"ଗଙ୍ଗେଶ୍ୱରୀ ଦେଉଳ, ବୟାଳିଶବାଟି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{Infobox Mandir|name=ଗଙ୍ଗେଶ୍ୱରୀ ଦେଉଳ|image=|caption=|latd=|latm=|lats=|latNS=|longd=|longm=|longs=|longEW=|map_caption=|other_names=|script_name=Oriya<!--Enter the template name in the local script used -->|country={{flag|India}}|state/province=[[ଓଡ଼ିଶା]]|district=[[ବୟାଳିଶବାଟି]], [[ପୁରୀ ଜିଲ୍ଲା|ପୁରୀ ]]|locale=[[ପୁରୀ]]|elevation_m=|elevation_footnotes=|primary_deity=ଗଙ୍ଗେଶ୍ୱରୀ|important_festivals=ଷୋଳପୂଜା, ଦଶହରା|number_of_temples=|number_of_monuments=|inscriptions=|date_built=୧୩ଶ ଶତାବ୍ଦୀ|creator=|temple_board=|website=}}'''ଗଙ୍ଗେଶ୍ୱରୀ ଦେଉଳ''' [[ପୁରୀ ଜିଲ୍ଲା|ପୁରୀ ଜିଲ୍ଲାର]] ବୟାଳିଶବାଟିରେ ଥିବା ୧୩ଶ ଶତାବ୍ଦୀର ଏକ ପ୍ରାଚୀନ ଦେଉଳ । [[ଗଙ୍ଗବଂଶ|ଗଙ୍ଗବଂଶର]] ଅଧିଷ୍ଠାତ୍ରୀ ଦେବୀଙ୍କ ଉଦ୍ଦେଶ୍ୟରେ ଏହି ମନ୍ଦିରଟି ତୋଳାଯାଇଥିଲା ।<ref name=":0">[http://ignca.nic.in/asi_reports/orpuri022.pdf Gangesvari Temple, Bayalishbati, Indira Gandhi National Centre for Arts.]</ref>
 
==ଇତିହାସ ==
ଗଙ୍ଗବଂଶର ରାଜତ୍ୱ କାଳରେ ଗଙ୍ଗେଶ୍ୱରୀ ଦେଉଳ ତୋଳାଯାଇଥିଲା । ମନ୍ଦିରର ସ୍ଥାପତ୍ୟ ଓ କଳାକୃତି ଅନୁସାରେ ଏହାକୁ ଖ୍ରୀଷ୍ଟୀୟ ୧୩ଶ ଶତାବ୍ଦୀର ମନ୍ଦିର ଭାବେ ଚିହ୍ନଟ କରାଯାଇଛି ।<ref name=":0" /> ଲୋକମାନଙ୍କ ମଧ୍ୟରେ ଗଙ୍ଗେଶ୍ୱରୀ ଦେଉଳ ତୋଳାଯିବାର ବେଶୀ କିଛି କିମ୍ବଦନ୍ତୀ ମିଳେ ନାହିଁ ।<ref name=":1">[https://books.google.co.in/books?id=OXbYAAAAMAAJ Buddhism And Other Religious Cults Of South - East India], Shyam Sunder Tripathy. Sundeep Prakashan, 01-Jan-1988, 446 pages.</ref> ଜନସ୍ମୃତିରେ କେବଳ ଏହି କଥା ଜୀବିତ ରହିଛି ଯେ ଏହି ମନ୍ଦିରଟି [[କୋଣାର୍କ|କୋଣାର୍କର]] [[କୋଣାର୍କ ସୂର୍ଯ୍ୟ ମନ୍ଦିର|ସୂର୍ଯ୍ୟ ମନ୍ଦିର]] ଗଢ଼ାଯିବା ପୂର୍ବରୁ ତାହାର ଏକ କ୍ଷୁଦ୍ର ନକଲ ଭାବେ କରାଯାଇଥିଲା ।
 
ଲୋକମାନଙ୍କ ମଧ୍ୟରେ ଗଙ୍ଗେଶ୍ୱରୀ ଦେଉଳ ତୋଳାଯିବାର ବେଶୀ କିଛି କିମ୍ବଦନ୍ତୀ ମିଳେ ନାହିଁ ।<ref name=":1">[https://books.google.co.in/books?id=OXbYAAAAMAAJ Buddhism And Other Religious Cults Of South - East India], Shyam Sunder Tripathy. Sundeep Prakashan, 01-Jan-1988, 446 pages.</ref> ଜନସ୍ମୃତିରେ କେବଳ ଏହି କଥା ଜୀବିତ ରହିଛି ଯେ ଏହି ମନ୍ଦିରଟି କୋଣାର୍କର ସୂର୍ଯ୍ୟ ମନ୍ଦିର ଗଢ଼ାଯିବା ପୂର୍ବରୁ ତାହାର ଏକ କ୍ଷୁଦ୍ର ନକଲ ଭାବେ କରାଯାଇଥିଲା ।
 
