"ନୱସୀନ ନହରୀନ ମୋଉ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"{{Infobox person | name = ନୱସୀନ ନହରୀନ ମୋଉ | image = Nawsheen Nahreen..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ଟିକେNo edit summary
୩୪ କ ଧାଡ଼ି:
}}
 
'''ନୱସୀନ ନହରୀନ ମୋଉ''' ({{lang-bn|নওশীন}}) ({{Birth date|1985|08|15}}) ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଯିଏକି ଦୂରଦର୍ଶନ ଏବଂ ବଙ୍ଗଳାଦେଶର କଥାଚିତ୍ର ଜଗତରେ ଅଭିନୟ କରନ୍ତି । ସେ ପ୍ରାର୍ଥନା, ମୁଖୋଷ ମନୁଷ ଆଦି ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ରରେ କାର୍ଯ୍ୟ କରିଥିଲେ । ଏତଦ୍ ବ୍ୟତୀତ ସେ ଜଣେ ମଡେଲ, ଦୂରଦର୍ଶନ ତ‌ଥା ରେଡ଼ିଓ ଉପସ୍ଥାପିକା ଏବଂ ସେ ବିଭିନ୍ନ ମଞ୍ଚରେ ମଧ୍ୟ ବିଭିନ୍ନ ନାଟକରେ ଅଭିନୟ କରିଛନ୍ତି ୨୦୦୭ ମସିହାରୁ ସେ ବିଭିନ୍ନ ଦୂରଦର୍ଶନ ବିଜ୍ଞାପନ ଏବଂ ଖବର କାଗଜ ତ‌ଥା ପ୍ରିଣ୍ଟି ମିଡ଼ିଆ ବିଜ୍ଞାପନରେ ଜଣେ ମଡେଲ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ସେ ରେଡ଼ିଓର ଜଣେ ଉପସ୍ଥାପିକା ଭାବରେ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ରେଡ଼ିଓ ଟୁ-ଡେ, ରେଡ଼ିଓ ଫ୍ରୁଟି, ଧମାକା ଏଫ୍ଏମ୍ ଏବଂ ରେଡ଼ିଓ ଅମ୍ବର ଭଳି ବେତାର କେନ୍ଦ୍ରରେ ପ୍ରଯୋଜିକା ଭାବରେ କାର୍ଯ୍ୟ କରିଥିଲେ ।<ref name="radio">{{Cite web|url=https://www.thedailystar.net/news-detail-42203|title=Exuberance in the air {{!}} The Daily Star|last=|first=|date=|website=The Daily Star|archive-url=|archive-date=|dead-url=|access-date=2018-08-11}}</ref>
 
==ଆଧାର==
{{ଆଧାର}}