"ଲକ୍ଷ୍ମୀପୁର (ବିଧାନ ସଭା ନିର୍ବାଚନ ମଣ୍ଡଳୀ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରୁ +ରୁ )
୨୦୧୪ ନିର୍ବାଚନ ସମ୍ପର୍କରେ ଉଲ୍ଲେଖ କଲି।
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨ କ ଧାଡ଼ି:
! colspan="2" bgcolor="#DEFFAD" | ଲକ୍ଷ୍ମୀପୁର ବିଧାନ ସଭା ନିର୍ବାଚନ ମଣ୍ଡଳୀ
|-
| ଭୋଟର ସଂଖ୍ୟା (୨୦୦୯୨୦୧୪): || ୧,୪୪୫୫,୪୧୪୧୧୬
|-
| ଜିଲ୍ଲା: || [[କୋରାପୁଟ ଜିଲ୍ଲା|କୋରାପୁଟ]]
୧୮ କ ଧାଡ଼ି:
 
ଲକ୍ଷ୍ମୀପୁର (କ୍ରମିକ ସଂଖ୍ୟା: ୧୪୧) [[କୋରାପୁଟ ଜିଲ୍ଲା]] ଅନ୍ତର୍ଗତ ଏକ [[ଓଡ଼ିଶା ବିଧାନ ସଭା|ବିଧାନ ସଭା]] [[ଓଡ଼ିଶାର ବିଧାନ ସଭା ନିର୍ବାଚନ ମଣ୍ଡଳୀ ତାଲିକା|ନିର୍ବାଚନ ମଣ୍ଡଳୀ]] ।<ref>{{cite web |url= http://www.empoweringindia.org/new/constituency.aspx?eid=283&cid=141 |title=Lakshmipur Assembly Election 2009, Orissa |work=empoweringindia.org |quote=Constituency: Lakshmipur (141) District : Koraput |accessdate=21 June 2013}}</ref>
ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଲକ୍ଷ୍ମୀପୁର ବ୍ଳକ, ଦଶମନ୍ତପୁର ବ୍ଳକ, ବନ୍ଧୁଗାଁ ବ୍ଳକ ଓ ନାରାୟଣପାଟଣା ବ୍ଳକ ।<ref>[http://eci.nic.in/delim/Final_Publications/Orissa/orissa.pdf Assembly Constituencies and their Extent]</ref><ref>[http://eci.nic.in/delim/paper1to7/Orissa.xls Seats of Odisha]</ref>
 
ଗତ ୨୦୧୪ ନିର୍ବାଚନରେ [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ କୈଳାଶ ଚନ୍ଦ୍ର କୁଳେଶିକା [[ବିଜୁ ଜନତା ଦଳ]] ପ୍ରାର୍ଥିନୀ ହେମା ଗମାଙ୍ଗଙ୍କ ଠାରୁ ୨୨୪୭୩ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।<ref name=":0">https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf</ref>
 
ଗତ ୨୦୦୯ ନିର୍ବାଚନରେ [[ବିଜୁ ଜନତା ଦଳ]] ପ୍ରାର୍ଥୀ ଝିନ ହିକକା, [[ଭାରତୀୟ ଜାତୀୟ କଂଗ୍ରେସ]] ପ୍ରାର୍ଥୀ ହେମ ଗମାଙ୍ଗଙ୍କଠାରୁ ୩,୪୦୬ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।<ref>{{cite web |url= http://leadtech.in/infoelection/index.php/odisha/431-odisha-election-result-2009-votemargin.html |title=Orissa Election Result 2009 With Vote Margin|work=leadtech.in |quote= 3406|accessdate=21 April 2013}}</ref>
Line ୧୧୭ ⟶ ୧୧୯:
 
==ନିର୍ବାଚିତ ବିଧାୟକଗଣ==
୧୯୭୪ରୁ ୨୦୦୯୨୦୧୪ ମଧ୍ୟରେ ମୋଟ ୯ଥର୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକ ମାନେ ହେଲେ: <ref>{{cite web |url= http://eci.nic.in/eci_main/electionanalysis/AE/S18/partycomp83.htm |title=State Elections 2004 - Partywise Comparision for 83-Lakshmipur Constituency of ORISSA |work=eci.nic.in |year=2006 |quote=List Of Winning Candidates |accessdate=21 June 2013}}</ref><ref>http://orissa.gov.in/e-magazine/orissaannualreference/ORA-2011/pdf/453-501.pdf</ref><ref name=":0" />
 
* ୨୦୧୪: କୈଳାଶ ଚନ୍ଦ୍ର କୁଳେଶିକା (କଂଗ୍ରେସ)
*୨୦୦୯: (୧୪୧): ଝିନ ହିକକା (ବିଜଦ)
*୨୦୦୪: (୮୩): ପୂର୍ଣ୍ଣ ଚନ୍ଦ୍ର ମାଝି (କଂଗ୍ରେସ)