"ରକତେ ଲେଖିଚି ନାଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୨୭ କ ଧାଡ଼ି:
}}
 
'''ରକତେ ଲେଖିଚି ନାଁ''', ୨୦୦୬ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିରଞ୍ଜନ ରଣା ।<ref name="ଜାଣନ୍ତି କି ! ଏହି ବଲିଉଡ ନାୟିକା ଏକ ଓଡ଼ିଆ ସିନେମାରେ ଅଭିନୟ କରିଥିଲେ"/> ହିମାଂଶୁ ପରିଜା ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।<ref name="‘ତୁ ମୋ ଲଭ୍‌ ଷ୍ଟୋରୀ’ ମୋ କ୍ୟାରିୟରର ଆରମ୍ଭ ବୋଲି ମୁଁ ଭାବୁଛି: ସୌରାଜ"/>
 
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଓ ସୀମା ଚକ୍ରବର୍ତ୍ତୀ । ଅଭିନେତା ସୁନୀଲ କୁମାର ଏହି କଥାଚିତ୍ରଟିରେ ପ୍ରଥମ ଥର ପାଇଁ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ । ମିହିର ଦାସ, ଆୟେଶା, ରାଇମୋହ‌ନ ପରିଡ଼ା, ସରୋଜ ଦାସ, ପିଣ୍ଟୁ ନନ୍ଦ, ସଲିଲ ମିତ୍ର, ଦେବୁ ବୋଷ, ଚୁଙ୍ଗା, ଜୀବନ ପଣ୍ଡା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସ୍ୱରାଜ ବାରିକ ଶିଶୁ କଳାକାର ଭାବରେ ଏହି କଥାଚିତ୍ରରୁ ଅଭିନୟ ଆରମ୍ଭ କରିଥିଲେ ।<ref name="‘ତୁ ମୋ ଲଭ୍‌ ଷ୍ଟୋରୀ’ ମୋ କ୍ୟାରିୟରର ଆରମ୍ଭ ବୋଲି ମୁଁ ଭାବୁଛି: ସୌରାଜ">{{cite news|title=‘ତୁ ମୋ ଲଭ୍‌ ଷ୍ଟୋରୀ’ ମୋ କ୍ୟାରିୟରର ଆରମ୍ଭ ବୋଲି ମୁଁ ଭାବୁଛି: ସୌରାଜ|url=http://odishareporter.in/top-story/tu-mo-love-story-is-beginning-of-my-career-says-sauraj/|accessdate=22 February 2018|newspaper=Odisha Reporters|date=8 April 2017}}</ref>