"ଉଦ୍ଭିଦ ବିଜ୍ଞାନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେNo edit summary |
Kcm.wiki88 (ଆଲୋଚନା | ଅବଦାନ) ଟିକେ added introduction |
||
୧ କ ଧାଡ଼ି:
{{ତିଆରି ଚାଲିଛି}}
[[ବିଜ୍ଞାନ|ବିଜ୍ଞାନର]] ଯେଉଁ ବିଭାଗରେ [[ଉଦ୍ଭିଦ]] ତଥା ସେମାନଙ୍କ ବିଶେଷତ୍ଵ ବିଷୟରେ ଅଧ୍ୟୟନ କରାଯାଏ ତାହାକୁ ଉଦ୍ଭିଦବିଜ୍ଞାନ କୁହାଯାଏ । ଏହି ବିଷୟକୁ ଅଧ୍ୟୟନ କରୁଥିବା ଲୋକଙ୍କୁ ଉଦ୍ଭିଦବି଼ଜ୍ଞାନୀ (Botanist) କୁହାଯାଏ । ଇଂରାଜୀରେ ଏହି ବିଷୟକୁ Botany (ଗ୍ରୀକ୍ ଶବ୍ଦ ''botanē'' ରୁ ଆନୀତ) କୁହାଯାଏ ।
ଥିଓଫ୍ରାଷ୍ଟସ୍ (Theophrastus ) ଙ୍କୁ ଉଦ୍ଭିଦବିଜ୍ଞାନର ଜନକ ବୋଲି କୁହଯାଏ।<ref>{{Cite web|url=https://www.encyclopedia.com/science/encyclopedias-almanacs-transcripts-and-maps/origins-botany|title=The Origins of Botany|last=|first=|date=|website=|archive-url=|archive-date=|dead-url=|access-date=November 22, 2017}}</ref> <ref>{{Cite web|url=http://www.wildfoodschool.com/history-of-botany.htm|title=The Origins of Botany|last=|first=|date=|website=|archive-url=|archive-date=|dead-url=|access-date=November 22, 2018}}</ref> କିନ୍ତୁ ଆଦିମ କାଳରୁ ଉଦ୍ଭିଦ ମାନଙ୍କୁ ଖାଦ୍ୟ, ଔଷଧ ଇତ୍ୟାଦିରେ ବ୍ୟବହାର କରାଯାଇ ଆସୁଥିଲା ଏବଂ ଅନେକ ପ୍ରାଚୀନ ସଭ୍ୟତାରେ ବିଭିନ୍ନ ଶ୍ରେଣୀ ଯଥା ଶସ୍ଯ, ଔଷଧ ଓ ବିଷାକ୍ତ - ଜାତିରେ ବିଭାକ୍ତ କରିଥିଲେ। ପ୍ରାଚୀନ ଇଉରୋପ ଉଦ୍ୟାନ ମାନଙ୍କରେ ଫୁଲଗଛ ମାନଙ୍କ ଚିହ୍ନଟ, ବର୍ଗୀକରଣ ଏବଂ ନାମକରଣର ଆବଶ୍ୟକତା ପଡିଥିଲା। ବୈଜ୍ଞାନିକ ପଦ୍ଧତିରେ ଉଦ୍ଭିଦ ଶ୍ରେଣୀଭୁକ୍ତ କରିବା କାର୍ଯରୁ ଆଧୁନିକ ଉଦ୍ଭିଦବିଜ୍ଞାନର ଅୟମାରମ୍ଭ ହୋଇଥିଲା। [[କ୍ୟାରୋଲସ୍ ଲିନିୟସ୍]] ଉଦ୍ଭିଦ ମାନଙ୍କା ବିଭ୍ଭିନାତା କୁ ଅଧ୍ୟୟନ କରି binomial nomenclature ପଦ୍ଧତି ''ସିଷ୍ଟେମାନଚୁରେ'' ନାମକ ପୁସ୍ତକରେ ବର୍ଣ୍ଣନା କରିଥିଲେ। ଏହା ଦ୍ୱାରା ଚିହ୍ନଟ, ବର୍ଗୀକରଣ ଏବଂ ନାମକରଣ ସହଜରେ କରାଯାଇପାରିଲା। [[ଚାର୍ଲସ୍ ଡାରୱିନ୍]] ଉଦ୍ଭିଦ ବିବର୍ତ୍ତନ କୁ ଅଧ୍ୟୟନ କରିଥିଲେ।
