"ଗୋବିନ୍ଦ ବଲ୍ଲଭ ପନ୍ତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧ କ ଧାଡ଼ି:
{{ଛୋଟ|Govind Ballabh Pant}}
'''ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ''' (୧୦ ସେପ୍ଟେମ୍ବର ୧୮୮୭ – ୭ ମାର୍ଚ ୧୯୬୧) ଜଣେ ଭାରତୀୟ ସ୍ଵାଧୀନତାସ୍ବାଧୀନତା ସଂଗ୍ରାମୀ ତଥା ଆଧୁନିକ ଭାରତର ନିର୍ମାତା । [[ମହାତ୍ମା ଗାନ୍ଧୀ]], ଜବାହରଲାଲ ନେହେରୁ ତଥା ବଲ୍ଲଭ ଭାଇ ପଟେଲଙ୍କ ସହ ସେ ଭାରତର ସ୍ବାଧୀନତା ସଂଗ୍ରାମରେ ଏକ ମୁଖ୍ୟ ସହଯୋଗୀ । ତତ୍କାଳୀନ ୟୁନାଇଟେଡ଼ ପ୍ରୋଭିନସ ବା ବର୍ତ୍ତମାନର ଉତ୍ତରପ୍ରଦେଶର ସେ ଥିଲେ ଏକ ପ୍ରମୁଖ ରାଜନେତା । [[ହିନ୍ଦୀ]]କୁ ଭାରତର କେନ୍ଦ୍ର ସରକାରଙ୍କ ତଥା ପାର୍ଲିଆମେଣ୍ଟର ସରକାରୀ ଭାଷା କରିବା ପାଇଁ ଦାବୀ କରି ସେ ଅସଫଳ ହୋଇ ଥିଲେ ବି ଗୋଟିଏ ସରକାରୀ ଭାଷାରେ ସାରା ରାଷ୍ଟ୍ରକୁ ଏକ ସୂତ୍ରରେ ବାନ୍ଧିବା ଉଦ୍ୟମ ଅନେକଙ୍କଦ୍ଵାରାଅନେକଙ୍କଦ୍ବାରା ପ୍ରଶଂସିତ ହୋଇଥିଲା ।
 
== ବାଲ୍ୟ ଜୀବନ ଓ ଶିକ୍ଷା ==