"ପୂର୍ଣ୍ଣଚନ୍ଦ୍ର ପ୍ରତିହାରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
୨୮ କ ଧାଡ଼ି:
 
==ମୃତ୍ୟ==
୨୦୧୮ ମସିହା ଜୁଲାଇ ୨୦ ତାରିଖରେ ପୂର୍ଣ୍ଣଚନ୍ଦ୍ରଙ୍କର ଦେହାନ୍ତ ହୋଇଥିଲା । ସେ ମୃତ୍ୟୁ ପୂର୍ବରୁ ୬ମାସ ଧରି ସେ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ । ବିଭିନ୍ନ ହସ୍ତାତାଳରେ ଚିକିତ୍ସିତ ହେବାପରେ ଶେଷରେ ସେ ପୁରୀର ହରଚଣ୍ଡୀସାହିସ୍ଥିତ ତାଙ୍କର ନିଜ ବାସ ଭବନରେ ରହି ଚିକିତ୍ସିତ ହେଉଥିଲେ, ଯେଉଁଠି ତାଙ୍କର ମୃତ୍ୟ ହୋଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା ।
 
==ଆଧାର==