"କନଫୁସିଅସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪ କ ଧାଡ଼ି:
 
== ଶିକ୍ଷା ==
ସକ୍ରେଟିସଙ୍କ ପରି କନଫୁସିଅସ୍ ମଧ୍ୟ ଦାର୍ଶନିକ ପ୍ରଶ୍ନର ଉତ୍ତର ନିଜେ ଦେଉ ନଥିଲେ । ବରଂ ସେ ଲୋକ ମାନଙ୍କୁ ଗଭୀର ଭାବେ ଚିନ୍ତା କରିବାକୁ ତଥା ଅନ୍ୟମାନଙ୍କଠାରୁ ବିଶେଷ କରି ଇତିହାସରୁ ଶିଖିବାକୁ କହୁଥିଲେ । ତାଙ୍କ ଅନୁସାରେ ଲୋକଙ୍କ କ୍ଷମତା ପାଇଁ କୂଳ ହିଁ ଏକମାତ୍ର ଆଧାର ନହୋଇ ତାଙ୍କ ଗୁଣ ଓ ଦକ୍ଷତା ମଧ୍ୟ ବିଚାର ହେବା ଆବଶ୍ୟକ ।
 
ସେ ଲୋକ ମାନଙ୍କୁ ଧନ ଅପେକ୍ଷା ଅନ୍ୟ ଲୋକ ମାନଙ୍କ ବିଷୟରେ ଅଧିକ ଚିନ୍ତା କରିବାକୁ ପରାମର୍ଶ ଦେଉଥିଲେ । ସେ କହୁଥିଲେ ଯେ, ସମାଜରେ କେତେକ କଠୋର ନିୟମ ରହିବା ଆବଶ୍ୟକ ଏବଂ ଲୋକମାନେ ସେସବୁ ପାଳନ କରିବା ମଧ୍ୟ ଆବଶ୍ୟକ । ସେ କହୁଥିଲେ ମଣିଷମାନଙ୍କ ମଧ୍ୟରେ ପାଞ୍ଚ ପ୍ରକାର ସମ୍ପର୍କ ସମ୍ଭବ ଏବଂ ଏହି ପ୍ରତ୍ୟକ ସମ୍ପର୍କର ନିଜର ନିୟମ ରହିଛି । ଏହି ସମ୍ପର୍କମାନଙ୍କରେ ନିମ୍ନୋକ୍ତ ଦୁଇଟି ବ୍ୟକ୍ତିମାନଙ୍କ ମଧ୍ୟରେ ସମ୍ଭବ ।
 
* ରାଜା ଓ ପ୍ରଜା
* ପିତା ଓ ପୁତ୍ର
* ପତି ଓ ପତ୍ଣୀ
* ଗୁରୁଜନ ଓ ପିଲା
* ବନ୍ଧୁ
 
ଏହି ପାଞ୍ଚୋଟି ପାରମ୍ପରିକ ସମ୍ପର୍କ ଅଟେ । କନଫୁସିଅସ୍ କହୁଥିଲେ ଯେ ଏହି ସବୁ ସମ୍ପର୍କରେ
"https://or.wikipedia.org/wiki/କନଫୁସିଅସ"ରୁ ଅଣାଯାଇଅଛି