"ବ୍ରଜନାଥ ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (- ରେ +ରେ )
୧୬ କ ଧାଡ଼ି:
| language =
| nationality = [[ଭାରତ|ଭାରତୀୟ]]
| ethnicity = [[ଓଡ଼ିଆ ଲୋକ|ଓଡ଼ିଆ]]
| citizenship = [[ଭାରତ|ଭାରତୀୟ]]
| education =
Line ୨୯ ⟶ ୨୮:
| children =
| relatives =
| influences =
| influenced =
| awards =
| signature = Signature Brajanath Ratha or.png
Line ୩୮ ⟶ ୩୫:
}}
 
'''ବ୍ରଜନାଥ ରଥ''' (୧୨ ଜାନୁଆରୀ ୧୯୩୬ - ୩୧ ମଇ ୨୦୧୪)[[ବାଲେଶ୍ଵର]]ର [[ସୁନହଟ]]ରେ ଜନ୍ମିତ ଜଣେ ଆନ୍ତର୍ଜାତିକ'ଅତିବଡ଼ି ଖ୍ୟାତିସମ୍ପନ୍ନଜଗନ୍ନାଥ ଓ ଅନେକ ସମ୍ମାନଜନକଦାସ ପୁରସ୍କାର' ପ୍ରାପ୍ତ [[ଓଡ଼ିଆ ଭାଷା|ଓଡ଼ିଆ]]କବି ।<ref>[http://www.telegraphindia.com/1110614/jsp/orissa/story_14110390.jsp] Poet</ref>
 
== ଜନ୍ମ ଓ ଜୀବନ ==
କବି ବ୍ରଜନାଥ ରଥଙ୍କ ଜନ୍ମ ୧୯୩୬ ମସିହା, ଜାନୁଆରୀ ୧୨ ବାଲେଶ୍ଵର ସହରର ସୁନହଟଠାରେ [[ସୁନହଟ]]ଠାରେ । ତାଙ୍କ ପିତାଙ୍କ ନାମ ବିଶ୍ଵନାଥ ରଥ ଏବଂ ମାତାଙ୍କ ନାମ ତାରାମଣି ଦେବୀ । ବ୍ରଜନାଥ ହିଁ ତାଙ୍କର ଏକମାତ୍ର ଜୀବିତ ସନ୍ତାନ । ଚତୁର୍ଥ ଶ୍ରେଣୀ ଯାଏ ବ୍ରଜନାଥ ଘରେ ପଢିଥିଲେ । ପଞ୍ଚମ ଶ୍ରେଣୀରେ ତାଙ୍କର ନାମ ଲେଖାହେଲା ତତ୍କାଳୀନ ଭିକ୍ଟୋରିଆ ଜୁବିଲି ମଧ୍ୟ ଇଂରାଜୀ ସ୍କୁଲରେ । ସେହି ସ୍କୁଲରେ ବାପା ଶିକ୍ଷକ ଥିବାରୁ ତାଙ୍କ ଇଛା ଅନୁସାରେ ସେ ବହି, ପତ୍ରପତ୍ରିକା ଆଦି ପଢୁଥିଲେ । ସ୍ଵାଧୀନଭାବେ ଚଳିବାର, ଲେଖିବାର ଓ ନିଜର ମତପ୍ରକାଶ କରିବାର ମାନସିକତା ତାଙ୍କର ତିଆରି ହୋଇଥିଲା ଏଇ ସ୍କୁଲ ଜୀବନରୁ ।
 
