"ଡାଲଖାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଡାଲଖାଇର ଗୀତ
୫ କ ଧାଡ଼ି:
 
==ଆଧାର==
{{ଆଧାର}}ପର୍ବପର୍ବାଣୀର ଭିନ୍ନତା ଅନୁସାରେ ଡାଲଖାଇ ଗୀତାରେ ମଧ୍ୟ ଭିନ୍ନତା ପରିଲକ୍ଷିତ ହୁଏ ।ଯେମିତିକି ଦଶହରା ପର୍ବରେ କୁମାରୀ ମାନେ ନିଜ ସାଙ୍ଗସାଥୀ ମାନଙ୍କୁ ଲକ୍ଷ୍ୟକରି ଢୋଲ, ମୃଦଙ୍ଗ, ମହୁରୀର ତାଳେତାଳେ ବୋଲନ୍ତି-
{{ଆଧାର}}
 
ଡାଲଖାଇରେ ଡାଲଖାଇରେ
 
           ଖଡି ମାରିଉଦୀର ଦଶରା ଜହ୍ନ
 
            କୁଆରି ଟୁକେଲର୍ ମନ ଉଛନ
 
           ଫୁଲଫୁଟି କେଡେ ସୁନ୍ଦର ଦିଶେ
 
           ଫୁଲେଫୁଲେ ସଜ୍ଜା ହୋଇଛେ ସତେ
 
           ଶହେଆଠ ଦୁବ ଚାଉଲୋ ଧରି
 
           ଡାଳଖାଇ ଦେବୀକି ବନ୍ଦେଇ କରି
 
            କୁଆରି ଟୁକେଲ ମାନେ ଧନରେ
 
                       ସତେ କିଆଁ
 
           ଉପାସ କରି ମାଆ କେ ସୁମରି
 
           ଦାଦା ଭାଇର ଲାଗି ଡାଲଖାଇରେ…”
[[ଶ୍ରେଣୀ:ଭାରତୀୟ ଲୋକ ନୃତ୍ୟ]]
"https://or.wikipedia.org/wiki/ଡାଲଖାଇ"ରୁ ଅଣାଯାଇଅଛି