"ଶୋଭନେଶ୍ୱର ଦେଉଳ, ନିଆଳି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଶିଳାଲିପି ଫୋଟ
No edit summary
୧୪ କ ଧାଡ଼ି:
ଐତିହାସିକ ଡଃ ସତ୍ୟନାରାୟଣ ରାଜଗୁରୁ Inscriptions of Orissa ପୁସ୍ତକାବଳୀର ତୃତୀୟ ଗ୍ରନ୍ଥର ଦ୍ୱିତୀୟ ଭାଗରେ ୨୮୦ ସଂଖ୍ୟାରେ ଶୋଭନେଶ୍ୱର ମନ୍ଦିରର ପ୍ରତ୍ନଲିପିକୁ ସମ୍ପୂର୍ଣ୍ଣ ଭାବେ ଦେଇଛନ୍ତି ।<ref name=":3">''Inscriptions of Orissa (C. 1045-1190 A.D.)'', Volume-3, Part-2. Sri S. N. Rajguru, Curator, Orissa State Museum. First Edition, Orissa Sahitya Akademi.</ref>
 
ଏହି ଶିଳାଲିପି ଉଦୟନ ନାମକ କବିଙ୍କ ରଚନା । ଏହା ୨୮ତମ୨୩ତମ ଧାଡ଼ିରେ ରହିଥିବା ଭଣିତାରୁ ପ୍ରାପ୍ତ ହୁଏ ।<ref name=":3" />{{Cquote|ଧୀରେ‌'''ନ୍ଦ୍ରୋଦୟନ''' ପ୍ରଶସ୍ତିମତୁଲାଂ ତତ୍‌ପ୍ରେରିତଶ୍ଚକ୍ରିୟାନ୍ । ପ୍ରଜ୍ଞାସୁନ୍ଦରମନ୍ଦିର କୁଳଗୃହଂ ନୀତେଃ କଳାସମ୍ପଦାମେକଂ ଧାମ ଚ ଧର୍ମନର୍ମସଦନଂ ଭୂତୋ ଦ୍ୱିଜଃ ସାବନଃ ।}}
 
ଏହି 'ଉଦୟନ' ଉଦୟନାଚାର୍ଯ୍ୟ (ପାଖାପାଖି ଖ୍ରୀଷ୍ଟାବ୍ଦ ୧୨୨୦) ବୋଲି ଗବେଷକଙ୍କ ମତ । ଉଦୟନାଚାର୍ଯ୍ୟ ଜୟଦେବଙ୍କ ଗୀତଗୋବିନ୍ଦର ପ୍ରଥମ ଟୀକାକାର । ଉଦୟନାଚାର୍ଯ୍ୟଙ୍କ ଟୀକା 'ଭାବବିଭାବିନୀ''<nowiki/>''' ଭାବେ ନାମିତ ।<ref>''[https://books.google.co.in/books?id=ajduAAAAMAAJ History of Orissa]'', N. K. Sahu, P. K. Mishra, Jagna Kumar Sahu, Nalanola, 1981.</ref>