"ଫେସବୁକ ମେସେଞ୍ଜର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
"ଫେସବୁକ ମେସେଞ୍ଜର ହେଉଛି ଫେସବୁକର ଏକ ତତ୍କ୍ଷଣାତ ସ..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
 
ନୂଆ ତଥ୍ୟ ଯୋଡିଲି
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
ଫେସବୁକ ମେସେଞ୍ଜର (ଅଥବା ମେସେଞ୍ଜର) ହେଉଛି ଫେସବୁକ ଦ୍ୱାରା ତିଆରି କରାଯାଇଥିବା ଏକ ତତ୍କ୍ଷଣାତ ସନ୍ଦେଶ ସେବା । ଏହା ୨୦୦୮ ମସିହାରେ ପ୍ରଥମକରି ଫେସବୁକ ଚାଟ ଭାବେ ଉନ୍ମୋଚିତ ହୋଇଥିଲା ଏବଂ ୨୦୧୦ ମସିହାରେ ଏହାକୁ ଫେସବୁକ ମେସେଞ୍ଜର ନାମରେ ନାମିତ କରାଯିବା ସହିତ, ଆଣ୍ଡ୍ରୋଏଡ଼ ଏବଂ ଆଇଓଏସ ଆପ ମଧ୍ୟ ବଜାରକୁ ଛଡା ଯାଇଥିଲା ।
ଫେସବୁକ ମେସେଞ୍ଜର ହେଉଛି ଫେସବୁକର ଏକ ତତ୍କ୍ଷଣାତ ସନ୍ଦେଶ ସେବା ।