"ମ୍ୟୁଚୁଆଲ ଫଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେNo edit summary
୨ କ ଧାଡ଼ି:
[[ଫାଇଲ:Top Mutual Fund Analysis.jpg|thumb|[[ମ୍ୟୁଚୁଆଲ ଫଣ୍ଡ]]‎ର ଅନ୍ତରୀଣ ପ୍ରକ୍ରିୟାର ଏକ ଝଲକ ]]
{{ଛୋଟ|Mutual Fund}}
'''ମ୍ୟୁଚୁଆଲ‌୍''' ଫଣ୍ଡ୍ [[ଶେୟାର ବଜାର|ବିତ୍ତୀୟ ବଜାର]]<nowiki/>ର ବିଭିନ୍ନ ସାଧନରେ [[ପୁଞ୍ଜି ନିବେଶ]]ର ସୁଯୋଗ ନେଇ ନିବେଶକମାନଙ୍କୁ ସାମୟିକ ଆୟ ଓ ପୁଞ୍ଜି ବର୍ଦ୍ଧନର ସୁଯୋଗ ପ୍ରଦାନ କରିବା ହେଉଛି ମ୍ୟୁଚୁଆଲ‌୍ ଫଣ୍ଡର ପ୍ରାଥମିକ ଲକ୍ଷ୍ୟ । ମ୍ୟୁଚୁଆଲ‌୍ ଫଣ୍ଡ୍ ଗୁଡିକଦ୍ବାରା ଜାରି ବିଭିନ୍ନ ପରିକଳ୍ପନା ଅନୁଯାୟୀ ସେଥିରେ ବୃହତ‌୍‍ ପରିମାଣର ପୁଞ୍ଜି ଏକତ୍ରୀକରଣ ତଥା ପ୍ରବନ୍ଧନ କରାଯାଏ । ଏହି ଅର୍ଥ ବିଭିନ୍ନ ପ୍ରକାରର ନିବେଶକମାନଙ୍କଠାରୁ ଏକୀକୃତ ହୋଇଥାଏ । ବିଭିନ୍ନ ପ୍ରକାରର ନିବେଶକ ଯଥା- ସାଧାରଣ ଓ ସଂସ୍ଥାଗତ ନିବେଶକମାନଙ୍କର ଭିନ୍ନଭିନ୍ନ ଲକ୍ଷ୍ୟକୁ ଦୃଷ୍ଟି ରଖି ମ୍ୟୁଚୁଆଲ‌୍ ଫଣ୍ଡ୍ ମାନେ ବିଭିନ୍ନ ଯୋଜନାମାନ ପ୍ରବର୍ତ୍ତିତ କରିଥାନ୍ତି । ମ୍ୟୁଚୁଆଲ‌୍ ଫଣ୍ଡ୍ ଗୁଡିକ, ନିଜର ନିବେଶ ଲକ୍ଷ୍ୟ ଘୋଷିତ କରି ଜନତାଙ୍କଠାରୁ ପୁଞ୍ଜି ଆହରଣ କରନ୍ତି । ଏହି ଯୋଜନାର ନିର୍ମାଣ ସଂରଚନା ଅନୁଯାୟୀ ନିବେଶକଙ୍କଠାରୁ ଗୋଟିଏ ନିର୍ଦ୍ଧିଷ୍ଟ ସମୟ ଲାଗି ଅଥବା ନିୟମିତ ଭାବରେ ପୁଞ୍ଜି ଆହରଣ କରାଯାଏ । ଏହି ଏକତ୍ରୀତ ରାଶିକୁ କେତୋଟି ନିର୍ଦ୍ଦିଷ୍ଟ ‘ଏକକ’ ବା ୟୁନିଟ‌୍‍ରେୟୁନିଟ‌ରେ ରୂପାନ୍ତରିତ କରାଯାଏ । ସାଧାରଣତଃ ପ୍ରତ୍ୟେକ ୟୁନିଟ‌୍‍ର ପ୍ରାଥମିକ ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହୋଇଥାଏ । ୟୁନିଟ‌୍‍ ସଂଖ୍ୟାକୁ ଫେସ‌୍‍ ଭାଲ୍ୟୁରେ ଗୁଣନ କଲେ ଯୋଜନାର ସମ୍ପତ୍ତି ମିଳିଥାଏ । ପ୍ରତ୍ୟେକ ଯୋଜନା ଅନ୍ତର୍ଗତ କରାଯାଇଥିବା ନିବେଶ, ଲାଭାଂଶ ଓ ସୁଧ ପ୍ରାପ୍ତ କରେ ।
 
