"ମହମ୍ମଦ ଅଜିଜ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{ତିଆରି ଚାଲିଛି}} {{prettyurl|Mohammed Aziz}} {{Infobox person |image = Bollywood Playback S..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଜୀବନୀ
୧ କ ଧାଡ଼ି:
{{prettyurlଛୋଟ|Mohammed Aziz}}
{{ତିଆରି ଚାଲିଛି}}
{{prettyurl|Mohammed Aziz}}
{{Infobox person
|image = Bollywood Playback Singers-Mohammed Aziz.jpg
Line ୬ ⟶ ୫:
|image_size =
|alt =
|birth_name = ସୟଦ ମହମ୍ମଦ ଅଜିଜ ଉନ୍‌ ନଵୀ
|birth_date = {{Birth date|1954|07|02|df=y}}
|birth_place = ଗୁମାଅଶୋକନଗର, ଉତ୍ତର ୨୪ ପ୍ରଗଣା,[[ପଶ୍ଚିମ ବଙ୍ଗ]]
|death_date = {{death date and age|2018|11|27|1954|07|02|df=y}}
|death_place = [[ମୁମ୍ବାଇ]]
|death_cause =
|resting_place =
Line ୨୦ ⟶ ୧୯:
|alma_mater =
|spouse =
|children = ସାନା
|parents =
|awards =
Line ୨୯ ⟶ ୨୮:
}}
 
'''ମହମ୍ମଦ ଅଜିଜ''' (୨ ଜୁଲାଇ ୧୯୫୪ – ୨୭ ନଭେମ୍ବର ୨୦୧୮) [[ଓଡ଼ିଆ ଭାଷା|ଓଡ଼ିଆ]] [[ଓଡ଼ିଆ ସିନେମା|ଚଳଚ୍ଚିତ୍ର ଜଗତ]]ର ଜଣେ ପ୍ରଛଦପଟ ଗାୟକ ଥିଲେ ।<ref>https://www.news18.com/photogallery/music/shocking-celebrity-deaths-singer-mohammed-aziz-passes-away-at-64-1855123.html</ref> "ମୁଁ ପରଦେଶୀ ଚଢ଼େଇ", "ମନର ଦେଶରେ ପ୍ରେମର ସହର", "ମନ ମୋର ଏକ କାଗଜର ନାଆ" ଆଦି ଲୋକପ୍ରିୟ ଗୀତରେ ସେ କଣ୍ଠଦାନ କରିଥିଲେ । "ରୂପା ଶଗଡ଼ିରେ ସୁନା କନିଆ" ଥିଲା ତାଙ୍କର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଗୀତ । ଓଡ଼ିଆ ବ୍ୟତିତ ସେ ହିନ୍ଦୀ ଓ ବଙ୍ଗଳା ଚଳଚ୍ଚିତ୍ରପାଇଁ ମଧ୍ୟ କଣ୍ଠଦାନ କରିଥିଲେ ।<ref>https://www.news18.com/news/movies/veteran-singer-mohammed-aziz-passes-away-1952517.html</ref>
 
== ଜୀବନୀ ==
ମହମ୍ମଦ ଅଜିଜଙ୍କର ପୁରାନାମ ଥିଲା ସୟଦ ମହମ୍ମଦ ଅଜିଜ ଉନ୍‌ ନଵୀ । ସେ ୧୯୫୪ମସିହାରେ [[ପଶ୍ଚିମ ବଙ୍ଗ]]ର [[ଉତ୍ତର ୨୪ ପରଗଣା ଜିଲ୍ଲା]] ଅନ୍ତର୍ଗତ ଅଶୋକନଗରଠାରେ ଜନ୍ମଗ୍ରହଣ କରିଥିଲେ । ସେ [[ମହମ୍ମଦ ରଫି]]ଙ୍କୁ ନିଜର ଗୁରୁ ମାନୁଥିଲେ ଓ ତାଙ୍କରି ସଙ୍ଗୀତ ଅନୁସରଣ କରୁଥିଲେ । ବଙ୍ଗଳା ଚଳଚ୍ଚିତ୍ର "ଜ୍ୟୋତି"ରୁ ସେ ପ୍ରଚ୍ଚଦପଟ୍ଟ ଗାୟନ ଆରମ୍ଭ କରିଥିଲେ ।<ref>http://sambad.in/india-and-beyond/mahamood-aziz-no-more-254672/</ref> ୧୯୮୪ ମସିହାରେ ଚଳଚ୍ଚିତ୍ର "ଅମ୍ବର"ଥିଲା ତାଙ୍କର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର । "ମର୍ଦ୍ଦ" ଚଳଚ୍ଚିତ୍ରର ଗୀତ "ମେଁ ମର୍ଦ୍ଦ ଟାଙ୍ଗେୱାଲା" ତାଙ୍କୁ ଲୋକପ୍ରିୟତା ଆଣିଦେଇଥିଲା । ପରେ ସେ ବହୁ ହିନ୍ଦୀ ଚଳଚ୍ଚିତ୍ରରେ କଣ୍ଠଦାନ କରିଥିଲେ ।<ref>https://odishareporter.in/nation/popular-playback-singer-mohammed-aziz-dies-at-64-306489</ref> ୧୯୮୫ ମସିହାର ଓଡ଼ିଆ ଚଳଚ୍ଚିତ୍ର [[ଜଗା ହାତରେ ପଘା]]ରୁ ସେ ଓଡ଼ିଆ ଗୀତ ଗାଇବା ଆରମ୍ଭ କରିଥିଲେ । ଭଜନ, ଜଣାଣ, ଆଧୁନିକ ଓ ଚଳଚ୍ଚିତ୍ର ଗୀତ ସବୁପ୍ରକାର ଓଡ଼ିଆ ଗୀତ ସେ ଗାଇଥିଲେ ।<ref>http://www.samajalive.in/bollywood-playback-singer-mohammad-aziz-dies-at-64/50920.html</ref>
 
୨୦୧୮ ମସିହା ନଭେମ୍ବର ୨୭ତାରିଖରେ [[ମୁମ୍ବାଇ]]ର ନାନାବତୀ ହାସାପାତାଲରେ ତାଙ୍କର ପରଲୋକ ଘଟିଥିଲା ।<ref>https://indianexpress.com/article/entertainment/bollywood/mohammed-aziz-dead-5467587/</ref>
 
== ଓଡ଼ିଆ ଚଳଚ୍ଚିତ୍ରରେ ଅବଦାନ ==
ମହମ୍ମଦ ଅଜିଜ ଗାଇଥିବା ପ୍ରମୁଖ ଓଡ଼ିଆ ଗୀତ ଥିଲା :
* [[ମାନିନୀ]]
* [[ସୁନା ଚଢ଼େଇ]]
* [[ଜଗା ହାତରେ ପଘା]]
 
== ଆଧାର ==