"ସ୍ୱର୍ଣ୍ଣ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
Regular Character Changes
ଟିକେ (Regular Character Changes)
ଶିଖ ଐତିହାସିକ ଅଭିଲେଖ ଅନୁସାରେ, ଶିଖ ଗୁରୁ ପରମ୍ପରାର ତୃତୀୟ ଗୁରୁ - ଗୁରୁ ଅମର ଦାସଙ୍କ ପସନ୍ଦରେ ଅମୃତସରର ଭୂମି ଓ ହରମନ୍ଦିର ସାହିବଙ୍କ ଗୃହ ବନାଯାଇଥିଲା । ତାଙ୍କର ଶିଷ୍ୟ ରାମ ଦାସଙ୍କୁ ଆଦେଶ ଦେଇ ଭୂମି ଖୋଜିବା ପରେ ଏକ ନୂତନ ସହର ସହିତ ଯାହାର କେନ୍ଦ୍ରରେ ଏକ ମନୁଷ୍ୟଦ୍ୱାରା ବନା ଯାଇଥିବା ଜଳାଶୟ କରିଥିଲେ, ଏହାକୁ ଗୁରୁ ଦା ଚକ ମଧ୍ୟ କୁହାଯାଇଥାଏ ।{{Sfn|Pardeep Singh Arshi|1989|2014|p=33|pp=5–7}}<div class="cx-overlay"><div class="cx-spinner"></div></div>{{Sfn|Louis E. Fenech|W. H. McLeod|2014|p=33|pp=38-40}} ୧୫୭୪ରେ ରାମ ଦାସ ଗୁରୁ ଆମର ଦାସଙ୍କ ଉତ୍ତରାଧିକାରୀ ବନିଥିଲେ, ଏବଂ ଗୁରୁ ଅମର ଦାସଙ୍କ ପୁତ୍ର ମାନଙ୍କ ଶତ୍ରୁତାପୂର୍ଣ ବିପକ୍ଷର ସାମନା କରିଥିଲେ,{{Sfn|Arvind-Pal Singh Mandair|2013|pp=38-40}} ଗୁରୁ ରାମ ଦାସ ଏକ ସହର ସ୍ଥାପନ କରିଥିଲେ ଯାହା "ରାମଦାସପୁର" ନାମରେ ଜଣାଯାଏ. ସେ ବାବା ବୁଦ୍ଧ (ବୁଦ୍ଧ ଧର୍ମର ଗୌତମ ବୁଦ୍ଧ ନୁହେଁ)ଙ୍କ ସାହାଯ୍ୟରେ ଜଳାଶୟର କାର୍ଯ୍ୟ ପୂରଣ କରିଥିଲେ. ଗୁରୁ ରାମ ଦାସ ତାଙ୍କ କାର୍ଯ୍ୟାଳୟ ଏବଂ ଗୃହ ଏହାର ନିକଟରେ ବନାଇଥିଲେ. ନୂତନ ସହରର ନିର୍ମାଣ ପାଇଁ ସେ ବଣିକ ଓ କଳାକାର ମନକୁ ଭାରତର ବିଭିର୍ଣ୍ଣ ପ୍ରାନ୍ତରୁ ନିମଂତ୍ରଣ କରିଥିଲେ.<ref name="eosramdas">{{Cite web}}</ref>
 
ରାମଦାସପୁର ସହର ଗୁରୁ ଅର୍ଜନଙ୍କ ସମୟରେ ବିସ୍ତାରିତ ହୋଇଥିଲା ଯାହାର ଆର୍ଥିକ ସାହାଯ୍ୟ ଦାନଦ୍ୱାରା ଏବଂ ନିର୍ମାଣ କାର୍ଯ୍ୟ ସ୍ବେଚ୍ଛାସେବୀଙ୍କଦ୍ୱାରା କରାଯାଇଥିଲା । ଏହି ଛୋଟ ସହର ଅମୃତସରର ଏକ ବିରାଟ ସହରରେ ପରିବର୍ତିତ ହୋଇଥିଲା ଓ ଜଳାଶୟ ଭାଗ ସ୍ଵର୍ଣ୍ଣମନ୍ଦିର ପରିସର ରୂପେ ବଦଳି ଥିଲା ।