"ବାଜି ରାଉତ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Regular Character Changes
ଉଇକି ଶୈଳୀରେ ଲେଖାଗଲା
୨୪ କ ଧାଡ଼ି:
ଇଂରେଜ ସରକାରଙ୍କ ରାଜତ୍ଵ କାଳରେ ଭାରତବର୍ଷରେ ଅନ୍ୟାନ୍ୟ ରାଜ୍ୟ ଭଳି ଓଡ଼ିଶାରେ ସାଧାରଣ ପ୍ରଜାମାନେ ବିଭିନ୍ନ ଭାବରେ ଶୋଷଣ ଓ ଅତ୍ୟାଚାରିତରେ ଜର୍ଜରିତ ହେଉଥିଲେ । ସେତେବେଳେ ଇଂରେଜ ସରକାର ତାଙ୍କର ଶାସନ ପ୍ରଣାଳୀକୁ ସରଳ କରିବା ଉଦ୍ଦେଶ୍ୟରେ ସମଗ୍ର ଓଡ଼ିଶାକୁ ଦୁଇ ଭାଗରେ ବିଭକ୍ତ କରି ମୋଗଲବନ୍ଦୀ ଏବଂ ଗଡ଼ଜାତ ଅଞ୍ଚଳ ଭାବରେ ନାମିତ କରିଥିଲେ । ମୋଗଲବନ୍ଦୀ ଅଞ୍ଚଳଗୁଡ଼ିକରେ ଜମିଦାରମାନେ ଏବଂ ଗଡଜାତ ଅଞ୍ଚଳମାନଙ୍କରେ ରାଜାମାନେ ଶାସନ ନାମରେ ପ୍ରଜାମାନଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିଲେ । ଏହି ଦୁଇଭାଗ ମଧ୍ୟରୁ ଗଡଜାତ ଅଞ୍ଚଳର ପ୍ରଜାମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡୁଥିଲା । ଗଡଜାତ ରାଜ୍ୟର ରାଜା ତଥା ପାରିଷାଦବର୍ଗଙ୍କ ଯାବତିୟ ଅନ୍ୟାୟ, ଅତ୍ୟାଚାର, ଶୋଷଣ, ବେଠି, ବେଘାରି, ଯୋରଜବରଦସ୍ତ ଟିକସ ଅସୁଲ, ମନମୁଖିଶାସନ, ମିଥ୍ୟା ମୋକଦ୍ଦମା ପ୍ରଭୁତିରେ ଜର୍ଜରିତ ହେଉଥିଲେ ଗଡଜାତବାସୀ । ସମୟେ ସମୟେ ଗଡଜାତ ଅଞ୍ଚଳରେ ଏହି ଶୋଷଣ କଷଣରେ ଫଳସ୍ଵରୁପ ପୁଞ୍ଜୀଭୁତ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇ ବିସ୍ପୋରଣର ରୁପ ଧାରଣ କରୁଥିଲା, କିନ୍ତୁ ଇଂରେଜ ସରକାର ତାହାକୁ କଳେବଳେ କୌଶଳେ ଦମନ କରୁଥିଲେ । ଏହିସବୁ ଗଡଜାତ ଆନ୍ଦୋଳନ ସେତେବେଳେ ସମଗ୍ର ଭାରତବର୍ଷରେ ଆଲୋଡନ ସୃଷ୍ଟି କରିଥିଲା ।
 
୧୯୩୮ ମସିହା ଅକ୍ଟୋବର ମାସ ୧୧ ତାରିଖ ଅନ୍ଧାରିଆ ରାତିରେ ପ୍ରଜାମଣ୍ଡଳର କେତେଜଣ ସ୍ଵେଚ୍ଛାସେବୀଙ୍କ ସହ ବ୍ରାହ୍ମଣୀ ନଦୀ ଘାଟରେ ଡଙ୍ଗା ଜଗି ରହିଥିଲେ ବାଳକ ବାଜି ରାଉତ । ସେ ପ୍ରଜାମଣ୍ଡଳର ସିପାହୀ ସାଜିଛନ୍ତି । ଘାଟ ଡଙ୍ଗା ଜଗିବା ସେଦିନ ତାଙ୍କର ପାଳିଥିଲା । କାରଣ ପ୍ରଜାମଣ୍ଡଳର ହୁକୁମ ଥିଲା, ନଦୀଘାଟରୁ ଦୁରରେ ଡଙ୍ଗା ଲୁଚେଇ ରଖିବ, ଗୋରା ଫଉଜ ମାନେ ଯେପରି ନଦୀ ପାର ନହୁଅନ୍ତି, ସେମାନଙ୍କ ଗତିବିଧି ଉପରେ ନଜର ରଖି କ୍ୟାମ୍ପକୁ ଖବର ଦେବ, ଆଉ ପ୍ରଜାମଣ୍ଡଳର ସାଥୀଙ୍କୁ ନିରାପଦରେ ପାରପାରି କରାଇବ । ଆଶଙ୍କା ଶୁଣିଲେକୁ ଡଙ୍ଗାକୁସତ ତୁରନ୍ତକରି କୁଳରେପୋଲିସ ଲଗାଇବାମାନେ ପାଇଁପ୍ରଜା ନରହନ୍ତାମଣ୍ଡଳ ସିପାହୀଆନ୍ଦୋଳନ ଦଳଦମନ ଗର୍ଜନକରିବାକୁ କରୁଛନ୍ତିଆସିଲେ କୁଳକୁମାତ୍ର ଡଙ୍ଗାସେମାନଙ୍କ ଆଣ,ଆଦେଶ କୁଳକୁସତ୍ତ୍ୱେ ଡଙ୍ଗାବାଜି ଆଣରାଉତ ।”ଘାଟରୁ ବାଜିଆଡ଼ଙ୍ଗା ଦେହରେଫିଟାଇଲେ ଶତନାହିଁ ସିଂହର ବଳପୋଲିସର ଜାଗିଧମକ ଉଠିଲାଚମକ ସତ୍ତ୍ୱେ କ୍ରୋଧରେକିଛି ଜର୍ଜରିତଲାଭ ହୋଇନହେବାରୁ, ରକ୍ତରେସେମାନେ ତାଙ୍କରତାଙ୍କୁ ସେଇଠି ଗୁଳି କରି ନିଆଁହତ୍ୟା ଲାଗିଗଲାକଲେସେବାଜି ହଠାତ୍ରାଉତଙ୍କ ସ୍ଵେଚ୍ଛାସେବୀଙ୍କଚିତ୍କାରରେ ସେତେବେଳକୁ ବାନରଅନେକ ସେନାଙ୍କଲୋକ ଆଗକୁଆସିଯାଇଥିଲେ ଚାଲି ଆସିଲେସେମାନେ ଡଙ୍ଗା ବାନ୍ଧି ପକାଇ ରଖିଲେଫଉଜକୁପୋଲିସ ଅନେଇମାନେ ବୀରଦର୍ପରେଆଉ ଜବାବକିଛି ଦେଲେନକରି –“ଛୁରୀରେ ପ୍ରଜାମଣ୍ଡଳରଡଙ୍ଗା ହୁକୁମ,ଦଉଡି କାଟି ମଝି ନଈକୁ ଡଙ୍ଗା ଦେବିବୋହିନେଲେ ନାହିଁ ।”ଡଙ୍ଗା ସିପାହୀମାନେମଝି ନଈରେ ପୁଣିଥିବା କହିଲେବେଳେ ସେମାନେ କୂଳରେ ଜାଣିଛୁଥିବା ଆମେଲୋକଙ୍କୁ କିଏଗୁଳି ?ଚାଳନା ଆମେକଲେ ତୋତେ ଗୁଳିରେସେଇଠି ଉଡାଇଟଳି ଦେଇପାରୁପଡିଲେ ।”ନିଳକଣ୍ଠପୁର ବାଜିଆଗାଁର କ୍ରୋଧରେଆଉ ଗର୍ଜନକେତେ କରିଜଣ କହିଲେ- –“ହୁରୁଷି, ଆରେରଘୁ, ରଖଗୁର, ତୋ’ନଟ, ଗୁଳିଲକ୍ଷମଣ ଓ ଫଗୁମୁଁଦେଶ ଜାଣିଛିପାଇଁ ତୁମେଛୁଆ ହେଉଛବଡ଼ ଅତ୍ୟାଚାରୀମିଶି ରାଜାରସାତ କୁକୁରଜଣ ଦଳଶହିଦ ହୋଇଗଲେ ତୁମେ ଗାଁନିଳକଣ୍ଠପୁର ଗାଁଗୁଳିକାଣ୍ଡର ବୁଲିପରଦିନ ଗାଁଗଣ୍ଡାଅର୍ଥାତ୍ ଛାରଖାର୧୯୩୮ କରୁଛ,ମସିହା ସମ୍ପତିଅକ୍ଟୋବର ଲୁଟ୍ମାସ କରୁଛ,୧୨ ମାତାରିଖ ଦିନ ଭଉଣୀଙ୍କଦେଶ ଇଜ୍ଜତପାଇଁ ନେଉଛ,ପ୍ରାଣବଳି ଭାଇମାନଙ୍କୁଦେଇଥିବା ଜୀବନରେସାତଜଣ ମାରୁଛବୀରଙ୍କର ପାର୍ଥିବ ଶରୀରକୁ କଟକ ଆଣି ବିରାଟ ପଟୁଆର ହେଲାତୁମେଶେଷରେ ପଶୁ,ଆଜିର ଖାନ୍ନଗର ମଶାଣିରେ ଗୋଟିଏ ଚିତାରେ ସେମାନଙ୍କୁ ଦାହ କରାଗଲା ।== ରାକ୍ଷସଆଧାର ।”==
 
