"ପଇସା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୪ କ ଧାଡ଼ି:
'''ପଇସା''' ଏକ ଛୋଟ,ସପାଟ, ସାଧାରଣତଃ ଧାତୁ କିମ୍ବା ପ୍ଲାଷ୍ଟିକ ଗୋଲ ଜିନିଷ ଅଟେ । ମୁଖ୍ୟ ରୂପେ କାନୁନୀ ନିବିଦା ମାଧ୍ୟମରେ ବ୍ୟବହାର କରାଯାଇଥାଏ । ଏହା ଓଜନ ଅନୁସାରେ ଖୁବ ହାଲୁକା ଅଟେ ଏବଂ ବ୍ୟାପାର ପାଇଁ ମଧ୍ୟ ଖୁବ୍ ସୁବିଧା ଜନକ ହୋଇଥାଏ । ଏହା ବହୁ ସମୟ ଥର ସରକାରଙ୍କ ଦ୍ୱାରା ଜାରି କରାଯାଇଥାଏ ।
 
ପଇସା ସାଧାରଣତଃ ଧାତୁ କିମ୍ବା (ମିଶ୍ର ଧାତୁ) ହୋଇଥାଏ, ଏବଂ କେବେ କେବେ ସିଂଥୋଟିକସିନ୍ଥୋଟିକ ସାମଗ୍ରିରୁ ତିଆରି ହୋଇଥାଏ । ଏହା ମୁଖ୍ୟାତଃ "ଡିସ୍କ (ଗଣିତ)ର ଆକାର ରହିଥାଏ । ମୂଲ୍ୟବାନ ଧାତୁରୁ ପ୍ରସ୍ତୁତ ପଇସା ବଡ ମାତ୍ରାରେ "ବୁଲିୟନ ପଇସା" ଏସ୍ ରୂପେ ସଂଗ୍ରହିତ ହୋଇଥାଏ । ମୁଦ୍ରା ରୂପେ ବ୍ୟବହାର କରାଯାଉଥିବା ଅନ୍ୟ ପଇସା, ବ୍ୟାଙ୍କ ନୋଟ ସହିତ ଚାଲିଥାଏ । ସାଧାରଣତଃ ସଞ୍ଚଳନ (ଅର୍ଥାତ ବୁଲିୟନ ପଇସା କୁ ଛାଡି) ରେ ସର୍ବୋଚ୍ଚ ମୁଲ୍ୟର ପଇସା ସବୁଠାରୁ କମ ମୁଲ୍ୟର ନୋଟ ଠାରୁ କମ ଅଟେ । ପୂର୍ବ ୬ ବର୍ଷରେ , ପ୍ରଚଳନ ପଇସାର ଅଙ୍କିତ ମୂଲ୍ୟ କେବେ କେବେ ଧାତୁର ମୂଲ୍ୟରୁ କମ ହୋଇଥାଏ ।
ଉଦାହରଣ:- ମୂଦ୍ରାସ୍ଫୀତି କାରଣରୁ ଯଦି ଅନ୍ତର ମହତ୍ୱପୂର୍ଣ ହୋଇଯାଏ, ତ' ଜାରୀ କରୁଥିବା ପ୍ରାଧିକରଣ ଏହି ପଇସାକୁ ସଞ୍ଚଳନରୁ ଫେରାଇ ଅଣିବାର ନିର୍ଣୟ ନେଇପାରନ୍ତି । ସମ୍ଭବତଃ ଏକ ଅଲଗା ସରଞ୍ଚନା ସହିତ ନୂତନ ସମକକ୍ଷ ଜାରୀ କରୁଛନ୍ତି ।
"https://or.wikipedia.org/wiki/ପଇସା"ରୁ ଅଣାଯାଇଅଛି