"ଆଚାର୍ଯ୍ୟ ହରିହର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୨ କ ଧାଡ଼ି:
 
== ଜନ୍ମ ଓ ବାଲ୍ୟଜୀବନ ==
ଆଚାର୍ଯ୍ୟ ହରିହରଙ୍କ ଜନ୍ମ ଖ୍ରୀ. ଅ. ୧୮୭୯ ରେ ସାକ୍ଷୀଗୋପାଳ ନିକଟସ୍ଥ ଶ୍ରୀରାମଚନ୍ଦ୍ରପୁରରେ ହୋଇଥିଲା । ତାଙ୍କ ମାତାଙ୍କ ନାମ ଶ୍ରଦ୍ଧାଦେବୀ ଓ ପିତାଙ୍କ ନାମ ମହାଦେବ ବ୍ରହ୍ମା ଥିଲା।ଥିଲା ତାଙ୍କର ବାଲ୍ୟ ଶିକ୍ଷା ଗାଁ ଚାହାଳୀରେ ହୋଇଥିଲା ଓ ପରେ ସେ ପୁରୀ ଜିଲ୍ଲା ସ୍କୁଲରେ ଯୋଗଦାନ କରିଥିଲେ । ରେଭେନ୍ସା କଲେଜରୁ ଏଫ ଏ ପାସ କଲା ପରେ ସେ ଆଇନ ଶିକ୍ଷା ପାଇଁ କଲିକତା ଯାଇଥିଲେ । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ, ପଣ୍ଡିତ ନୀଳକଣ୍ଠ ଦାସ ପ୍ରଭୁତି ତାଙ୍କର ଛୋଟ ବେଳର ବନ୍ଧୁ ଥିଲେ ।
 
== ଟୀକା ==
{{ଆଧାର}}