ଆଖି ପିଛୁଳାକେ ବନ୍ଧୁକରୁ ଛୁଟି ଅସିଲା ଗୁଳି ଗୁଡୁମ୍ ଗୁଡୁମ୍ । ଗୁଳି ମାଡ଼ରେ ବଜିଆଙ୍କ ଗଛ କାଟିଲା ଭଳି ସେ ତଳେ ପଡିଗଲେ । ସେଇ ରକ୍ତ ଜୁଡୁବୁଡୁ ଦେହରେ ସେ ପୁଣି ଉଠି ଠିଆ ହେଲେ । ସେ ଡରିବାର ପିଲା ନୁହେଁ । ତାଙ୍କ ଭିତରଟା ବଜ୍ରଠାରୁ ଆହୁରି କଠିନ । ଦେହରେ ତାଙ୍କର ଅମାପ ଶକ୍ତି । ବଡ ପାଟିରେ ଡାକ ଛାଡିଲେ “ ଧାଇଁ ଆସ ହେ ଧାଇଁ ଆସ । ପ୍ରଜାମଣ୍ଡଳର ଲୋକ କେଉଁଠି ଅଛ ଧାଇଁ ଆସ । ଆମ ଘାଟକୁ ପୁଲିସ୍ ଆଇଚି ।” ତା’ ପରେ ସବୁ ଶେଷ । ଗାଁ ଲୋକେ ଡାକ ଶୁଣି ତତକ୍ଷାଣତ୍ ଧଇଁଲେ । ସତେ ଯେପରି ଗାଁଟା ସାରା ନଈ କୁଳକୁ ଉଠି ଆସିଲେ । ସମସ୍ତେ ସେଇ ନଈ ତୁଠରେ ଡଙ୍ଗା ଦଉଡିକୁ ଅଣ୍ଟାରେ ବାନ୍ଧି ଛାତି ଫୁଲାଇ ଠିଆ ହୋଇଗଲେ । ଜୀବନ ପଛକେ ଚାଲିଯିବ ଡଙ୍ଗା ଫିଟିବ ନାହିଁ । ପ୍ରଜାମଣ୍ଡଳର ହୁକୁମ୍ ଏପଟ ସେପଟ ହେବାର ନୁହେଁ ।
 
ପୁଲିସ୍ ମନେମନେ କୌଶଳ ପାଞ୍ଚିଲା । କାହାକୁ ଆଉ ଗୁଳି ମାରିଲା ନାହିଁ । ଛୁରୀରେ ଡଙ୍ଗା ଦଉଡି କାଟି ମଝି ନଈକୁ ଡଙ୍ଗା ବାହି ନେଲା । ଡଙ୍ଗା ମଝି ନଈରେ ହୋଇଛି କି ନାହିଁ, ଛୁଟିଲା ଗୁଳିର ସୁଅ ଗୁଡୁମ୍ ଗୁଡୁମ୍ । ସେଇଠି ଟଳି ପଡିଲେ ନିଳକଣ୍ଠପୁର ଗାଁର ଆଉ କେତେ ଜଣ । ହୁରୁଷି, ରଘୁ, ଗୁର, ନଟ, ଲକ୍ଷମଣ ଓ ଫଗୁ । ଦେଶ ପାଇଁ ଛୁଆ ବଡ଼ ମିଶି ସାତ ଜଣ ଶହିଦ ହୋଇଗଲେ । ସେଇ ଅନ୍ଧାର ରାତିରେ ମଣିଷର ଉଷୁମ ରକ୍ତରେ ବ୍ରାହ୍ମଣୀ ନଈର ପାଣି ଲାଲ ହୋଇଗଲା ।
 
ନିଳକଣ୍ଠପୁର ଗୁଳିକାଣ୍ଡର ପରଦିନ ଅର୍ଥାତ୍ ୧୯୩୮ ମସିହା ଅକ୍ଟୋବର ମାସ ୧୨ ତାରିଖ ଦିନ ଦେଶ ପାଇଁ ପ୍ରାଣବଳି ଦେଇଥିବା ସାତଜଣ ବୀରଙ୍କର ପାର୍ଥିବ ଶରୀରକୁ କଟକ ଆଣି ବିରାଟ ପଟୁଆର ହେଲା । ଶେଷରେ ଆଜିର ଖାନ୍ନଗର ମଶାଣିରେ ଗୋଟିଏ ଚିତାରେ ସମସ୍ତେ ପାଉଁଶ ହୋଇଗଲେ ।
== ଆଧାର ==
{{ଆଧାର}}