a solo exhibition of his paintings.-->
୧୧୩ କ ଧାଡ଼ି:
== ପୁରସ୍କାର ଓ ସମ୍ମାନ ==
* ୨୦୦୬: [[
* ୧୯୯୯: ରୟାଲ ସୋସାଇଟି ଅଫ କାନାଡ଼ା ଫେଲୋ
* ୧୯୯୮:[[ଶାରଳା ପୁରସ୍କାର]], ପ୍ରିୟ ବିଦୁଷକ ନିମନ୍ତେ <ref>{{cite web|last=Mohanty|first=Sachidananda|title=The world of J.P.Das|url=http://www.thehindu.com/todays-paper/tp-features/tp-sundaymagazine/the-world-of-jpdas/article2275009.ece|publisher=The Hindu|accessdate=29 April 2014}}</ref>
*୧୯୯୨: କାନାଡ଼ିଆନ ମାଇଗ୍ରେସନ ଆଚିଭମେଣ୍ଟ ପୁରସ୍କାର
* ୧୯୯୧: [[କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକମାନଙ୍କ ତାଲିକା|କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର]], "ଆହ୍ନିକ" ନିମନ୍ତେ(ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି) <ref>{{cite web|title=RECIPIENTS OF KENDRA SAHITYA ACADEMY AWARD FOR ODIA LITERATURE|url=http://orissa.gov.in/e-magazine/orissaannualreference/ORA-2011/pdf/90-91.pdf|publisher=ଓଡ଼ିଶା ସରକାର|accessdate=29 April 2014|page=୯୦|quote=Dr. Jagannatha Prasad Das 1991 Poetry Aanhik}}</ref>
* ୧୯୮୭: ଆଲବାର୍ଟା
* ୧୯୮୧: ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, 'ଯେ ଯାହାର ନିର୍ଜନତା' ନିମନ୍ତେ <ref>{{cite web|title=ORISSA SAHITYA ACADEMY AWARDED BOOKS AND WRITERS|url=http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf|publisher=ଓଡ଼ିଶା ସରକାର|accessdate=29 April 2014|page=୬୩୦|quote=75. Je Jahar Nirjanata Poetry Dr. Jagannatha Prasad Das}}</ref>
* ୧୯୭୯: ଆଲବର୍ଟ ଜେ. ହାରିସ ପୁରସ୍କାର, ଇଣ୍ଟରନ୍ୟାସନାଲ ରିଡ଼ିଙ୍ଗ ଆସୋସିଏସନ
୧୩୭ କ ଧାଡ଼ି:
{{Commons cat|Jagannath Prasad Das}}
{{
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା)}}
{{ସାରଳା ପୁରସ୍କାର}}
|