{{Sfn|Christopher Shackle|Arvind Mandair|2013|pp=xv-xvi}}<div class="cx-overlay"><div class="cx-spinner"></div></div> ୧୫୭୪ ରୁ୧୫୭୪ରୁ ୧୬୦୪ ମଧ୍ୟରେ ନିର୍ମାଣ କାର୍ଯ୍ୟ ଗତିବିଧି ମହିମା ପ୍ରକାଶ ବର୍ତ୍ତକରେ ବର୍ଣ୍ଣନା କରାଯାଇଛି ଯାହା କି ଏକ ଅର୍ଧ ଐତିହାସିକ ଶିଖ ସଂତଚରିତ୍ରରେ ଉଲେଖ କରାଯାଇଛି । ଏହା ୧୭୪୨ରେ ତିଆରି କରା ଯାଇଥିଲା ଏବଂ ଏହା ସମସ୍ତ ଦାସ ଗୁରୁଙ୍କ ଜୀବନ ସଂଭାଦିତ ପ୍ରଥମ ପ୍ରାମାଣିକ ଦସ୍ତାଵେଦ ଅଟେ ।<ref>{{cite book|author=W.H. McLeod|title=Textual Sources for the Study of Sikhism |url=https://books.google.com/books?id=7xIT7OMSJ44C&pg=PA28 |year=1990|publisher=University of Chicago Press|isbn=978-0-226-56085-4|pages=28–29}}</ref> ଗୁରୁ ଅର୍ଜନ ୧୬୦୪ରେ ନୂତନ ମନ୍ଦିର ଭିତରେ ଶିଖ ଧର୍ମ ବଚନ ସ୍ଥାପନା କରିଥିଲେ ।{{sfn|Christopher Shackle|Arvind Mandair|2013|pp=xv-xvi}} ଗୁରୁ ରାମ ଦାସଙ୍କ ପ୍ରଚେଷ୍ଟାକୁ ଜାରି ରଖି ଗୁରୁ ଅର୍ଜନ ଅମୃତସରକୁ ଏକ ପ୍ରାଥମିକ ତୀର୍ଥଯାତ୍ରା ସ୍ଥଳ ରୂପେ ସ୍ଥାପନା କରିଥିଲେ । ସିଏ ଲୋକପ୍ରିୟ ସୁଖମଣି ସାହିବଙ୍କ ସହିତ ଯୋଗଦାନ ଦେଇ ବହୁତ ପରିମାଣରେ ଶିଖ ଶାସ୍ତ୍ରର ଲିଖନ କରିଥିଲେ ।<ref>{{Cite book|url=https://books.google.com/books?id=PCQaSH_29i4C&pg=PA6|title=Guru Arjan Dev|last=Mahindara Siṅgha Joshī|publisher=Sahitya Akademi|year=1994|isbn=978-81-7201-769-9|pages=6–8}}</ref><ref>{{Cite book|url=https://books.google.com/books?id=PCQaSH_29i4C&pg=PA6|title=Guru Arjan Dev|last=Mahindara Siṅgha Joshī|publisher=Sahitya Akademi|year=1994|isbn=978-81-7201-769-9|pages=6–8}}</ref>
