"ହାତୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟିକେ Regular Character Changes
୩୦ କ ଧାଡ଼ି:
 
==ଶରୀରତତ୍ତ୍ୱ==
ଗୋଟିଏ ବୟସ୍କ ଏସୀୟ ହାତୀର ଓଜନ ୫୦୦୦ କେଜି ପର୍ଯ୍ୟନ୍ତ ଓ ଆଫ୍ରିକୀୟ ହାତୀର ଓଜନ ୬୦୦୦ କେଜି ପର୍ଯ୍ୟନ୍ତ ହୋଇଥାଏ। ଆକାରରେ ଆଫ୍ରିକୀୟ ହାତୀ ଏସୀୟ ହାତୀଙ୍କଠାରୁ ବଡ଼ ହୋଇ ଥାନ୍ତି। ଏସୀୟ ହାତୀର କାନ ଆଫ୍ରିକୀୟ ହାତୀ ଠାରୁ ଛୋଟ। ଆଫ୍ରିକୀୟ ହାତୀଙ୍କର ଦୁଇଟି କାନ କୁକାନକୁ ଯୋଡ଼ିଲେ ଆଫ୍ରିକା ମହାଦେଶର ମାନଚିତ୍ର ପରି ଦେଖାଯାଏ। ଏସୀୟ ଅଣ୍ଡିରା ହାତୀଙ୍କର ଦୁଇଟି ବଡ଼ ଛାମୁ ଦାନ୍ତ (tusk) ଥାଏ, ସେଥିପାଇଁ ଏମାନଙ୍କୁ ଦନ୍ତା ହାତୀ କୁହାଯାଏ। ଦନ୍ତହୀନ ଅଣ୍ଡିରା ହାତୀଙ୍କୁ ମାଖନା କୁହାଯାଏ। ଏମାନଙ୍କ ସଂଖ୍ୟା କମ। ଏସୀୟ ମାଈ ହାତୀଙ୍କର ପରିଣତ ବୟସରେ ଛୋଟ ଛୋଟ ଦାନ୍ତ (tuss) ବାହାରେ। ଆଫ୍ରିକୀୟ ହାତୀମାନଙ୍କ କ୍ଷେତ୍ରରେ ଉଭୟ ଅଣ୍ଡିରା ଓ ମାଈଙ୍କର ବଡ ଛାମୁ ଦାନ୍ତ ଥାଏ।
 
==ନାମକରଣର ଇତିହାସ==
"https://or.wikipedia.org/wiki/ହାତୀ"ରୁ ଅଣାଯାଇଅଛି