"ପାର୍ବତୀ ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୫ କ ଧାଡ଼ି:
| imagesize = 150px
}}
'''ପାର୍ବତୀ ଘୋଷ''' (ଜନ୍ମ ୨୮ ମାର୍ଚ ୧୯୩୩)<ref>{{cite web|last=Palit|first=Ashok|title=Orissa: First Women Director of Odia Cinema|url=http://www.orissadiary.com/ShowEntertainmentNews.asp?id=28018|publisher=OMIS Private Limited|accessdate=18 June</ref> ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ, ପ୍ରଥମ ମହିଳା ନିର୍ଦ୍ଦେଶିକା ତଥା ପ୍ରଯୋଜିକା । ଓଡ଼ିଆ ନାଟକ <nowiki>''</nowiki>ମମତା<nowiki>''</nowiki> ଓ ହିନ୍ଦୀ ନାଟକ <nowiki>''</nowiki>ଦୋ ଅାଁସୁଆଁସୁ<nowiki>''</nowiki>ରେ ପାଞ୍ଚ ବର୍ଷ ବୟସରୁ ଅଭିନୟ ଆରମ୍ଭ କରିଥିଲେ।<ref>ଦ ସନ୍‌ଡେ ଇଣ୍ଡିଆନ୍</ref> ୧୯୫୦ ମସିହାରେ ଶିଶୁ କଳାକାର ଭାବରେ <nowiki>''ଶ୍ରୀ ଜଗନ୍ନାଥ'' ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୫୩ ମସିହାରେ ''</nowiki>ଅାମରିଆମରି ଗାଁ ଝିଅ" ଚଳଚ୍ଚିତ୍ରରେ ଗୌର ଘୋଷଙ୍କ ବିପକ୍ଷରେ ନାୟିକା ଭାବେ ଅଭିନୟ କରିଥିଲେ। ସେ ସମୁଦାୟ ଅାଠଟିରୁଆଠଟିରୁ ଊର୍ଦ୍ଧ୍ୱ ସିନେମାରେ ଅଭିନୟ କରିବା ସହ ୬ଟିରେ ପ୍ରଯୋଜନା ଏବଂ ଦୁଇଟିରେ ନିର୍ଦ୍ଦେଶନା ଦାୟିତ୍ୱ ତୁଲାଇଛନ୍ତି। ସେ ଅଭିନୟ କରିଥିବା ସିନେମାଗୁଡ଼ିକ ମୁଖ୍ୟତଃ ସାମାଜିକ କାହାଣୀ ଉପରେ ଅାଧାରିତ।ଆଧାରିତ। ସେ ଏକାଧିକ ସମ୍ମାନରେ ସମ୍ମାନିତ ହୋଇଛନ୍ତି।
 
