"ବ୍ରହ୍ମପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩୬ କ ଧାଡ଼ି:
| governing_body =
| leader_title2 = ନଗରପାଳ
| leader_name2 = କେ . ମାଧବିମାଧବୀ
| unit_pref = ବାଣିଜ୍ୟ ସ୍ନାତକ
| area_footnotes =
୪୫ କ ଧାଡ଼ି:
| population_total = 355823
| population_as_of = ୨୦୧୧
| population_rank = ୧୨୦୧୨୬ (ଭାରତରେ)
| population_density_km2 = auto
| population_demonym =
୫୮ କ ଧାଡ଼ି:
| area_code_type = [[ଟେଲିଫୋନ ସଂଖ୍ୟା ପ୍ରକାର|ତାର କୋଡ଼]]
| area_code = ୦୬୮୦
| registration_plate = OD-07 , OR-07( ୨୦୧୩ ପର୍ଯ୍ୟନ୍ତ)
| website =
| footnotes =
}}
 
'''ବ୍ରହ୍ମପୁର''' [[ଗଞ୍ଜାମ ଜିଲ୍ଲା]]ର ଏକ ପ୍ରମୁଖ ସହର । ଏହା ରାଜ୍ୟ ରାଜଧାନୀ [[ଭୁବନେଶ୍ଵର]] ଠାରୁ ପ୍ରାୟ ୧୬୦ କି.ମି. (୯୯ ମାଇଲ୍) ଦୂରରେ [[ବଙ୍ଗୋପ ସାଗର]] କୂଳରେ ଥିବା [[ଗୋପାଳପୁର|ଗୋପାଳପୁର ବନ୍ଦର]] ନିକଟରେ ଅବସ୍ଥିତ । ପୁରାତନ କାଳରୁ ଏହା ଓଡ଼ିଶାର“ଓଡ଼ିଶାର ରେଶମ ସହରସହର” ଭାବେ ପରିଚିତ । ଏହାକୁ ବର୍ତ୍ତମାନ ଓଡ଼ିଶାର ନୃତ୍ୟ ନଗରୀ ଆଖ୍ୟା ଦିଆ ଯାଇଛି, ବିଶେଷ କରି ପ୍ରିନ୍ସ ଡାନ୍ସ ଗ୍ରୁପ ଓ ହରିହର ଦାସଙ୍କର ସଫଳତା ପରେ, ଏହା ଆହୁରି ପ୍ରସିଦ୍ଧି ଲାଭ କରିଛି । [[ଭୁବନେଶ୍ଵର]] ଓ କଟକ ପରେ ଏହି ସହରଟି ଓଡ଼ିଶାର ତୃତୀୟ ବୃହତ୍ତମ ଓ ଜନବହୁଳ ନଗରୀ । ୨୦୧୧ ମସିହା ଅନୁସାରେ ଏହି ନଗରୀର ଜନସଂଖ୍ୟା ୩,୫୫,୮୨୩ ଥିଲା । ଭୁବନେଶ୍ଵର ଓ କଟକ ପରେ ବ୍ରହ୍ମପୁରକୁ ଓଡ଼ିଶାର ତୃତୀୟ ନଗର ନିଗମ ଭାବେ ୨୦୦୯ରେ ଗଠିତ ହେଇଥିଲା । ଏଠାରେ ଗୋଟିଏ ଭେଷଜ ମହାବିଦ୍ୟାଳୟ [[ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ]], ଗୋଟିଏ ସରକାରୀ ଯାନ୍ତ୍ରିକ ମହାବିଦ୍ୟାଳୟ [[ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ]] ଏହା ସହ [[ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ (ଭଞ୍ଜବିହାର)]] ଏବଂ [[ ଖଲିକୋଟ ବିଶ୍ୱବିଦ୍ୟାଳୟ]] ମଧ୍ୟ ରହିଛି ।
 
==ଇତିହାସ==