୧୯୪୫ରେ ସୁନହଟ ନିକଟରେ ଜାପାନୀ ବୋମା ପଡ଼ିଥିଲା । ଦ୍ଵିତୀୟ ମହାସମରର ଅସ୍ପଷ୍ଟ ଚିତ୍ର ଓ ନେତାଜୀଙ୍କ ଭାରତରୁ ପଳାୟନ ସହିତ ତାଙ୍କ ସମ୍ପର୍କରେ ବିଭିନ୍ନ ପ୍ରଚାର ବ୍ରଜନାଥଙ୍କ କିଶୋର ମନକୁ ଆନ୍ଦୋଳିତ କରିଥିଲା । ୧୯୪୭- ଅଗଷ୍ଟ ୧୫, ଯେଉଁଦିନ ତ୍ରିରଙ୍ଗା ପତାକା ଉଡ଼ି ଏ ଦେଶ ସ୍ଵାଧୀନ ବୋଲି ଘୋଷିତ ହେଲା, ବାଳକ ବ୍ରଜନାଥ ବି ସମସ୍ତଙ୍କ ସହିତ ତାଳଦେଇ ନିଜ ଘର ଆଗରେ ଉଡ଼େଇଥିଲେ ଜାତୀୟ ପତାକା । ତା ସହିତ କାଗଜରେ ବଡ଼ ବଡ଼ ଅକ୍ଷରରେ ଲେଖା, ସ୍ଵାଧୀନତା ସମ୍ପର୍କିତ ଏକ ସ୍ଵରଚିତ କବିତାକୁ ସେ ଉଡ଼େଇଥିଲେ ସେଇ ପତାକା ସାଙ୍ଗରେ । ତାହାହିଁ କବି ବ୍ରଜନାଥ ରଥଙ୍କ ଲିଖିତ ପ୍ରଥମ କବିତା ।
Line ୪୭ ⟶ ୪୪:
୧୯୪୮ରେ ବାଲେଶ୍ଵର ଜିଲ୍ଲା ସ୍କୁଲରେ ନାମ ଲେଖାଇଲେ ସେ । ସେହି ସମୟରେ, ବର୍ତ୍ତମାନର ପ୍ରସିଦ୍ଧ କବି ଓ କଥାକାର [[ମନୋଜ ଦାସ]] ମଧ୍ୟ ନାମ ଲେଖାଇଥିଲେ । ତାଙ୍କର ପ୍ରକାଶିତ କବିତା '[[ଶତାଦ୍ଧୀର ଆର୍ତ୍ତନାଦ ଓ ବିପ୍ଳବୀ ଫକୀରମୋହନ]]' ପ୍ରଚ୍ଚୋଦିତ କରିଥିଲା ବ୍ରଜନାଥଙ୍କୁ କବିତା ଲେଖିବା ପାଇଁ । ନବମ ଶ୍ରେଣୀରେ ପଢୁଥିଲାବେଳେ (୧୯୫୧), [[ଡଗର (ପତ୍ରିକା)|ଡଗର ପତ୍ରିକା]]ରେ ପ୍ରକାଶ ପାଇଥିଲା ତାଙ୍କର ପ୍ରଥମ କବିତା 'ବ୍ୟର୍ଥତା' । ୧୯୫୨ରେ ସେ ମାଟ୍ରିକ ପାଶ କଲେ । ତାପରେ ନାମ ଲେଖାଇଲେ [[ଫକୀରମୋହନ କଲେଜ]]ରେ । ସେତେବେଳେ ବାଲେଶ୍ଵର ଜିଲ୍ଲା ସ୍କୁଲରେ ଚାଲୁଥାଏ [[ଫକୀରମୋହନ କଲେଜ]] । ଫକୀରମୋହନ ସାହିତ୍ୟ ପରିଷଦ ବି ଗଠିତ ହୋଇସାରିଥାଏ । ଅନୁଷ୍ଠାନର ଉତ୍ସବକୁ ଆସୁଥିବା ଓଡ଼ିଶା ଓ ଓଡ଼ିଶା ବାହାରର ବହୁ କବି ଏବଂ ବିଦ୍ଵାନ ପଣ୍ଡିତଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ସଂସ୍ପର୍ଶରେ ଆସି ବ୍ରଜନାଥଙ୍କ କାବ୍ୟ-ପ୍ରତିଭା ବିକଶିତ ହୋଇଥିଲା ।
 
