"ମାଧବୀ ଦାସୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଟିକେ →‎ଆଧାର
୬୫ କ ଧାଡ଼ି:
ଚୈତନ୍ୟ ମହାପ୍ରଭୁଙ୍କ ଶିଷ୍ୟା ହୋଇଥିବାରୁ ମାଧବୀଙ୍କ ରଚନାରେ ତାଙ୍କ ବିଷୟରେ ଅନେକ ତଥ୍ୟ ମିଳେ । ସେ ଚୈତନ୍ୟ ମହାପ୍ରଭୁଙ୍କୁ ଶ୍ରୀକୃଷ୍ଣଙ୍କ ମାନବ ଅବତାର ଭାବେ ଦେଖୁଥିଲେ ଏହାର ମଧ୍ୟ ପ୍ରମାଣ ମିଳେ ।
 
ସଙ୍ଗୀତ ଦୃଷ୍ଟିରୁ ମାଧବୀଙ୍କ ରଚନାରେ ବରାଡ଼ି, ବିହଗଡ଼ା ଇତ୍ଯାଦୀ ରାଗଗୁଡ଼ିକର ଉଲ୍ଲେଖ ରହିଛି ।<ref>ଡଃ ଜାଙ୍କୀବଲ୍ଲଭଜାନକୀବଲ୍ଲଭ ମହାନ୍ତି, ବୈଷ୍ଣବ ପଦାବଳୀ - ଓଡ଼ିଶା ବୁକ୍ ଷ୍ଟୋର, ୧୯୮୦</ref>
* ଚକାନୟନ ହେ ଜଗୁଜୀବନ ଶ୍ରୀହରି
* ଶ୍ରୀନନ୍ଦନନ୍ଦନ ସେ ଜଗବନ୍ଦନ