"କେଦାର ମିଶ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
ବଦଳ ସାରକଥା ଲୁଚାଇଦିଅନ୍ତୁ
(କେଦାର ମିଶ୍ର ଆରମ୍ଭ କରାଗଲା)
 
ଟିକେ
| caption =
| birth_name =
| birth_date = ୧୯୭୧{{birth date and age|df=yes|1972|04|15}}
| birth_place = [[ସୋନପୁର]], [[ସୁବର୍ଣ୍ଣପୁର ଜିଲ୍ଲା|ସୁବର୍ଣ୍ଣପୁର]]<ref name="MalinarBeltz2004">{{cite book|author1=Angelika Malinar|author2=Johannes Beltz|author3=Heiko Frese|title=Text and context in the history, literature, and religion of Orissa|url=http://books.google.com/books?id=9Y0MAQAAMAAJ|date=1 September 2004|publisher=Manohar|isbn=978-81-7304-566-0}}</ref>
| death_date =
| nationality = ଭାରତୀୟ
| other_names =
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| citizenship =
| education =
 
== ସାହିତ୍ୟ ସର୍ଜନା ==
କବି, ପ୍ରାବନ୍ଧିକ ଏବଂ ଜଣେ ସ୍ତମ୍ଭକାର ଭାବରେ କେଦାରଙ୍କ ପରିଚୟ । ତାଙ୍କର ୫ଟି କବିତା ପୁସ୍ତକ ଏବଂ ୨ଟି ପ୍ରବନ୍ଧ ପୁସ୍ତକ ପ୍ରକାଶିତ ହୋଇସାରିଛି ।<ref>{{cite book|title=Indian Literature|url=http://books.google.com/books?id=5_0vAQAAMAAJ|date=July 2005|publisher=Sahitya Akademi.}}</ref> ସାମ୍ବାଦିକ ବୃତ୍ତିରେ ରହି ସେ ବିଭିନ୍ନ ପତ୍ର ପତ୍ରିକାର ସମ୍ପାଦନା ସହିତ ମଧ୍ୟ ଜଡିତ ରହିଆସିଛନ୍ତି । ତାଙ୍କ କବିତା ଓ ପ୍ରବନ୍ଧ ବିଭିନ୍ନ ପତ୍ର ପତ୍ରିକାରେ ନିୟମିତ ପ୍ରକାଶ ପାଇ ଆସିଛି ।<ref>http://www.telegraphindia.com/1141208/jsp/odisha/story_2494.jsp</ref> ତାଙ୍କ କବିତା ଜର୍ମାନ, ଇଂରାଜୀ, ଋଷିଆନ, ସ୍ପାନିଶ, ବଙ୍ଗଳା, ହିନ୍ଦୀ, ନେପାଳୀ, ମାଲାଲାୟମ, ଅହମିୟା, ତାମିଲ ଆଦି ଭାଷାକୁ ଅନୁବାଦିତ ହୋଇଛି ।
=== ରଚନାବଳିକବିତା ===
* ଶବ୍ଦକୁ ଚାରିପାଦ - ୨୦୦୦
* ପ୍ରେମର ଦୂର ଗୀତ - ୨୦୧୩
* ରାଗ କେଦାର - ୨୦୦୮
* ଶେଷ ସ୍ପର୍ଶ
* ଶୂନ୍ୟ ଅଭିସାର
* ଶୂନ୍ୟ ଶୃଙ୍ଗାର
* ଉଦୟ ରାଗ - ୨୦୦୯
=== ଗଳ୍ପ ===
* ବାଗ୍ ବିଶେଷ - ୨୦୦୮
* ଶେଷ ସ୍ପର୍ଶ - ୨୦୧୩
=== ଅନ୍ୟାନ୍ୟ ===
* Popular Religion and Ascetic Practices: New Studies on Mahimā Dharma<ref name="Banerjee-DubeBeltz2008">{{cite book|author1=Ishita Banerjee-Dube|author2=Johannes Beltz|title=Popular Religion and Ascetic Practices: New Studies on Mahimā Dharma|url=http://books.google.com/books?id=Ho3XAAAAMAAJ|date=1 January 2008|publisher=Manohar Publishers & Distributors|isbn=978-81-7304-756-5}}</ref>
* Caterpillar and the Mahua Flower: Tremors in India's Mining Fields<ref name="Kalshian2007">{{cite book|author=Rakesh Kalshian|title=Caterpillar and the Mahua Flower: Tremors in India's Mining Fields|url=http://books.google.com/books?id=HWxIAQAAIAAJ|year=2007|publisher=Panos South Asia|isbn=978-99933-766-7-5}}</ref>
* ସଂସ୍କୃତି ମିତ୍ର ସମ୍ମାନ - ୨୦୧୨
* ଉତ୍କଳ ସାହିତ୍ୟ ସମାଜ ଯୁବ ସାହିତ୍ୟିକ ସମ୍ମାନ - ୨୦୧୪<ref>http://www.goethe.de/ins/in/en/kol/ver.cfm?fuseaction=events.detail&event_id=20675210</ref>
* ପ୍ରଫୁଲ୍ଲ ମହାକୂଳ କବିତା ପୁରସ୍କାର
* ଅଂକୁର କବିତା ପୁରସ୍କାର
* ସଚ୍ଚି ରାଉତରାୟ ନବ ପର୍ବ କବିତା ପୁରସ୍କାର
* ଅଭିନନ୍ଦିକା ସମ୍ମାନ
* ସ୍ୱର ଓ ସ୍ୱାକ୍ଷର କବିତା ପୁରସ୍କାର
* ସମଦୃଷ୍ଟି ଲେଖକ ପୁରସ୍କାର
* ସିଂଧୁଜା ସମ୍ମାନ
* ପକ୍ଷୀଘର ଲେଖକ ସମ୍ମାନ
* ଅଳକା ଯୁବ କବି ପୁରସ୍କାର
* ଅବନୀ ବରାଳ ସ୍ମୃତି ସମ୍ମାନ<ref>{{cite journal |title=ସୃଜନ ସମ୍ପର୍କ |journal=ମୋ ସହର ସମ୍ପର୍କ |date=୧୧ ଅଗଷ୍ଟ ୨୦୧୮ |page=୪୮}}</ref>
 
== ଆଧାର ==
୪,୫୭୨

ଗୋଟି ସମ୍ପାଦନା