 
୮୭ କ ଧାଡ଼ି:
* ଓପନ ଏଂଡେଡ଼ ଫଣ୍ଡର ଯଦି ଆପଣ ନିବେଶ କରିଛନ୍ତି ତେବେ ଆପଣ ଆପଣଙ୍କର ୟୁନିଟ ବିକ୍ରି କରି, ବଜାର ଦର ହିସାବରେ ସେହିଦିନରେ ହିଁ ଟଙ୍କା ପାଇପାରିବେ ।
*ଏହାଦ୍ୱାରା ଆପଣ ବିଶେଷଜ୍ଞ ଫଣ୍ଡ୍ ମ୍ୟାନେଜର ମାନଙ୍କଠୁ ସାହାର୍ଯ୍ୟ ନେଇପାରିବେ । ସେମାନେ ବଜାର ଅବସ୍ଥାକୁ ଭଲ ଭାବରେ ଅନୁଧ୍ୟାନ କରନ୍ତି ଏବଂ ଆବଶ୍ୟକ ମୁତାବକ ନିବେଶ କରିଥାନ୍ତି ।
*ଆପଣ ଚାହିଁଲେ ବିଦେଶୀ ମାଟିରେ ଥିବା କମ୍ପାନୀ ଗୁଡ଼ିକରେ ମଧ୍ୟ ନିବେଶ କରିପାରିବେ । ଏହାଛଡ଼ା କିଛି ଶେୟାର ଯାହାର ମୂଲ୍ୟ ସାଧାରଣ ନିବେଶକ ମାନଙ୍କ ପକ୍ଷେ କିଣିବା ସମ୍ଭବ ନୁହେଁ ମ୍ୟୁଚୁଆଲ ଫଣ୍ଡ୍ଦ୍ୱାରାଫଣ୍ଡଦ୍ୱାରା କିଣାବିକା କରିପାରିବେ ।
*ଏକ ନିର୍ଦ୍ଧିଷ୍ଟ ପ୍ରକାର ଫଣ୍ଡ୍ଦ୍ୱାରାଫଣ୍ଡଦ୍ୱାରା ଆପଣ ଖଜଣା ଡବାରୁ ରିହାତି ମଧ୍ୟ ପାଇପାରିବେ, ସେହି ଫଣ୍ଡର ପ୍ରକାରକୁ ଇଏଲଏସଏସ କୁହାଯାଇଥାଏ ।
*ଏହାର ପରିଚାଳନା ସ୍ୱଚ୍ଛ ଅଟେ ଏବଂ ଏହା ସରକାରୀ ସଂସ୍ଥାଦ୍ୱାରା ହୋଇଥାଏ ।<ref>https://www.investopedia.com/investing/advantages-of-mutual-funds/</ref><ref>https://www.bankbazaar.com/mutual-fund/mutual-funds-advantages.html?ck=Y%2BziX71XnZjIM9ZwEflsyInYOiGIfXvLyqG1kyDwZLWZC0TqFEkhF6ljN6nbC1ZXXBwImSfaF7%2BS%0AmJOG7qYyyg%3D%3D&rc=1</ref><ref name=":0">https://groww.in/blog/advantages-disadvantages-mutual-funds-india/</ref>
 
୧୪୪ କ ଧାଡ଼ି:
 
==== ଏସ.ଆଇ.ପି. ====
ଏସ.ଆଇ.ପି.ରେ ଜଣେ ମାସକୁ ମାସ ବା ଅର୍ଧମାସରେ ଥରେ କିମ୍ବା ତିନିମାସରେ ଥରେ କିମ୍ବା ଛ'ମାସରେ ଥରେ ନିବେଶ କରିପାରିବେ ।ଠାରେ।ଏଠାରେ ଆପଣ ପ୍ରାରମ୍ଭରେ ସମୟ ଅନ୍ତରାଳ ନିର୍ଧାରଣ କରିଦେଲେ ସେହି ସମୟରେ ନିବେଶକାରୀର ବିନା କୌଣସି ହସ୍ତକ୍ଷେପରେ ପୁଞ୍ଜି ନିବେଶକାରୀ ସଞ୍ଚୟ ଖାତାରୁ କଟି ମ୍ୟୁଚୁଆଲ ଫଣ୍ଡକୁ ଆସିଯାଇ ଥାଏ । ଏହା ଲୋକଙ୍କୁ ନିବେଶ କରିବାକୁ ଶୃଙ୍ଖଳିତ କରିଥାଏ । ବହୁତ କମ ପରିମାଣରେ (ଯଥା ୧୦୦ ଟଙ୍କାରୁ) ମଧ୍ୟ ଏହି ଉପାୟରେ ଜଣେ ମାସକୁ ମାସ ନିବେଶ କରିପାରିବେ ।<ref name=":4">https://www.businesstoday.in/opinion/columns/sip-vs-lumpsum-investing-what-works-better/story/231262.html</ref>
 
==== ଲମ୍ପ୍ ସମ୍ ====
ଲମ୍ପ୍ ସମ୍ରେସମରେ ଏକା ଥରକରେ ଆପଣ ନିବେଶ କରିପାରିବେ । ଥରକୁ ଥର ବାରମ୍ବାର ପୁଞ୍ଜି ଦେବାକୁ ପଡେ ନାହିଁ ।<ref name=":4" />
 
=== କ୍ଷତି ଆଶଙ୍କାର ପ୍ରକାର ହିସାବରେ ===