"ଶ୍ରୀତମ ଦାସ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hellohappy (ଆଲୋଚନା | ଅବଦାନ) No edit summary |
Hellohappy (ଆଲୋଚନା | ଅବଦାନ) ଟିକେNo edit summary |
||
୧୬ କ ଧାଡ଼ି:
ସେ ୧୯୯୫ରେ ପ୍ରଥମେ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ]] ସିନେମା [[ସାବିତ୍ରୀ (୧୯୯୫ର ଚଳଚ୍ଚିତ୍ର)|ସାବିତ୍ରୀ]]ରେ ଅଭିନେତା ଭାବରେ ଅଭିନୟ ଆରମ୍ଭ କରିଥିଲେ । ଏଯାବତ ଅନେକ ସଫଳ ସିନେମାରେ ସେ ଅଭିନୟ ଓ [[ତୁ ଥା ମୁଁ ଯାଉଛି ରୁଷି]]ରେ କାହାଣୀକାର, ନିର୍ଦ୍ଦେଶକ ଓ ଅଭିନେତା ଭାବରେ କାମ କରିସାରିଛନ୍ତି ।<ref>http://dharitriepaper.in/edition/141/metro-mijaj/page/7</ref> "ତୁ ଥା ମୁଁ ଯାଉଛି ରୁଷି" ଚଳଚ୍ଚିତ୍ରର ପ୍ରଯୋଜନା ସଂସ୍ଥା "ଷ୍ଟାର କନସଲଟାନ୍ସୀ"ର ଚିଟଫଣ୍ଡ କାରବାରରେ ଜଡିତ ଥିବାନେଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶ୍ରୀତମଙ୍କୁ ୨୦୧୮ରେ ଜେରା ମଧ୍ୟ କରିଥିଲା ।<ref>https://www.telegraphindia.com/states/odisha/actor-quizzed-over-sham-company-links-242275</ref>
ଶ୍ରୀତମ, [[ଭାରତୀୟ ଜନତା ପାର୍ଟି]]ରେ ଯୋଗଦେଇ ପ୍ରତ୍ୟକ୍ଷ ରାଜନୀତିରେ ମଧ୍ୟ ପାଦ ଦେଇଛନ୍ତି ।<ref>https://www.outlookindia.com/newsscroll/odia-actors-mihir-anu-join-bjp/1234748</ref>
== ଓଡ଼ିଆ କଥାଚିତ୍ରରେ ଅବଦାନ ==
|