== ବିବାହ ଓ ପରିବାର ==
ପାର୍ବତୀ ଘୋଷ ବିବାହ କରିଥିଲେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତା, ପ୍ରଯୋଜକ ତଥା ନିର୍ଦ୍ଦେଶକ ସ୍ବର୍ଗତ [[ଗୌର ଘୋଷ]]<nowiki/>ଙ୍କୁ। ପାର୍ବତୀ ଘୋଷ ପ୍ରାୟ ଏକାଧିକ ଚଳଚ୍ଚିତ୍ରରେ ଗୌର ଘୋଷଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି। ଗୌର ଘୋଷଙ୍କୁ ବିବାହ କରିବା ପୂର୍ବରୁ ଓଡ଼ିଆ ଚଳଚ୍ଚିତ୍ର ଦୁନିଅାରେଦୁନିଆରେ ସେ ଚପଳା ନାୟକ ଭାବେ ପରିଚିତ ଥିଲେ। <nowiki>''ମଣିମାଳା'' ଏବଂ ''ବବି''</nowiki> ଚଳଚ୍ଚିତ୍ର ରିଲିଜ୍ ହେବା ପରେ ପାର୍ବତୀ ଏବଂ ଗୌର ଘୋଷଙ୍କ ଯୋଡି ହିଟ୍ ଯୋଡି ଭାବେ ପରିଚିତ ଲାଭ କରିଥିଲା।<ref>http://www.odiamoviedatabase.com/2015/08/parbati-ghosh.html</ref> ତାଙ୍କର ଏକ କନ୍ୟା ସନ୍ତାନ ରାତ୍ରୀ। ରାତ୍ରୀ ମଧ୍ୟ ଜଣେ ଅଭିନେତ୍ରୀ। ପାର୍ବତୀ ଘୋଷ ହେଉଛନ୍ତି ଅାଠଆଠ ଭାଇ ଓ ଭଉଣୀ। ତାଙ୍କର ବଡ଼ ଭାଇ ଶାରଦା ପ୍ରସନ୍ନ ନାୟକ ହେଉଛନ୍ତି ନିର୍ଦ୍ଦେଶକ ତଥା ଗୀତିକାର ଏବଂ ସାନ ଭାଇ ସ୍ବରୂପ ନାୟକ ଜଣେ ଖ୍ୟାତନାମା ସଙ୍ଗୀତ ନିର୍ଦ୍ଦେଶକ ଓ ଗୀତିକାର।<ref>ଦ ସନ୍‌ ଡେ ଇଣ୍ଡିଆନ୍</ref>
==ଚଳଚ୍ଚିତ୍ର ଜୀବନ<ref>ଦ ସନ୍‌ଡେ ଇଣ୍ଡିଆନ୍</ref>==
ପାର୍ବତୀ ଘୋଷ ୫ ବର୍ଷ ବୟସରୁ ଅଭିନୟ ଦୁନିଅାରେଦୁନିଆରେ ପାଦ ଥାପିଥିଲେ। ୧୯୫୦ ମସିହାରେ ଶିଶୁ କଳାକାର ଭାବରେ <nowiki>''</nowiki>ଶ୍ରୀ [[ଜଗନ୍ନାଥ|ଜଗନ୍ନାଥ<nowiki>''</nowiki>]] ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଜୀବନ ଅାରମ୍ଭଆରମ୍ଭ ହୋଇଛି। <nowiki>''ଅାମରିଆମରି ଗାଁ ଝିଅ'' (୧୯୫୬)ରେ ପ୍ରଥମ କରି ନାୟିକା ଭାବେ ଗୌର ଘୋଷଙ୍କ ବିପକ୍ଷରେ ସେ ଅଭିନୟ କରିଥିଲେ। ଏହି ସିନେମାଟିର କାହାଣୀ ବାଲ୍ୟ ବିବାହ ଉପରେ ଅାଧାରିତଆଧାରିତ ଥିଲା। ''ଭାଇଭାଇ'' (୧୯୫୬), ''ମା'' (୧୯୫୯),"କା'' (୧୯୬୬), ''ସ୍ତ୍ରୀ'' (୧୯୬୮), ''ଅମର ପ୍ରେମ'' (୧୯୭୭) ଏବଂ ''ସଂସାର'' (୧୯୭୩) ଅାଦିଆଦି ଫିଲ୍ମରେ ନାୟିକା ଭୂମିକାରେ ସେ ଅଭିନୟ କରିଛନ୍ତି। ବିବାହ ପରେ ପାର୍ବତୀ ଘୋଷଙ୍କ ପ୍ରଥମ ସିନେମା ଥିଲା ''ଲକ୍ଷ୍ମୀ'' (୧୯୬୩) । ''ଲକ୍ଷ୍ମୀ'', ''କା'' ଏବଂ ''ସ୍ତ୍ରୀ'' ଚଳଚ୍ଚିତ୍ର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି। ''ସଂସାର'' ସିନେମାରେ ସେ ନିଜ ସ୍ବାମୀଙ୍କ ସହ ପ୍ରଯୋଜିକା ଓ ନିର୍ଦ୍ଦେଶିକା ଭାବେ କାମ କରିଥିଲେ। ୧୯୮୩ ଓ ୧୯୮୪ ମସିହାରେ ''ପ୍ରଶ୍ନ'' ଏବଂ ''ସୋପାନ''</nowiki> ନାମକ ଦୁଇଟି ହିନ୍ଦୀ ଟେଲିଫିଲ୍ମରେ ମଧ୍ୟ ସେ ଅଭିନୟ କରିଛନ୍ତି। ୧୯୮୬ ମସିହାରେ [[ଫକୀର ମୋହନ ସେନାପତି|ଫକୀରମୋହନ ସେନାପତି]]<nowiki/>ଙ୍କ ଉପନ୍ୟାସକୁ ଅାଧାରଆଧାର କରି ନିର୍ମିତ ହୋଇଥିବା <nowiki>''ଛ ମାଣ ଅାଠଆଠ ଗୁଣ୍ଠ'' ତାଙ୍କ ନିର୍ଦ୍ଦେଶିତ ପ୍ରଥମ ଚଳଚ୍ଚିତ୍ର। ତାଙ୍କର ଅବଦାନ କେବଳ ସିନେମା ଦୁନିଅାରେଦୁନିଆରେ ସୀମିତ ନ ଥିିଲା। ଅାଲବମ୍ଆଲବମ୍ କ୍ଷେତ୍ରରେ ପାର୍ବତୀଙ୍କ ଭୂମିକା ବେଶ୍ ପ୍ରଶଂସନୀୟ। ''ନାହିଁ ତ ହୃଦୟଟିଏ''</nowiki> ଅାଲବମରେଆଲବମରେ ସେ ନିର୍ଦ୍ଦେଶନା ଦେଇଛନ୍ତି ।୧୯୭୩ରୁ ୧୯୮୫ ମସିହାରେ କୌଣସି ଫିଲ୍ମରେ ସେ ନଜର ଆସି ନାହାନ୍ତି। ପ୍ରଯୋଜିକା ତଥା ନିର୍ଦ୍ଦେଶିକା ଭାବେ "ସାଲବେଗ" (୧୯୯୯) ହେଉଛି ତାଙ୍କ ଅଭିନୀତ ଶେଷ ସିନେମା।
 