[[ଫାଇଲ:Ranjit_Singh_at_Harmandir_Sahib_-_August_Schoefft_-_Vienna_1850_-_Princess_Bamba_Collection_-_Lahore_Fort.jpg|thumb|ହରମନ୍ଦିର ସାହିବ ପାର୍ଶ୍ୱରେ ମହାରାଜା ରଂଜିତ ସିଂ ଗୁରୁ ଗ୍ରଂଥ ସାହିବଙ୍କୁ ଶୁଣୁଛନ୍ତି ]]
 
===ଗୁରୁ ରାମ ଦାସ ଲଂଗର ===
[[File:Harmandir sahib, Golden Temple, Guru Ram Das Langar premises.jpg|thumb|ହରମନ୍ଦିର ସାହିବ ପରିସର ମଧ୍ୟରେ ଥିବା ଲଂଗର ଗୃହ, ଚିତ୍ର - ଫେବୃଆରୀ ୨୦୧୮]]
ହରମନ୍ଦିର ସାହିବ ପରିସର ମଧ୍ୟରେ ଏକ ଲଂଗର ଗୃହ ଅବସ୍ଥିତ। ଏହା ସମ୍ପ୍ରଦାୟ ଦ୍ୱାରାସମ୍ପ୍ରଦାୟଦ୍ୱାରା ଚଳିତ ଏକ ନିଶୁକ୍ଲ ତଥା ମାଗଣା ରସୋଈ ଓ ଭୋଜନ ଗୃହ। ଏହା ପୂର୍ବ ଦିଶାରେ ଥିବା ପରିଶର ମଧ୍ୟରେ ଦୁଃଖ ଭଞ୍ଜନୀ କୋଳି ଗଛ ନିକଟରେ ଅବସ୍ଥିତ। ଏହି ଲଂଗର ଗୃହରେ ସହସ୍ର ଲୋକ ମାନଙ୍କୁ ଭୋଜନ କରାଇଥାଏ, ଇଛା ରଖୁଥିବା ସମସ୍ତ ଜାତି, ଗରିବ, ଧନୀ, ବର୍ଣ, ଏବଂ ସମ୍ପ୍ରଦାୟ ରସମ୍ପ୍ରଦାୟର ଲୋକମାନେ ଖାଇ ଥାନ୍ତି। ନିରାମିଷ ଭୋଜନ ଏଠାରେ ପରୋଶା ଯାଇଥାଏ, ସମସ୍ତଙ୍କୁ ସମାନ ଆକାର ରେଆକାରରେ ଦେଖା ଯୈଠେ ଏବଂ ଇଛା ଅନୁସାରେ ଭୋଜନ ପ୍ରାପ୍ତ କରା ଯାଇଥାଏ। ଏହା କର-ସେବା ସ୍ୱଚ୍ଛାସେବୀ ମାନଙ୍କ ଦ୍ୱାରାମାନଙ୍କଦ୍ୱାରା ପରିଚାଳିତ, ସମସ୍ତେ ଭୋଜନ କରିବା ପାଇଁ ଏକ ଧାଡି ରେଧାଡିରେ ବସିଥାନ୍ତି ଯାହାକୁ 'ପନଗଟ' କୁହାଯାଏ. ସଧାରଣ ଭୋଜନ ଏଠାରେ ପ୍ରାପ୍ତ ହୋଇଥାଏ, ଯାହା ଅମୃତ ତୂଲ୍ୟର ଅଟେ। ରୋଟୀ, ଡାଲି, ତରକାରୀ, ସଲାଡ଼, ଖିରି, ଇତ୍ୟାଦି ବିଭିର୍ନ ଭାବରେ ପ୍ରତିଦିନ ନିୟମିତ ଭାବେ ୨୪ ଘଣ୍ଟା ଚାଲିଥାଏ। ଭୋଜନ ସମୟରେ ସମସ୍ତ ବ୍ୟଞ୍ଜନ ଥାଳି ରେଥାଳିରେ ଦିଆ ଯାଏ କିନ୍ତୁ ରୋଟୀ ହାତରେ ପରସା ଯାଇଥାଏ। {{sfn|Pashaura Singh| Louis E. Fenech|2014|pp=435-436}}
 
== ଆଧାର ==
୩୩,୨୧୨

ଗୋଟି ସମ୍ପାଦନା