"ଶନି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
No edit summary
୨ କ ଧାଡ଼ି:
[[ଫାଇଲ:Saturn's Rings in Ultraviolet Light.png|thumb|ଅତି ବାଇଗଣି ଆଲୋକରେ ଶନିଗ୍ରହର ବଳୟ]]
 
'''ଶନି''' [[ସୌରଜଗତ]]ର ଏକ ଅଂଶବିଶେଷ । [[ସୂର୍ଯ୍ୟ]]ଠାରୁ ଏହା ଷଷ୍ଠ ଗ୍ରହ ।<ref>{{cite web|first = Enrico|last = Piazza|title = Saturn's Moons|work = Cassini, Equinox Mission|publisher = JPL NASA|url = http://saturn.jpl.nasa.gov/science/moons/|accessdate = 22 June 2010|archiveurl = http://www.webcitation.org/62D9ohM2V|archivedate = 5 October 2011|deadurl = no}}</ref> ବୃହସ୍ପତି ପରେ ଏହା ଦ୍ଵିତୀୟ ବୃହତ୍ତମ ଗ୍ରହ । ଏହାର ବ୍ୟାସାର୍ଦ୍ଧ ପୃଥିବୀର ୯ ଗୁଣ ଓ ଏହାର ଘନତ୍ଵ ପୃଥିବୀ ଘନତ୍ବର ଆଠ ଭାଗରୁ ଭାଗେ , ତେଣୁ ଶନି ପୃଥିବୀ ଠାରୁ ପଞ୍ଚାନବେ ଗୁଣ ବଡ ।ଶନିର ଅଭ୍ୟନ୍ତର ଲୁହା-ନିକେଲ ଓ ସିଲିକନ ଅମ୍ଳଜାନର ପଥର ରେ ଗଠିତ ହେବାର ସମ୍ଭାବନା ଅଧିକ । ସେହିପରି କେନ୍ଦ୍ରୀୟ ଭାଗ ଧାତୁ ଅବସ୍ଥା ରେରେ ଥିବା ଉଦଜାନରେ ପରିପୂର୍ଣ୍ଣ । କେନ୍ଦ୍ର ଓ ବାହ୍ୟ ଭାଗ ମଝିରେ ତରଳ ଉଦ୍ଜାନ ଓ ତରଳ ହିଲିଅମରେ ଗଠିତ । ଶନିର ଵାୟୁମଣ୍ଡଳ ସାମାନ୍ୟ ହଳଦିଆ ରଙ୍ଗ ଭଳି ପ୍ରତୀତ ହୁଏ ।ଏହି ହଳଦିଆ ରଙ୍ଗର କାରଣ ବାୟୁମଣ୍ଡଳରେ ଏମୋନିଅ ସ୍ଫଟିକ ହୋଇପାରେ।
 
== ବିଶେଷତା ==
"https://or.wikipedia.org/wiki/ଶନି"ରୁ ଅଣାଯାଇଅଛି