୧୯ଂଶ ତଥା ୨୦ଂଶ ଶତବ୍ଦୀରେ ଉନ୍ନତ ବୈଷୟିକ ତଥା ବୈଜ୍ଞାନିକ କ୍ଔଶଳରେ ଅଗ୍ରଗତି ଯୋଗୁँ ଉଦ୍ଭିଦକୋଷ, ରସାୟନବିଜ୍ଞାନ, ବଂଶାନୁକ୍ରମ ର ଅଧ୍ୟୟନ କରଗଲା। ଗତ ଦୁଇ ଦଶକରେ D.N.A sequencing ପଦ୍ଧତି ଦ୍ୱରା ଉଦ୍ଭିଦର ବିକାଶ ଏବଂ ବୃଦ୍ଧିକୁ ଅଧ୍ୟୟନ କରଯାଉଛି।
ଆମେ ଊଦ୍ଭିଦଜାତ ଦ୍ରବ୍ୟକୁ ମୁଖ୍ୟ ଖାଦ୍ୟ ଭାବେ ବ୍ୟବହାରକରୁ। ଧାନ, ଗହମ ଓ ମକା କୁ ମୁଖ୍ୟତ୍ଃ ପ୍ରଧାନ ଖଦ୍ୟା ଭବେ ଗ୍ରହଣ କରଯାଏ। କାଠ, ରବର, ଝୋଟ, ମହୁ, ଔଷଧଜାତୀୟ ଦ୍ରବ୍ୟ ପାଇँ ଆମେ ଉଦ୍ଭିଦ ମାନଙ୍କ ଉପରେ ନିର୍ଭରଶୀଳ। ମାଟିରୁ ଜଳ, ବାୟୁ ମଣ୍ଡଳରୁ ଅଙ୍ଗାରକାମ୍ଲ ବାଷ୍ପ ଏବଂ ସୁର୍ଯ୍ୟାଲୋକକୁ ବ୍ୟବହାର କରି ଆଲୋକଶ୍ଲେଷଣ ପ୍ରକ୍ରିୟାରେ ସବୁଜ ଉଦ୍ଭିଦ ମାନେ ଶର୍କରା ଓ ଜୀବନଦାୟୀ ଅମ୍ଲଜାନ ବାଷ୍ପ ପ୍ରସ୍ତୁତ କରିଥାନ୍ତି। ତେଣୁ ପରିବେଶ ସନ୍ତୁଳନରେ ଉଦ୍ଭିଦ ମାନେ ମହତ୍ୱପୁର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ସବୁଦୃଷ୍ଟିରୁ ଦେଖିଲେ ଧରା ପୃଷ୍ଠରେ ମଣିଷ ତଥା ଅନ୍ଯ ପ୍ରାଣୀ ମାନେ ବଞ୍ଚିବା ପାଇँ ଉଦ୍ଭିଦଜଗତ ଅତ୍ୟାବଶ୍ୟକ।
ଜନସଂଖ୍ୟା ବିସ୍ଫୋରଣ ତଥା ଜଳବାୟୁ ପରିବର୍ତ୍ତନ ଯୋଗୁ ଖଦ୍ୟାଭାବ ଆଜି ଉଦ୍ଭିଦବି଼ଜ୍ଞାନୀ ମାନଙ୍କ ପାଇँ ନୂଆ ଚ୍ଯାଲେଞ୍ଜ୍ ଭାବରେ ଠିଆ ହୋଇଛି। [[ଜୈବପ୍ରଯୁକ୍ତି|ଜୈବପ୍ରଯୁକ୍ତିବିଦ୍ୟା]] କୁ ଉପଯୋଗ କରି ଉଦ୍ଭିଦବିଜ୍ଞାନୀ ମାନେ ଅନେକ ନୂଆ ଓ ଉନ୍ନତ କିସମ ଉଭ୍ବିଦ ତିଆରି କରିବରେ ଲବିଛନ୍ତି। ଜାଟ୍ରୋଫା ପରି ଉଦ୍ଭିଦରୁ ଜାଳେଣି ବହାର କରି ଶକ୍ତି ସଙ୍କଟ ଦୂର କରିବରେ ଲାଗିଛନ୍ତି।
== ଇତିହାସ ==
Line ୭ ⟶ ୧୫:
== ଉଦ୍ଭିଦ ବିବର୍ତ୍ତନ ==
== ଅଧିକ ଜାଣନ୍ତୁ ==
[https://www.youtube.com/watch?v=cVDpdmlpZKw Botany A Blooming History]
|