"ସାବତ ମାଆ (ଓଡ଼ିଆ କଥାଚିତ୍ର)‌" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୭ କ ଧାଡ଼ି:
}}
 
'''ସାବତ ମାଆ''', ୨୦୦୩ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଶୋକ କୁମାର ଲେଙ୍କା ଓ ଜ୍ଞାନ ପଟ୍ଟନାୟକ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଶିଶିର ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।<ref>{{cite news |title=ଏହି ପପୁଲାର ନିର୍ଦ୍ଦେଶକଙ୍କ ସହ କାମ କରିନାହାନ୍ତି ଓଲିଉଡ ସୁପରଷ୍ଟାର ଅନୁଭବ |url=https://odisha.live/2018/05/31/ollywood-star-anubhav-mohanty-never-worked-with-these-popular-directors/ |accessdate=27 August 2018 |work=OdishaLIVE |date=31 May 2018 |archiveurl=http://www.webcitation.org/71zN9rksD |archivedate=27 August 2018}}</ref>
 
ମହାଶ୍ୱେତା ରାୟ, ବିଜୟ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ଅନୁ ଚୌଧୁରୀ, ହର ପଟ୍ଟନାୟକ, ଶ୍ରୀତମ ଦାସ, ଦୀପକ ପରିଡ଼ା, ସରୋଜ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ସୌଦାମିନି, ବିନାୟକ ମିଶ୍ର, ସାଧନା ପରିଜା, ନିମାନନ୍ଦ ପାତ୍ର, ବିଜୟ ମିଶ୍ର, ଗୀତାଞ୍ଜଳି କର, ନିରଞ୍ଜନ ପାଣ୍ଡେ, ଜୁଲିଆ, ଶ୍ୱେତା ମଲ୍ଲିକ, ପ୍ରକୃତି ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।