"ଅଗ୍ନୀଶ୍ୱର ମହାଦେବ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ Bot: Automated text replacement (- ରେ +ରେ ) |
ଟିକେ ଵ ବଦଳରେ ବ as per https://or.wikipedia.org/wiki/topic:Up86qjal0bt4nlce |
||
୧ କ ଧାଡ଼ି:
[[ଜଗନ୍ନାଥ ମନ୍ଦିର]]ରେ ତାଙ୍କୁ ବେଢି ରହିଛନ୍ତି ଅନେକ ଦେବା ଦେବୀ । ତାଙ୍କ ପାକଶାଳାର ଅଗ୍ନିକୁ ଘେରି ରହିଛନ୍ତି '''
==ଧାର୍ମିକ
କଥିତ ଅଛି, ଏହି [[ଶିବ]] ହେଉଛନ୍ତି ଅଗ୍ନି ସ୍ୱରୂପ । ତେଣୁ ତାଙ୍କ ପାଖ ଦେଇ [[ଜଗନ୍ନାଥ]]ଙ୍କ ଭୋଗ ଉଦ୍ଦେଶ୍ୟରେ ବୁହାଯାଉଥିବା ଅନ୍ନ ବ୍ୟଞ୍ଜନାଦୀ କୌଣସି ସମୟରେ ସିଦ୍ଧ ହୋଇ ନଥିଲେ, ତାହା ଏହାଙ୍କ ଦୃଷ୍ଟି ପଡିବା ମାତ୍ରେ ସିଦ୍ଧ ହୋଇଯାଏ । ଏହି ଅଗ୍ନି ଦେବଙ୍କ ଦର୍ଶନରେ ସମସ୍ତ ପାପ ନାଶ ହୁଏ । ମୁକ୍ତି ଚିନ୍ତାମଣି ଗ୍ରନ୍ଥ ଅନୁସାରେ
<poem>''ଅଗ୍ନିଶ୍ୱରଂ ମହାରୁଦ୍ରଂ ବିଷ୍ଣୁପାକ ବିଶୋଧକମ''
''
ଅର୍ଥାତ, ହେ
==ମନ୍ଦିରର ଅବସ୍ଥାନ ==
===ଶ୍ରୀମନ୍ଦିର ବେଢ଼ା ଭିତରେ===
[[ଜଗନ୍ନାଥ ମନ୍ଦିର]] ବେଢାରେ ଏହି ମନ୍ଦିର ଛୋଟ ହେଲେ ମଧ୍ୟ ଏହାର ପ୍ରସିଦ୍ଧି ରହିଛି । [[ଶ୍ରୀମନ୍ଦିର]] [[ବାଇଶି ପାହାଚ]] ଅତିକ୍ରମ କରି କୁର୍ମା ବା ଭିତର ବେଢାରେ ପହଞ୍ଚିବା ପରେ ଭୋଗ ମଣ୍ଡପ ମନ୍ଦିରର ସମୁଖ ତଥା ପାକଶାଳା ପରଜନତା ଯାଇଥିବା ରାସ୍ତାର ଆଗ୍ନେୟ କୋଣକୁ ଲାଗି
===ଶ୍ରୀମନ୍ଦିର ବେଢ଼ା ବାହାରେ===
[[ଶ୍ରୀମନ୍ଦିର
== ଆଧାର ==
{{ଆଧାର}}
|