"କଲମ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ ଵ ବଦଳରେ ବ, as per https://or.wikipedia.org/wiki/topic:Up86qjal0bt4nlce
୨ କ ଧାଡ଼ି:
[[ଫାଇଲ:03-BICcristal2008-03-26.jpg|thumb|ଏକ କଲମ]]
[[File:A golden silver ball point pen.jpg|thumb|A Luxury ballpoint pen]]
କଲମ କହିଲେ ସାଧାରଣତଃ ଏକ [[ଲେଖନୀ]]କୁ ବୁଝାଇଥାଏ । ଏହି ଲେଖନୀଦ୍ଵାରାଲେଖନୀଦ୍ବାରା କାଗଜ ବା ସେହିଭଳି କିଛି ଜିନିଷ ଉପରେ ଲେଖିହୁଏ ବା କିଛି ଚିହ୍ନ କରିହୁଏ ।<ref><nowiki>http://www.merriam-webster.com/dictionary/pen</nowiki></ref>
== ଇତିହାସ ==
ପୂର୍ବ କାଳରେ ଲୋକମାନେ ଏକ ଟାଣ ଧାତୁ ସାହାଯ୍ୟରେ ତାଳ ପତ୍ରରେ ଲେଖୁଥିଲେ । ଏହା ପରେ ପରେ ମୟୁର ପର ଓ ଦୁଆତରେ ଲେଖିବା ଆରମ୍ଭ କଲେ । ମୟୁର ପର ପରିବର୍ତେ କିଛିଦିନ ପରେ ଏକ ଲେଖନୀ ଯେଉଁଥିରେ କିଛି କାଳି ବା ଦୁଆତ ଭରା ଯାଇପାରିବ ତାହା ବ୍ୟବହାର କରାଗଲା । ଏହାକୁ ଫାଉଣ୍ଟେନ ପେନ କୁହାଯାଉଥିଲା । ଏହାପରେ ଆଧୁନିକ ଯୁଗର କଲମର ଉଦ୍ଭାବନ ହେଲା ।୧୭୭୦ ମସିହାରେ ସାର ଜୋସେପ ପରିସେଟଲି ବଲ ପଏଣ୍ଟ କଲମ ଉଦ୍ଭାବନ କଲେ।
"https://or.wikipedia.org/wiki/କଲମ"ରୁ ଅଣାଯାଇଅଛି