"ସ୍ୱର୍ଣ୍ଣ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:

{{Infobox building|name=ହରମନ୍ଦିର ସାହିବ
ସ୍ଵର୍ଣ୍ଣ ମନ୍ଦିର

ਸ੍ਰੀ ਹਰਿਮੰਦਰ ਸਾਹਿਬ
|image=HamandirHarmandir Sahibsahib (Golden Temple), Feb 2018 Amritsar, Punjab.jpg|image_size=300px|caption=ହରମନ୍ଦିର ସାହିବ (ସ୍ଵର୍ଣ୍ଣମନ୍ଦିର)|map_type=India Punjab#India|map_size=200|alternate_names=ଅମୃତସର (ହରମନ୍ଦିର ସାହିବ)ର ଦରବାର ସାହିବ
|location_town=ଅମୃତସର
|location_country=ଭାରତ

[[Category:Coordinates not on Wikidata|Category:Coordinates not on Wikidata]]
|coordinates={{coord|31|37|12|N|74|52|37|E|region:IN-PB|display=inline,title}}

[[Geographic coordinate system|Coordinates]]: [//tools.wmflabs.org/geohack/geohack.php?pagename=Main_Page&params=31_37_12_N_74_52_37_E_region:IN-PB 31°37′12″N 74°52′37″E]
୮୫ କ ଧାଡ଼ି:
ଗୁରୁଦ୍ୱାରର ମୁଖ୍ୟ ପ୍ରବେଶ ଦ୍ୱାରରେ ଅନେକ ସ୍ମାରକ ସଜା ହୋଇଥାଏ, ଯାହା ପୂର୍ବ ଐତିହାସିକ ଘଟଣା, ସାଧୁ ସନ୍ତ, ଓ ସହିଦ ମନକୁ ମନେ ରଖିବା ପାଇଁ ରଖା ଯାଇଛି । ରଂଜିତ ସିଂ ନ୍କ ଯୋଗଦାନ ସହିତ ଅନ୍ୟ ଦୁଇ ଜଣ ସୈନିକ ମାନଙ୍କ ସ୍ମାରକରେ ଲେଖା ଯାଇଛି ଏମାନେ ବିଶ୍ୱ ୟୁଦ୍ଧ ଓ ଭାରତ-ପାକିସ୍ତାନ ୟୁଦ୍ଧରେ ଲଢ଼ିଥିଲେ। <ref>{{Cite book|url=https://books.google.com/books?id=D4bXAAAAMAAJ|title=The Sikh Review, Volume 32, Issues 361-372|last=K Singh|publisher=Sikh Cultural Centre|year=1984|page=114}}</ref>

===ଗୁରୁ ରାମ ଦାସ ଲଂଗର ===
[[File:Harmandir sahib, Golden Temple, Guru Ram Das Langar premises.jpg|thumb|ହରମନ୍ଦିର ସାହିବ ପରିସର ମଧ୍ୟରେ ଥିବା ଲଂଗର ଗୃହ, ଚିତ୍ର - ଫେବୃଆରୀ ୨୦୧୮]]
ହରମନ୍ଦିର ସାହିବ ପରିସର ମଧ୍ୟରେ ଏକ ଲଂଗର ଗୃହ ଅବସ୍ଥିତ। ଏହା ସମ୍ପ୍ରଦାୟ ଦ୍ୱାରା ଚଳିତ ଏକ ନିଶୁକ୍ଲ ତଥା ମାଗଣା ରସୋଈ ଓ ଭୋଜନ ଗୃହ। ଏହା ପୂର୍ବ ଦିଶାରେ ଥିବା ପରିଶର ମଧ୍ୟରେ ଦୁଃଖ ଭଞ୍ଜନୀ କୋଳି ଗଛ ନିକଟରେ ଅବସ୍ଥିତ। ଏହି ଲଂଗର ଗୃହରେ ସହସ୍ର ଲୋକ ମାନଙ୍କୁ ଭୋଜନ କରାଇଥାଏ, ଇଛା ରଖୁଥିବା ସମସ୍ତ ଜାତି, ଗରିବ, ଧନୀ, ବର୍ଣ, ଏବଂ ସମ୍ପ୍ରଦାୟ ର ଲୋକମାନେ ଖାଇ ଥାନ୍ତି। ନିରାମିଷ ଭୋଜନ ଏଠାରେ ପରୋଶା ଯାଇଥାଏ, ସମସ୍ତଙ୍କୁ ସମାନ ଆକାର ରେ ଦେଖା ଯୈଠେ ଏବଂ ଇଛା ଅନୁସାରେ ଭୋଜନ ପ୍ରାପ୍ତ କରା ଯାଇଥାଏ। ଏହା କର-ସେବା ସ୍ୱଚ୍ଛାସେବୀ ମାନଙ୍କ ଦ୍ୱାରା ପରିଚାଳିତ, ସମସ୍ତେ ଭୋଜନ କରିବା ପାଇଁ ଏକ ଧାଡି ରେ ବସିଥାନ୍ତି ଯାହାକୁ 'ପନଗଟ' କୁହାଯାଏ. ସଧାରଣ ଭୋଜନ ଏଠାରେ ପ୍ରାପ୍ତ ହୋଇଥାଏ, ଯାହା ଅମୃତ ତୂଲ୍ୟର ଅଟେ। ରୋଟୀ, ଡାଲି, ତରକାରୀ, ସଲାଡ଼, ଖିରି, ଇତ୍ୟାଦି ବିଭିର୍ନ ଭାବରେ ପ୍ରତିଦିନ ନିୟମିତ ଭାବେ ୨୪ ଘଣ୍ଟା ଚାଲିଥାଏ। ଭୋଜନ ସମୟରେ ସମସ୍ତ ବ୍ୟଞ୍ଜନ ଥାଳି ରେ ଦିଆ ଯାଏ କିନ୍ତୁ ରୋଟୀ ହାତରେ ପରସା ଯାଇଥାଏ। {{sfn|Pashaura Singh| Louis E. Fenech|2014|pp=435-436}}

== ଆଧାର ==