ଶ୍ରୀ ରଥବ୍ରଜନାଥ, କେନ୍ଦ୍ର ସାହିତ୍ୟ ଏକାଡେମୀ, ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ତଥା ଫକୀର ମୋହନ ସାହିତ୍ୟ ପରିଷେଦର ସଭାପତି ଭାବରେ କାର୍ଯ୍ୟନିର୍ବାହ କରିଥିଲେ । ନିଜ ପିତା ମାତାଙ୍କ ନାମରେ ବିଶ୍ଵତାରା ଓଡ଼ିଆ ଗବେଷଣାଗାର ମଧ୍ୟ ପ୍ରତିଷ୍ଠା କରିଥିଲେ ।
 
== ସାହିତ୍ୟ ସର୍ଜନା ==
Line ୭୯ ⟶ ୭୬:
[[File:Brajanath Ratha.jpg|thumb|right|ପଦକ ଓ ପୁରସ୍କାର ସହ କବି ବ୍ରଜନାଥ ରଥ]]
* ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର, ୨୦୧୨ <ref>{{cite web |url= http://www.odishareporter.in/top_news/atibadi-jagannath-das-award-announced?utm_source=rss&utm_medium=rss&utm_campaign=atibadi-jagannath-das-award-announced |title=Atibadi Jagannath Das Award announced &#124; Odisha Reporter |work=odishareporter.in |year=2013 |quote=poet Brajanath Rath would receive the coveted award for the year 2012 |accessdate=15 July 2013}}</ref>
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର( (ମନର ମାନଚିତ୍ର ପାଇଁ)<ref>ସମ୍ବାଦ ୦୧/୦୬/୨୦୧୪ ପୃଷ୍ଠା ୯</ref>
* ଟାଗୋର ସାହିତ୍ୟ ପୁରସ୍କାର (କାବ୍ୟ ସଂକଳନ ସାମାନ୍ୟ ଅସାମାନ୍ୟ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ପ୍ରଦତ୍ତ)<ref>[http://www.afternoondc.in/book-review/tagore-literature-awards-2010/article_24313] ଟାଗୋର ସାହିତ୍ୟ ପୁରସ୍କାର</ref>
* ଡକ୍ଟରେଟ, ୨୦୧୧([[ଫକୀର ମୋହନ ବିଶ୍ଵବିଦ୍ୟାଳୟ]]ଦ୍ଵାରା ପ୍ରଦତ୍ତ)
* ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର( ମନର ମାନଚିତ୍ର ପାଇଁ)<ref>ସମ୍ବାଦ ୦୧/୦୬/୨୦୧୪ ପୃଷ୍ଠା ୯</ref>
* କବି ଶେଖର ଚିନ୍ତାମଣି ପୁରସ୍କାର
* କବି ଜୟଶଙ୍କର ପ୍ରସାଦ ସାହିତ୍ୟ ସମ୍ମାନ (ରାଷ୍ଟ୍ରୀୟ ହିନ୍ଦୀ ଏକାଡ଼େମୀ)
Line ୯୩ ⟶ ୯୦:
==ଆଧାର ==
{{ଆଧାର|3}}
{{ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର}}
 
{{ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାର}}
{{ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା)}}
{{Authority control}}
[[ଶ୍ରେଣୀ:୧୯୩୬ ଜନ୍ମ]]
[[ଶ୍ରେଣୀ:୨୦୧୪ ମୃତ୍ୟୁ]]
[[ଶ୍ରେଣୀ:ଲେଖକ]]
[[ଶ୍ରେଣୀ:ବାଲେଶ୍ଵର ଜିଲ୍ଲାର ଲୋକ]]
[[ଶ୍ରେଣୀ:ଲେଖକଓଡ଼ିଆ କବି]]