ବର୍ତ୍ତମାନ ଦେଉଳର ମୁଖ୍ୟ ପୂଜାରୀ ଭଗବାନ ପଣ୍ଡା ପ୍ରତ୍ୟହ ପୂଜାର୍ଚ୍ଚନା କରୁଛନ୍ତି ।<ref name=":0" />
Line ୨୨ ⟶ ୨୦:
 
===ମୁଖ୍ୟ ବିଗ୍ରହ ===
ଗଙ୍ଗେଶ୍ୱରୀଙ୍କ ମୁଖ୍ୟ ବିଗ୍ରହ [[ଦୁର୍ଗା|ଦୁର୍ଗାଙ୍କର]] ଏକ ପ୍ରତିମା । ବିଗ୍ରହଟି କଳାମୁଗୁନି ପଥରରେ ନିର୍ମିତ । ଦେବୀ ଚତୁର୍ଭୁଜା । ସେ ତଳ ଦୁଇ ହସ୍ତରେ ପଦ୍ମ ଓ ଶର କିମ୍ବା ଶୂଳ ଧରିଥିବା ପରି ପ୍ରତୀତ ହୁଏ । ଦେବୀଙ୍କ ପାଦ ତଳେ ଅସୁରଟିଏ ପଡ଼ିଅଛି । ଅସୁରଟି ମହିଷାସୁର ନା ନୁହେଁ ଏହା ନିଶ୍ଚିତ ଭାବରେ କହିହେବ ନାହିଁ । ଦେବୀଙ୍କ ବାହନ ସିଂହ ଅସୁର ଉପରେ ମାଡ଼ି ବସିଥିବା ଭଙ୍ଗୀରେ ଚିତ୍ରିତ । ଉଭୟ ପଟେ କ୍ଷୁଦ୍ର ଆକାରର ଦୁଇଜଣ ଦ୍ୱିଭୁଜା ଦେବୀ ମଧ୍ୟ ଅଛନ୍ତି । ଏହି ବିଗ୍ରହ ଅଧିକାଂଶ ସମୟ ବସ୍ତ୍ରାବୃତ ଓ ଫୁଲ ଅଳଙ୍କାରରେ ବିଭୂଷିତ ହୋଇ ପୂଜା ପାଆନ୍ତି । ସିଂହାସନଟି କୁଞ୍ଜ ଆକାରରେ ନିର୍ମିତ ଓ ଏହାର ଉଭୟ ପଟେ ଦୁଇଗୋଟି କ୍ଷୁଦ୍ର ସିଂହ ରହିଛନ୍ତି ।
 
ସିଂହାସନ ଉପରେ ମୁଖ୍ୟ ପ୍ରତିମାଙ୍କ ଛଡ଼ା ଚଳନ୍ତି ପ୍ରତିମା ପୂଜିତ । ଏହା ଛଡ଼ା ସିଂହାସନ ତଳେ ଆଉ ଏକ କଳାମୁଗୁନି ପଥର ପ୍ରତିମା ରହିଛନ୍ତି ।
 
==ପର୍ବପର୍ବାଣି ==
ଏଠାରେ [[ଦଶହରା]], ଚୈତ୍ର ଗୁରୁବାର, [[ଷୋଳପୂଜା]] ଇତ୍ୟାଦି ପାଳନ କରାଯାଏ । ଲୋକମାନେ ବ୍ରତୋପନୟନ ଓ ବିବାହ ଆଦି ଶୁଭକର୍ମ ପାଇଁ ମଧ୍ୟ ଏଠାରେ ପୂଜା ଅନୁଷ୍ଠିତ କରିଥାନ୍ତି ।<ref name=":0" />
 
==ସଂରକ୍ଷଣ ==
ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଗଙ୍ଗେଶ୍ୱରୀ ଦେଉଳ ସୁରକ୍ଷିତ ଐତିହ୍ୟସ୍ଥଳୀ ଭାବେ ଘୋଷିତ ହୋଇଅଛି ।<ref name=":0" /> ଏହା ସତ୍ତ୍ୱେ ମନ୍ଦିରର ସଂରକ୍ଷଣ ପ୍ରତି ଯଥୋଚିତ ପଦକ୍ଷେପ ନ ନିଆଯାଇଥିବାରୁ ଜଗମୋହନ ଉପରେ ଲତା ମାଡ଼ିଯାଇଛି ଓ ଅନ୍ୟାନ୍ୟ ସୂକ୍ଷ୍ମ କଳାକୃତିଗୁଡ଼ିକ ଅନେକାଂଶରେ ଭାଙ୍ଗିଯାଇଛି । ବର୍ଷା ସମୟରେ ପାଣି ଗଳୁଛି ।
 
== ଆଧାର ==