"ଗୁଗ୍ଲୈଲୋମ ମାର୍କୋନୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୧୮ କ ଧାଡ଼ି:
'''ଗୁଗ୍ଲୈଲୋମ ମାର୍କୋନୀ'''(୧୮୭୪ ଏପ୍ରିଲ ୨୫ - ୧୯୩୭ ଜୁଲାଇ ୨୦) ଜଣେ [[ଇଟାଲୀ]]ୟ ଉଦ୍ଭାବକ।ତାଙ୍କୁ ଦୂରବର୍ତ୍ତୀ [[ରେଡ଼ିଓ]]ର ସ୍ରଷ୍ଟା ବୋଲି କୁହାଯାଏ।ସେ ମାର୍କୋନୀ ଆଇନ ଏବଂ ରେଡିଓ ଟେଲିଗ୍ରାଫ ବ୍ୟବସ୍ଥା ଉଦ୍ଭାବନ କରିଥିଲେ।ତାଛଡା ରେଡ଼ିଓ ଉଦ୍ଭାବନର ଶ୍ରେୟ ମଧ୍ୟ ତାଙ୍କୁ ମିଳିଥିଲା।<ref>http://ieeexplore.ieee.org/xpl/articleDetails.jsp?arnumber=4137304</ref>
 
ମାର୍କୋନୀ ବହୁତ କମ ପାଠ ପଢିଥିଲେ।ସେ ନିଜ ପିତାଙ୍କର ଥିବା ଲାଇବ୍ରେରୀରେ ଥିବା ପୁସ୍ତକ ପଢି ଅଧିକ ଜ୍ଞାନ ଆହାରଣ କରିଥିଲେ।ସେ ବିଦ୍ୟୁତ ଉପରେ ଥିବା ତଥ୍ୟ ପୁସ୍ତକ ଅଧିକାଂଶ ପଢିଥିଲେ।ଔପଚାରିକ ଶିକ୍ଷା ଗ୍ରହଣ କରିବା ପାଇଁ ସେ [[ବାଲୋଗ୍ନା ବିଶ୍ଵବିଦ୍ୟାଳୟବିଶ୍ବବିଦ୍ୟାଳୟ]]କୁ ଯାଇଥିଲେ।ପରେ ସେ ବିଶିଷ୍ଟ ବୈଜ୍ଞାନିକ [[ଅଗଷ୍ଟୋ ରିଘି]]ଙ୍କ ଅଧିନରେ ପାଠପଢିବା ସହ ଇଲେକ୍ଟୋମ୍ୟାଗ୍ନେଟିକ ୱ୍ଏଭ (ବିଦ୍ୟୁତଚୁମ୍ବକୀୟ ତରଙ୍ଗ) ଉପରେ ଗବେଷଣା କଲେ।
== ଉଦ୍ଭାବନ ଓ ସଫଳତା ==
୧୮୯୫ ମସିହାରେ ମାତ୍ର ୨୧ ବର୍ଷ ବୟସରେ ସେ ଏହି ବିଦ୍ୟୁତଚୁମ୍ବକୀୟ ତରଙ୍ଗ ବ୍ୟବହାର କରି ନିଜ ଘରଠାରୁ ଅଳ୍ପ ଦୂରରେ ଥିବା କାର୍ଯ୍ୟସ୍ଥଳୀରେ ବେଲ୍ ବଜାଇପାରିଥିଲେ।ଏହା ପରେ ସେ ଆଣ୍ଟିନା ବ୍ୟବହାର କରି ସେ ଦୁଇ ମାଇଲ ପର୍ଯ୍ୟନ୍ତ ସିଗନାଲ୍ ପଠେଇ ପାରିଥିଲେ।ତାଙ୍କଦ୍ଵାରାପାରିଥିଲେ।ତାଙ୍କଦ୍ବାରା ଉଦ୍ଭାବିତ ବ୍ୟବସ୍ଥାକୁ [[ଇଟାଲୀ]]ର ଡାକ ଓ ତାର ବିଭାଗ ଗ୍ରହଣ କରିନଥିଲା।ତେଣୁ ସେ ଏହି ସଫଳତାକୁ [[ଇଂଲଣ୍ଡ]]ରେ ପହଞ୍ଚାଇଥିଲେ।ସେଠାରେ ସାହାଯ୍ୟ ଓ ସମର୍ଥନ ପାଇବାପରେ ସେ ୩୨ ମାଇଲ ଦୂର ଥିବା ସ୍ଥାନକୁ ୱ୍ଏୟାରଲେସ ସିଗନାଲ ପଠେଇଥିଲେ।ତାଙ୍କଦ୍ଵାରାପଠେଇଥିଲେ।ତାଙ୍କଦ୍ବାରା ଉଦ୍ଭାବିତ କୈଶଳ ମଧ୍ୟ ବ୍ୟବସାୟିକ ସଫଳତା ଲାଭ କରିଥିଲା।ସେ [[ଆମେରିକା]]ରେ ପ୍ରତିଷ୍ଠା କରିଥିଲେ ଏକ ୱ୍ଏୟାରଲେସ ସିଗନାଲ କମ୍ପାନୀ।ମାତ୍ର ପରବର୍ତ୍ତୀ ସମୟରେ [[ଆମେରିକା]] ସରକାର ତାକୁ ନିଜ ଅଧିନକୁ ନେଇଥିଲେ।[[ବ୍ରିଟେନ]]ରେ ଥିବା ତାଙ୍କର ଏକ କମ୍ପାନୀ ସର୍ବସାଧାରଣ ରେଡିଓ ପ୍ରସାରଣ ସେବା ଆରମ୍ଭ କରିଥିଲେ।ପରେ ତାହା [[ବିବିସି]] ନାମରେ ପରିଚିତ ହେଇଥିଲା।<ref>http://www.biography.com/people/guglielmo-marconi-9398611</ref><ref>http://lilt.ilstu.edu/sdperry/marconi.htm</ref>
 
[[ବିଶ୍ଵବିଶ୍ବ]]ରେ ବିଭିନ୍ନ ସ୍ଥାନରେ ଥିବା ବ୍ରିଟିଶ କଲୋନୀ ସହ ଯୋଗାଯୋଗ ପାଇଁ ସେ ୧୯୨୪ରେ [[ଇଂଲଣ୍ଡ]]ର କେତେକ ସ୍ଥାନରେ ୱ୍ଏୟାରଲେସ ଷ୍ଟେସନ ପ୍ରତିଷ୍ଠା କରିଥିଲେ।[[ରୋମ]]ରେ ମଧ୍ୟ [[ପୋପ]]ଙ୍କ ବାର୍ତ୍ତା ପ୍ରସାରଣ ପାଇଁ [[ରେଡିଓ]] ସେବା ଆରମ୍ଭ କରିଥିଲେ।
== ପୁରସ୍କାର ==
ୱ୍ଏୟାରଲେସ ଟେଲିଗ୍ରାଫର ବିକାଶ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ୧୯୦୯ରେ [[ନୋବେଲ ପୁରସ୍କାର]] ପାଇଥିଲେ।