== ଓଡ଼ିଆ ଚଳଚ୍ଚିତ୍ର ଦୁନିଅାକୁଦୁନିଆକୁ ଅବଦାନ ==
ପାର୍ବତୀ ଘୋଷ ଓଡ଼ିଆ ଚଳଚ୍ଚିତ୍ରରେ ବିଭିନ୍ନ ଭୂମିକାରେ ଅବଦାନ ଦେଇଛନ୍ତି।<ref>http://www.imdb.com/name/nm0315909/</ref>
;ପ୍ରଯୋଜିକା:
*୧୯୫୬- ଅାମରିଆମରି ଗାଁ ଝିଅ
*୧୯୮୬ - ଛ ମାଣ ଅାଠଆଠ ଗୁଣ୍ଠ
*୧୮୭୩ - ସଂସାର
*୧୯୬୮- ସ୍ତ୍ରୀ
୩୩ କ ଧାଡ଼ି:
 
;ନିର୍ଦ୍ଦେଶିକା:
*୧୯୮୬ - ଛ ମାଣ ଅାଠଆଠ ଗୁଣ୍ଠ
*୧୮୭୩ - ସଂସାର
 
;ଅଭିନେତ୍ରୀ
*୧୯୮୬ - ଛମାଣ ଅାଠଆଠ ଗୁଣ୍ଠ (ସାରିଅାସାରିଆ)
*୧୮୯୪ - ଡୋରା
*୧୯୭୭ - ଅମର ପ୍ରେମ (ଅତିଥି କଳାକାର)
୫୨ କ ଧାଡ଼ି:
 
;ସଂଗୀତ:
*୧୯୮୬ - ଛ ମାଣ ଅାଠଆଠ ଗୁଣ୍ଠ (ପ୍ରଚ୍ଛଦପଟ ଗାୟିକା)
 
== ସମ୍ମାନ ଓ ସ୍ବୀକୃତି==
ଚଳଚ୍ଚିତ୍ର କ୍ଷେତ୍ରରେ ନିଜର ଅବଦାନ ପାଇଁ ସେ ବିଭିନ୍ନ ସମ୍ମାନରେ ସମ୍ମାନୀତ କରାଯାଇଛି ।<ref>http://www.womanodisha.com/parbati-ghosh/</ref>
*ଲାୟନସ୍ ଅାଓ୍ବାର୍ଡଆଓ୍ବାର୍ଡ (୧୯୭୦)
*ଜୟଦେବ ପୁରସ୍କାର (୧୯୮୮)<ref>ଦ ସନ୍‌ଡେ ଇଣ୍ଡିଆନ୍</ref>
*ବେଙ୍ଗଲ ଫିଲ୍ମ୍ ଜର୍ଣ୍ଣାଲିଷ୍ଟ୍ ଅାସୋସିଏସନ୍ଆସୋସିଏସନ୍ ଅାଓ୍ବାର୍ଡଆଓ୍ବାର୍ଡ
*ଓଡ଼ିଶା ସିନେ କ୍ରିଟିକ୍ ଅାଓ୍ବାର୍ଡଆଓ୍ବାର୍ଡ (୧୯୯୮)
*ଜାତୀୟ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର